• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ
ସାଇବର ଅପରାଧ; ବଢୁଛି ମାମଲା, ସଚେତନରେ ଅଟକିଛି ପୋଲିସ ପ୍ରଶାସନ

ସାଇବର ଅପରାଧ; ବଢୁଛି ମାମଲା, ସଚେତନରେ ଅଟକିଛି ପୋଲିସ ପ୍ରଶାସନ

ଠକେଇର ଶିକାର ହେଉଛନ୍ତି ବିଭିନ୍ନ ବର୍ଗର ଲୋକ, କେହି କେହି ସର୍ବସ୍ବାନ୍ତ ମଧ୍ୟ ହେଉଛନ୍ତି। ଜିଲ୍ଲାର ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହାକୁ ଧରିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି। 

Jul 13, 2021, 09:43 AM IST
ବିଶ୍ୱାସ ହରାଉଛି ଷ୍ଟେଟ୍ ବ୍ୟାଙ୍କ, ଆଦିବାସୀଙ୍କ ଖାତାରୁ ୧୮ ଲକ୍ଷ ୩୫ ହଜାର ଗାଏବ୍

ବିଶ୍ୱାସ ହରାଉଛି ଷ୍ଟେଟ୍ ବ୍ୟାଙ୍କ, ଆଦିବାସୀଙ୍କ ଖାତାରୁ ୧୮ ଲକ୍ଷ ୩୫ ହଜାର ଗାଏବ୍

ଅପାଠୁଆ, ନିରୀହ ଏବଂ ଆଦିବାସୀ ଜନଜାତିର ବୋଲି ନିଜ ସ୍ୱାମୀର ଝାଳବୁହା ଅର୍ଥ ଉପାର୍ଜିତ ଲକ୍ଷାଧିକ ଟଙ୍କାକୁ ହଡ଼ପ କରି ବସିଥିଲେ SBIର ଆକାଉଣ୍ଟେଣ୍ଟ। ହିକାଧିକାରୀଙ୍କ ଅଜାଣତରେ ଆକାଉଣ୍ଟେଣ୍ଟ ଜଣକ ନିଜ ସମ୍ପର୍କୀୟଙ୍କର ଆକାଉଣ୍ଟକୁ ୧୮ ଲକ୍ଷ ୩୫ ହଜାର ଟଙ୍କା ଟ୍ରାନ୍ସଫର କରିଦେଇଥିଲେ।

Jul 13, 2021, 08:49 AM IST
କେୟାରଟେକରଙ୍କ ଦାନ୍ତ ଭାଙ୍ଗି ଦେଲେ ଦୁଇ ଯୁବତୀ

କେୟାରଟେକରଙ୍କ ଦାନ୍ତ ଭାଙ୍ଗି ଦେଲେ ଦୁଇ ଯୁବତୀ

ପୀଡିତା ମହିଳା କହିଛନ୍ତି ଯେ, ଡି-ଆଡିକସନ୍ କେନ୍ଦ୍ରରେ ଦୁଇ ଜଣ ଯୁବତୀ ପରସ୍ପରକୁ ଚୁମ୍ବନ ଦେଉଥିଲେ। ତା’ପରେ ସେ ସେଠାରେ ପହଞ୍ଚି ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କଲେ।

Jul 12, 2021, 02:28 PM IST
ଧୋନି ଓ ରାଇନାଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିବା ଏହି ଦ୍ରୁତ ବୋଲର ନେଲେ ଅବସର

ଧୋନି ଓ ରାଇନାଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିବା ଏହି ଦ୍ରୁତ ବୋଲର ନେଲେ ଅବସର

ଭାରତର ପୂର୍ବତନ ମହାନ ଅଧିନାୟକ ଏମଏସ ଧୋନିଙ୍କ (MS Dhoni) ଅଧିନାୟକତ୍ୱରେ ଏହି ବୋଲର ୨ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।  

Jul 10, 2021, 06:12 PM IST
ମଦ ବିରୋଧି ଚୋରୋ ମଦ ବିକ୍ରି ଅଭିଯୋଗରେ ଗିରଫ

ମଦ ବିରୋଧି ଚୋରୋ ମଦ ବିକ୍ରି ଅଭିଯୋଗରେ ଗିରଫ

ଧାମନଗର ବ୍ଲକରେ ଶଙ୍କର ମଦ ବିରୋଧୀ ଆନ୍ଦୋଳନ କରିବା ସହ ଲୋକଙ୍କୁ ସଚେତନ କରୁଥିଲେ।  ବିଭିନ୍ନ ଆନ୍ଦୋଳନରେ ଭାଗ ନେବା ସହିତ ମାନବାଧିକାର କର୍ମୀ ଭାବରେ ବିଭିନ୍ନ ସମୟରେ ମଦ ବିରୋଧୀ ବହୁ ଅଭିଯାନରେ ଏକ ସକ୍ରିୟ କର୍ମକର୍ତ୍ତା ଭାବରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Jul 9, 2021, 02:14 PM IST
ପ୍ରେମ ବେପାରରୁ ଗୋଷ୍ଠୀ ସଙ୍ଘର୍ଷ, ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର

ପ୍ରେମ ବେପାରରୁ ଗୋଷ୍ଠୀ ସଙ୍ଘର୍ଷ, ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର

  ପ୍ରେମ ବେପାରକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଥିବା ବେଳେ  ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଛି। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି।

Jul 7, 2021, 11:28 AM IST
 କେନାଲରେ ଏକାଧିକ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ

କେନାଲରେ ଏକାଧିକ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଗତକାଲି ବୁର୍ଲା (Burla) ପିଡବ୍ଲୁଡି କଲୋନୀର କିଛି ଯୁବତୀ ପାଖ କେନାଲକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କିଛି ଯୁବକ କେନାଲ ଭିତରକୁ ପଶି ଯୁବତୀମାନଙ୍କୁ ଅସଦାଚରଣ କରିଥିଲେ।

Jul 7, 2021, 08:43 AM IST
ସ୍ୱାମୀଙ୍କ କାରରେ ବେଆଇନ ପିସ୍ତଲ ରଖି ଗିରଫ କରାଇବକୁ ଚାହୁଁଥିଲା ପତ୍ନୀ, ତାପରେ ଏହା ଘଟିଲା

ସ୍ୱାମୀଙ୍କ କାରରେ ବେଆଇନ ପିସ୍ତଲ ରଖି ଗିରଫ କରାଇବକୁ ଚାହୁଁଥିଲା ପତ୍ନୀ, ତାପରେ ଏହା ଘଟିଲା

ମୋବାଇଲ୍ ଫୋନ୍ ପୋଲିସ୍ ସାମ୍ନାରେ ସମସ୍ତ ଷଡଯନ୍ତ୍ରର ଖୁଲାସା କରିଦେଲା ଓ ଘଟଣାର ସତ୍ୟତା ଜଣାପଡିଗଲା । ଏହାପରେ ଯୁବତୀଙ୍କ ପ୍ରେମିକକୁ ଜେଲକୁ ପଠାଇ ଦିଆଯାଇଛି ।

Jul 5, 2021, 04:54 PM IST
ଭୀମସାର ଯାଉଥିଲେ ସାବଧାନ!

ଭୀମସାର ଯାଉଥିଲେ ସାବଧାନ!

ଭୀମସାର (Vimsar) ର ଜରୁରୀକାଳୀନ ବିଭାଗ ସମ୍ମୁଖରୁ ଜଣେ କାର୍ଯ୍ୟରତ ସୁରକ୍ଷାକର୍ମୀ ଗାଡି ଚୋରି କରି ଅନ୍ୟତ୍ର ନେଇଥିଲେ। ପରେ ପୁଣି ଚାଲିଚାଲି ଭୀମସାର ପରିସରକୁ ଫେରିଆସିଥିଲେ।

Jul 5, 2021, 12:47 PM IST
ମିନି ବ୍ୟାଙ୍କରେ ବଡ଼ ଘୋଟାଲା, ଆଦିବାସୀଙ୍କ ଟଙ୍କା ନେଇ ପରିଚାଳକ ଫେରାର

ମିନି ବ୍ୟାଙ୍କରେ ବଡ଼ ଘୋଟାଲା, ଆଦିବାସୀଙ୍କ ଟଙ୍କା ନେଇ ପରିଚାଳକ ଫେରାର

ପାଞ୍ଚ ବର୍ଷରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକିନେଇଥିବା ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି। ସେପଟେ ସବୁଜାଣି ଅଜଣା ସାଜିଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ। ତଦନ୍ତ ନାଁରେ ୟୁନାଇଟେଡ / ପଞ୍ଜାବ ନ୍ୟାସନେଲ ବ୍ୟାଙ୍କ ପ୍ରହସନ ଚଳାଇଥିବା ହିତାଧିକାରୀ କହିଛନ୍ତି।

Jul 5, 2021, 11:57 AM IST
ମରିଗଲା ମାତୃତ୍ୱ! ଶେଯରେ ପରିସ୍ରା କରିବାରୁ ୫ ବର୍ଷିୟା ଶିଶୁକନ୍ୟାର ଗୁପ୍ତାଙ୍ଗରେ ଦେଲେ ଲୁହା ରଡ୍ ଚେଙ୍କ

ମରିଗଲା ମାତୃତ୍ୱ! ଶେଯରେ ପରିସ୍ରା କରିବାରୁ ୫ ବର୍ଷିୟା ଶିଶୁକନ୍ୟାର ଗୁପ୍ତାଙ୍ଗରେ ଦେଲେ ଲୁହା ରଡ୍ ଚେଙ୍କ

ନିରୀହ ଶିଶୁକନ୍ୟାଙ୍କ ଗୁପ୍ତାଙ୍ଗରେ ଏକ ଗରମ ଲୁହା ରଡ ଭର୍ତ୍ତି କରିବାକୁ ଚେଷ୍ଟା କରାଯାଇଛି। ଏହି ମାମଲାରେ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। 

Jul 4, 2021, 11:38 AM IST
ରୋଷେଇ କଲାବେଳେ ଫୁଟୁଥିବା ଚିକେନ୍ ସୁପ୍ ହାଣ୍ଡିରେ ପଡିଗଲେ ରୋଷେୟା, ତାପରେ...

ରୋଷେଇ କଲାବେଳେ ଫୁଟୁଥିବା ଚିକେନ୍ ସୁପ୍ ହାଣ୍ଡିରେ ପଡିଗଲେ ରୋଷେୟା, ତାପରେ...

ପାଦ ଖସିଯିବା ହେତୁ ଗରମ ଚିକେନ୍ ସୁପ୍ ପ୍ୟାନରେ ପଡ଼ିଗଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ଚେଷ୍ଟା କରି ସୁଦ୍ଧା ତାଙ୍କୁ ବଞ୍ଚାଇପାରି ନଥିଲେ।

Jul 2, 2021, 10:17 AM IST
ଆଖି ଖୋସିଲା ଭଳି ଲୁଟ୍, ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏ କାହାଣୀ

ଆଖି ଖୋସିଲା ଭଳି ଲୁଟ୍, ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏ କାହାଣୀ

ଏହି ସିମ୍ ଜରିଆରରେ ହିଁ ସାରା ଦେଶରେ ସଂଗଠିତ ହେଉଥିଲା କଣ୍ଟାକ୍ଟଲେସ୍ ଚୋରି । ମୋବାଇଲ ମାଧ୍ୟମରେ ଅଫରର ଲୋଭ ଦେଖାଇ ଲୁଟ୍ ହେଉଥିଲା କୋଟି କୋଟି ଟଙ୍କା । 

Jun 29, 2021, 08:27 PM IST
ମାଟ୍ରିକ ରେଜଲ୍ଟ ବିଭ୍ରାଟ; ସରକାରଙ୍କୁ ଏହି ପରାମର୍ଶ ଦେଲେ ଓଡ଼ିଶା ଅଭିଭାବକ ମହାସଂଘ

ମାଟ୍ରିକ ରେଜଲ୍ଟ ବିଭ୍ରାଟ; ସରକାରଙ୍କୁ ଏହି ପରାମର୍ଶ ଦେଲେ ଓଡ଼ିଶା ଅଭିଭାବକ ମହାସଂଘ

ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ ନମ୍ବର ଥିବା ବେଳେ ଆମର ମାଟ୍ରିକ ରେଜଲ୍ଟ ସେହି ଅନୁପାତରେ ଦିଆଯାଇ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସେପଟେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଓଡିଶା ଅଭିଭାବକ ସଙ୍ଘ ପରାମର୍ଶ ଦେଇଛନ୍ତି।

Jun 29, 2021, 08:04 AM IST
ସର୍ବହରା ସର୍ବପ୍ରସନ୍ନ! ଅଦୃଶ୍ୟ ଗିଫ୍ଟ ଦେଇ ଯୁବତୀ ଲଗାଇଲେ ଚୂନ

ସର୍ବହରା ସର୍ବପ୍ରସନ୍ନ! ଅଦୃଶ୍ୟ ଗିଫ୍ଟ ଦେଇ ଯୁବତୀ ଲଗାଇଲେ ଚୂନ

ଯୁବତୀଙ୍କ ପ୍ରଲୋଭନରେ ଆସି ଯୁବକ ପ୍ରାୟ ୪ ଲକ୍ଷ ଟଙ୍କା ହରାଇଛନ୍ତି। ବିବାହ କରିବାର ସ୍ୱପ୍ନ ଦେଖାଇ ଯୁବତୀ ଜଣଙ୍କ ତାଙ୍କୁ ଲୁଟି ଚାଲିଥିଲେ। ଏନେଇ ଯୁବକଜଣଙ୍କ ଥାନା ଓ ସାଇବର୍ ସେଲରେ ଅଭିଯୋଗ କରିଛନ୍ତି।

Jun 29, 2021, 07:36 AM IST
ଥାନାରେ ଅଭିଯୋଗ କରିବା ହେଲା କାଳ; ବାପ-ବଡ ପୁଅ ପରେ ସାନକୁ ଆକ୍ରମଣ

ଥାନାରେ ଅଭିଯୋଗ କରିବା ହେଲା କାଳ; ବାପ-ବଡ ପୁଅ ପରେ ସାନକୁ ଆକ୍ରମଣ

ସହରରୁ ଜଣେ ଯୁବକ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ସେହି ଅଞ୍ଚଳର ଆଉ ଜଣେ ଯୁବକ ଛୁରାମାଡ କରି ଫେରାର ହୋଇଯାଇଥିବା ଖବର ମିଳିଛି।

Jun 26, 2021, 10:47 PM IST
George Floyd ହତ୍ୟାକାଣ୍ଡ: ପୂର୍ବତନ ପୋଲିସ ଅଧିକାରୀଙ୍କୁ ସାଢେ ୨୨ ବର୍ଷ ଜେଲ୍ ଦଣ୍ଡାଦେଶ

George Floyd ହତ୍ୟାକାଣ୍ଡ: ପୂର୍ବତନ ପୋଲିସ ଅଧିକାରୀଙ୍କୁ ସାଢେ ୨୨ ବର୍ଷ ଜେଲ୍ ଦଣ୍ଡାଦେଶ

ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ (George Floyd) ଙ୍କ ମୃତ୍ୟୁକୁ ନେଇ ପୋଲିସର କାର୍ଯ୍ୟକଳାପର ଏକ ଭିଡିଓ ଗତବର୍ଷ ମେ ମାସରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ବିଶ୍ୱବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିଲା।

Jun 26, 2021, 02:43 PM IST
ଫୁଲବାଣୀରୁ ସମ୍ବଲପୁର ଭାୟା ଅନୁଗୁଳ; ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀରୁ ସମ୍ବଲପୁର ଭାୟା ଅନୁଗୁଳ; ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ଧରିଲା ସମ୍ବଲପୁର (Sambalpur) ଜିଲ୍ଲାର ନାକଟିଦେଉଳ ପୋଲିସ (Sambalpur Police) । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଏକ କ୍ୱିଣ୍ଟାଲ ଗଞ୍ଜେଇ (Ganja) ସହ ଏକ ବାଇକ ଜବତ କରିଛି।

Jun 26, 2021, 12:14 PM IST
ପୁଣି ଅଭିନେତ୍ରୀ Payal Rohatgi ଗିରଫ

ପୁଣି ଅଭିନେତ୍ରୀ Payal Rohatgi ଗିରଫ

ଅଭିନେତ୍ରୀ ତାଙ୍କ ସୋସାଇଟିର ଜଣେ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ହତ୍ୟା କରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି।

Jun 25, 2021, 04:44 PM IST
ଜଙ୍ଗଲରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଜଙ୍ଗଲରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ରେଢାଖୋଲ ଥାନା ଅଞ୍ଚଳର ଖଜୁରୀଝରଣ ଗ୍ରାମରେ ୧୬ ତାରିଖରେ ଦୁଇ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଜଙ୍ଗଲକୁ "ମହୁଲ" ଓ "ଟୋଲ" ସଂଗ୍ରହ କରିବାକୁ ଯାଇଥିବା ସମୟରେ...

Jun 23, 2021, 11:00 AM IST