ବୋହୂକୁ ଜୀଅନ୍ତା ଜାଳିଦେଲେ ଶାଶୁଘର!

୨୦୧୬ ମସିହାରେ ଦିଗପହଣ୍ଡି ଥାନା (Digapahandi Police) ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ମାନିନୀ, ମୋହନା ଗୋଠକୋଳି ଗ୍ରାମର କୈଲାସ ବେହେରାଙ୍କ ପୁଅ ମଧୁସୂଦନଙ୍କୁ ବୈଦିକ ରିତିରେ ବିବାହ କରିଥିଲେ।

ବୋହୂକୁ ଜୀଅନ୍ତା ଜାଳିଦେଲେ ଶାଶୁଘର!
Image Credit: ପ୍ରତିକାତ୍ମକ ଫଟୋ

About the Author