• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

ଜଙ୍ଗଲରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ରେଢାଖୋଲ ଥାନା ଅଞ୍ଚଳର ଖଜୁରୀଝରଣ ଗ୍ରାମରେ ୧୬ ତାରିଖରେ ଦୁଇ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଜଙ୍ଗଲକୁ "ମହୁଲ" ଓ "ଟୋଲ" ସଂଗ୍ରହ କରିବାକୁ ଯାଇଥିବା ସମୟରେ...

ଜଙ୍ଗଲରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ପ୍ରତିକାତ୍ମକ ଫଟୋ

ସମ୍ବଲପୁର: ରେଢାଖୋଲ ଅଂଚଳରେ ଲଜ୍ଜା। ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ କଲେ ପରିବାର ଲୋକ। ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। 

ରେଢାଖୋଲ ଥାନା ଅଞ୍ଚଳର ଖଜୁରୀଝରଣ ଗ୍ରାମରେ ୧୬ ତାରିଖରେ ଦୁଇ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଜଙ୍ଗଲକୁ "ମହୁଲ" ଓ "ଟୋଲ" ସଂଗ୍ରହ କରିବାକୁ ଯାଇଥିବା ସମୟରେ ସେହି ଗ୍ରାମରେ ଦୁଇ ଜଣ ବାଳକ ଦୁଷ୍କର୍ମ କରିଥିବା ପିଡୀତାଙ୍କ ପରିବାର ଲୋକ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Also Read: ବୁଲା କୁକୁର ମାରି ପୂର୍ବତନ BSNL କର୍ମଚାରୀ ଗିରଫ

ଅଭିଯୋଗ ହେଲା ପରେ ପିଡୀତାଙ୍କ ଡାକ୍ତରୀ ମାଇନା କରିବା ସହ ରେଢାଖୋଲ ପୋଲିସ ୨ ଦୁଷ୍କର୍ମକାରୀଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି।