ପୁଲିସ ଏସ୍‍ଆଇ ସ୍କାମ: ଅଭିଯୁକ୍ତଙ୍କ ପଳାୟନ ରୋକିବାକୁ ପୁଲିସ ଜାରିକଲା ଲୁକ ଆଉଟ ସର୍କୁଲାର

ଓଡ଼ିଶା ପୁଲିସ ଏସ୍‍ଆଇ ନିଯୁକ୍ତି ପରୀକ୍ଷା ସ୍କାମରେ ଅଭିଯୁକ୍ତମାନେ ଦେଶ ଛାଡ଼ି ଚାଲିଯିବାର ଆଶଙ୍କା କରିଛି କ୍ରାଇମ ବ୍ରାଞ୍ଚ। ଏଥିଲାଗି ଆଜି ରାଜ୍ୟ ପୁଲିସ ପକ୍ଷରୁ ଲୁକ ଆଉଟ ସର୍କୁଲାର ଜାରି କରାଯାଇଛି। ଯେଉଁ ଅଭିଯୁକ୍ତମାନେ ଧରା ଦେଉ ନାହାନ୍ତି ସେମାନେ ଯେମିତି ଦେଶ ଛାଡ଼ି ବାହାରକୁ ନଯାଇପାରିବେ ସେଥିଲାଗି ଏହି ପଦକ୍ଷେପ ନିଆଯାଇଛି।  

ପୁଲିସ ଏସ୍‍ଆଇ ସ୍କାମ: ଅଭିଯୁକ୍ତଙ୍କ ପଳାୟନ ରୋକିବାକୁ ପୁଲିସ ଜାରିକଲା ଲୁକ ଆଉଟ ସର୍କୁଲାର

About the Author