• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Zee Odisha Crime
  • /ସଉତୁଣୀଙ୍କ ମଧ୍ୟରେ କଳହ, ବଳି ପଡ଼ିଲା ସ୍ୱାମୀ

ସଉତୁଣୀଙ୍କ ମଧ୍ୟରେ କଳହ, ବଳି ପଡ଼ିଲା ସ୍ୱାମୀ

ସଉତୁଣୀଙ୍କ ମଧ୍ୟରେ କଳହ, ବଳି ପଡ଼ିଲା ସ୍ୱାମୀ

Edited ByZee Odisha Desk
Published: Jul 06, 2020, 12:11 PM IST|Updated: Jul 06, 2020, 12:12 PM IST
joinshare
ସଉତୁଣୀଙ୍କ ମଧ୍ୟରେ କଳହ, ବଳି ପଡ଼ିଲା ସ୍ୱାମୀ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    TMC Rebel MPs: TMCରେ ବଡ଼ ଫାଟ! BJPକୁ ଯିବେ ୧୭ ବାଗୀ ସାଂସଦ, ଦାବିକୁ ନେଇ ବଢ଼ିଲା ବିବାଦ

    TMC Rebel MPs: TMCରେ ବଡ଼ ଫାଟ! BJPକୁ ଯିବେ ୧୭ ବାଗୀ ସାଂସଦ, ଦାବିକୁ ନେଇ ବଢ଼ିଲା ବିବାଦ

    2

    Odisha News: କେନ୍ଦୁଝର ଜିଲ୍ଲାରୁ ଆସିଛି ଖୁସି ଖବର! ଗଣେଶ ଚତୁର୍ଥୀରେ ଜନ୍ମ ନେଲା ହାତୀ ଶାବକ

    3

    କିଏ ଏହି କଲ୍ୟାଣ ବୈଂସଲା? ଭାଇରାଲ ହେଉଛି ଦୁର୍ଘଟଣାର ଏହି ଭିଡିଓ...ଭିଡିଓ ପରେ ମାମଲା ରୁଜୁ

    4

    Odisha News: ଜଗତସିଂହପୁରରେ ହୋମଗାର୍ଡଙ୍କୁ ମାରଣାତ୍ମକ ଆକ୍ରମଣ ଘଟଣା, ୬ ଗିରଫ ସହ...

    5

    Nitin Nabin: ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ,ନିଜ ଘରେ 'ଆଶୀର୍ବାଦର ଦୀପ' ପ୍ରଜ୍ଜ

    ମୋହନା: ପାରିବାରିକ କଳହରୁ କରୁଣ ପରିଣତି। ଗଜପତି ଜିଲ୍ଲା ମୋହନା ଥାନା ବାଘମାରୀ ପଞ୍ଚାୟତ ପେଜପାଣି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବାପାକୁ କୁରାଢୀରେ ଅତି ନିର୍ଦୟ ଭାବେ ହତ୍ୟା କରିଛି ପୁଅ । ମୃତକ ହେଲେ ମୋହନା ଥାନା ପେଜପାଣି ଗ୍ରାମର ବାପା ଦୁର୍ମନ ସବର (୫୫)। ମିଳିଥିବା ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ନିଜ ବାପାକୁ ବଡପୁଅ କେପାସ ଶବର କୁରାଡ଼ିରେ ହତ୍ୟା କରିବା ପରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

    ସୂଚନା ଅନୁଯାୟୀ ଦୁର୍ମନ ଶବର ଦୁଇଟି ସ୍ତ୍ରୀ ରଖିଥିବା ବେଳେ ଅନେକ ଦିନରୁ ଦୁଇ ସଉତୁଣୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା. ଦୁର୍ମନ ଶବର ଦ୍ୱିତୀୟ ସ୍ତ୍ରୀ ପୁଷ୍ପାଞ୍ଜଳି ଶବର ପାଖରେ ରହୁଥିଲେ. ଦୁଇ ସ୍ତ୍ରୀର ଗଣ୍ଡଗୋଳରୁ ସ୍ୱାମୀ ଶୁକ୍ରବାର ପ୍ରଥମ ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରୁଥିଲେ । ଏଘଟଣା ପ୍ରଥମ ସ୍ତ୍ରୀର ପୁଅ ଜାଣିବା ପରେ ହିଂସାପରାୟଣ ହୋଇ ପଡ଼ି ଗତକାଲି ଗାଁ ନିକଟ ଏକ ନିଛାଟିଆ ଯାଗାରେ ପୁଅ କପାସ ଶବର ଟାଙ୍ଗିଆରେ ହତ୍ୟା କରିଥିଲା. 

    ଏହି ଘଟଣା ପରେ ପ୍ରଥମ ସ୍ତ୍ରୀ ଥାନାରେ ଦୁଇ ପୁଅ ନାଁରେ ଏତଲା ଦେଇଥିବା ବେଳେ ବଡ ପୁଅ କପାସ ଥାନାରେ ନିଜେ ମାରିଥିବା କୁରାଢୀ ସହିତ ଆତ୍ମସମର୍ପଣ କରିଛି । ତେବେ ଘଟଣାସ୍ଥଳରେ ଆର. ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି ଓ ଥାନାଧିକାରୀ ସୁଜିତ ନାୟକ ସଦଳବଳେ ପହଞ୍ଚି ତଦନ୍ତ କରୁଛନ୍ତି ।

    Add Zee News as a Preferred Source
    TAGS:
    Gajapati News
    murder
    Son
    Father
    Killed
    Odisha