ମଦ ପାଇଁ କରି ନଥିଲେ ଚାଖଣା ବ୍ୟବସ୍ଥା, ସାଙ୍ଗକୁ କଲା ନିର୍ମମ ହତ୍ୟା

ପ୍ରକୃତରେ ତାମିଲନାଡୁର ଚେଙ୍ଗଲପୁରା ଜିଲ୍ଲାର ଗୁଦୁଭାନଚେରୀ ସହରରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି କଥିତ ଭାବେ ନିଜ ୪୩ ବର୍ଷୀୟ ବନ୍ଧୁଙ୍କୁ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । କାରଣ ସେ ମଦ ସହିତ ଚାଖଣା ବ୍ୟବସ୍ଥା କରି ନଥିଲେ । ତେବେ ବାସୁ ନାମକ ଅଭିଯୁକ୍ତକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ ।

ମଦ ପାଇଁ କରି ନଥିଲେ ଚାଖଣା ବ୍ୟବସ୍ଥା, ସାଙ୍ଗକୁ କଲା ନିର୍ମମ ହତ୍ୟା
Image Credit: ପ୍ରତୀକାତ୍ମକ ଫଟୋ

About the Author