ଆଉ ଏକ ନିର୍ଭୟା: ନ୍ୟାୟ ପାଇବ ତ !

Hathras Gang-Rape Case: ଦୀର୍ଘ ୮ ବର୍ଷର ସଂଘର୍ଷ ପରେ ନ୍ୟାୟ ପାଇଥିଲେ ନିର୍ଭୟା । ଏ କୋର୍ଟରୁ ସେ କୋର୍ଟ, ସେ କୋର୍ଟରୁ ଏ କୋର୍ଟ ୮ ବର୍ଷ ଧରି ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ ନିର୍ଭୟାଙ୍କ ବାପା ମା । ଆଉ ଗତ ମାର୍ଚ୍ଚ ୨୦ ତାରିଖରେ ଫାଶୀ ପାଇବା ପରେ ନିର୍ଭୟା ନ୍ୟାୟ ପାଇଥିଲେ । ତେବେ ନିର୍ଭୟା ଅପରାଧୀମାନେ ଫାଶୀ ପାଇବା ପରେ ଏଭଳି ନରସଂହ

ଆଉ ଏକ ନିର୍ଭୟା: ନ୍ୟାୟ ପାଇବ ତ !
Image Credit: ପ୍ରତୀକାତ୍ମକ ଫଟୋ

About the Author