• ବିହାର ମୋତିହାରୀର ସିକରହନା ନଦୀରେ ବୁଡ଼ିଲା ଡଙ୍ଗା
  • ୨୧ ଯାତ୍ରୀ ନିଖୋଜ, ଜଣଙ୍କର ମୃତଦେହ ଉଦ୍ଧାର
  • ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମ୍ମାରେ ଧସିଲା ପାହାଡ଼
  • ଅତିପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଦକ୍ଷିଣ ଓଡ଼ିଶା
  • ବାତ୍ୟା-‘ଗୁଲାବ’ ଆଜି ବିଳମ୍ବିତ ସଂଧ୍ୟାରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
  • ଦିଲ୍ଲୀରୁ ୧୧ଟା ୩୦ରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ CM ନବୀନ
  • କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁ ଅଧ୍ୟାପକ ନିଖୋଜ
  • କଟକର ଯୋବ୍ରା ବ୍ୟାରେଜରେ ଏକ ମୃତ ହାତୀ ଠାବ
  • ବରଗଡ଼ ଥାନାରେ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଅଭିଯୋଗ
  • ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ପୋଲିସ ରିଜର୍ଭ ଅଫିସକୁ ବଦଳି
ACF ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ପ୍ରଶ୍ନର ପାହାଡ଼ !

ACF ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ପ୍ରଶ୍ନର ପାହାଡ଼ !

ସୌମ୍ୟଙ୍କ ପରିବାର ପଋରୁ ଲଢ଼ୁଥିବା ଓକିଲ ନାନା ପ୍ରଶ୍ନ ଛିଡ଼ା କରିଥିବା ବେଳେ ସୌମ୍ୟଙ୍କ ପରିବାର ଲୋକେ ପୁଣିଥରେ ପୋଲିସ ତଦନ୍ତ ଉପରେ ସନ୍ଦେହ କରିଛନ୍ତି ।

Jul 26, 2021, 09:11 PM IST
ଫୁଟିଲା ତିନି, ମିଳିଲା ଦୁଇ! ହାଇଦରର ପୋଷ୍ଟମର୍ଟମ୍ ପୂର୍ବରୁ ପତ୍ନୀ ଦେଲେ ଚାଞ୍ଚଲ୍ୟକର ବୟାନ?

ଫୁଟିଲା ତିନି, ମିଳିଲା ଦୁଇ! ହାଇଦରର ପୋଷ୍ଟମର୍ଟମ୍ ପୂର୍ବରୁ ପତ୍ନୀ ଦେଲେ ଚାଞ୍ଚଲ୍ୟକର ବୟାନ?

ଆଜି ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଗ୍ୟାଙ୍ଗଷ୍ଟର ହାଇଦରର ପୋଷ୍ଟମର୍ଟମ କରିଯାଇଛି। ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଥିବା ବେଳେ ୨ଟି କ୍ୟାମେରାରେ ସମସ୍ତ ଘଟଣାର ରେକର୍ଡ କରାଯାଇଛି। ହାଇଦର ପକେଟରୁ ଗୋଟିଏ ଡାଏରୀ ମଧ୍ୟ ଜବତ ହୋଇଛି। 

Jul 25, 2021, 05:53 PM IST
ଚୋରାଚାଲାଣ ବେଳେ ୪ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ; ୨ ଗିରଫ

ଚୋରାଚାଲାଣ ବେଳେ ୪ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ; ୨ ଗିରଫ

ଘଟଣାସ୍ଥଳରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ସହ ଚୋରା ଚାଲାଣରେ ବ୍ୟବହୃତ ହୋଇଥିବା ମାକ୍ସ ପିକଅପ ଗାଡିକୁ ଜବତ କରିବା ସହିତ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ। 

Jul 25, 2021, 04:43 PM IST
ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ନିସ୍ତୁକ ମାଡ ଖାଇବା ସହ ଲଣ୍ଡା ହେଲେ ଯୁବକ

ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ନିସ୍ତୁକ ମାଡ ଖାଇବା ସହ ଲଣ୍ଡା ହେଲେ ଯୁବକ

ରବିବାର ସକାଳେ ଗ୍ରାମର ଏକ ନାଳରେ ମହିଳା ଗାଧୋଉଥିବା ଅବସ୍ଥାରେ ସମ୍ପୃକ୍ତ ଯୁବକ ଜଣକ ଲୁଚିଲୁଚି ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ।

Jul 25, 2021, 04:09 PM IST
ଦୁଇଟି ଗୁଳିରେ ଖେଳ ଖତମ: ସିମୁଳିଆରେ ଗଡ଼ିଲା 'H'  ଗ୍ୟାଙ୍ଗର ମୁଖ୍ୟ ମୁଣ୍ଡ

ଦୁଇଟି ଗୁଳିରେ ଖେଳ ଖତମ: ସିମୁଳିଆରେ ଗଡ଼ିଲା 'H' ଗ୍ୟାଙ୍ଗର ମୁଖ୍ୟ ମୁଣ୍ଡ

ପୋଲିସ ଏନକାଉଣ୍ଟରରେ ସବୁଦିନ ପାଇଁ ଆଖି ବୁଜିଛି ରାଜ୍ୟର କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର। ପୋଲିସ ସୂଚନା ମୁତାବକ, ଚୌଦ୍ୱାର ଜେଲରେ ବନ୍ଦୀ ଥିବା ହାଇଦରକୁ ଆଜି ବାରିପଦା ଜେଲ (Baripada)କୁ ସ୍ଥାନାନ୍ତର କରାଯାଉଥିଲା ।   

Jul 24, 2021, 09:57 PM IST
ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ; ସାମ୍ନାସାମ୍ନି ହେବେ ବିଦ୍ୟାଭାରତୀ-DFO !

ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ; ସାମ୍ନାସାମ୍ନି ହେବେ ବିଦ୍ୟାଭାରତୀ-DFO !

ଖୋଦ୍ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ଏସପିଙ୍କ ବୟାନକୁ ନେଇ ନିର୍ଦ୍ଧୁମ ବର୍ଷିଛନ୍ତି । କହିଛନ୍ତି, ତଦନ୍ତ ପ୍ରକ୍ରିୟା ନ ସରୁଣୁ ଏପରି ମତାମତ ଦେବା ଭୁଲ । ଘଟଣାରେ କାହାରିକୁ କ୍ଲିନଚିଟ୍ ଦିଆଯାଇନି । 

Jul 24, 2021, 09:25 PM IST
ହାଇଦରର ଏନକାଉଣ୍ଟର କାହାଣୀ କେତେ ସତ, କେତେ ମିଛ?

ହାଇଦରର ଏନକାଉଣ୍ଟର କାହାଣୀ କେତେ ସତ, କେତେ ମିଛ?

ସବୁବେଳେ ସନ୍ଦେହ ଘେରରେ ଥିବା ପୋଲିସର ଏନକାଉଣ୍ଟରକୁ ନେଇ ଏବେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ତେବେ ହାଇଦରକୁ ଏନକାଉଣ୍ଟର କାହାଣୀ କେତେ ସତ, କେତେ ମିଛ? ତାହା ଆଗାମୀ ଦିନରେ ଜଣା ପଡିବ।  

Jul 24, 2021, 08:22 PM IST
By marrying her husband's murderer, the woman took revenge in a filmy style

ସ୍ୱାମୀର ହତ୍ୟାକାରୀକୁ ବାହା ହୋଇ ଫିଲ୍ମ ଷ୍ଟାଇଲରେ ପ୍ରତିଶୋଧ ନେଲେ ମହିଳା

ସ୍ୱାମୀଙ୍କ ହତ୍ୟାକାରୀକୁ ହତ୍ୟା କରିବା ପାଇଁ ଜଣେ ମହିଳା ଏପରି କିଛି କରିଛନ୍ତି ଯାହାକୁ ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହି ଘଟଣା ପାକିସ୍ତାନର (Pakistan) ଏକ ଆଦିବାସୀ ଅଞ୍ଚଳର । ଯେଉଁଠାରେ ଜଣେ ମହିଳା ପ୍ରଥମେ ନିଜ ସ୍ୱାମୀଙ୍କ ହତ୍ୟାକାରୀକୁ ବନ୍ଧୁତ୍ୱର ମିଥ୍ୟା ଜାଲରେ ଫସାଇଥିଲେ ଓ ପରେ ତାଙ୍କୁ ନିଜ ପ୍ରେମରେ ଏପରି ଭାବେ ଡୁବାଇ ଦେଇଥିଲେ ଯେ ସେ ବିବାହ କରିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ମହିଳା ସୁଯୋଗ ପାଇବା ମାତ୍ରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ।

Jul 24, 2021, 08:10 PM IST
ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ

ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ

ଚିକିତ୍ସାଧିନ ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଦେହାନ୍ତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଚୌଦ୍ୱାରରୁ ବାରିପଦାକୁ ସ୍ଥାନାନ୍ତର ବେଳେ ସିମୁଳିଆ ନିକଟରେ ପୋଲିସ ଏନକାଉଣ୍ଟର କରିଥିଲା। 

Jul 24, 2021, 06:14 PM IST
ପରିସ୍ରା ବାହାନାରେ ଚମ୍ପଟ ମାରିବା ବେଳେ ହାଇଦରକୁ Encounter

ପରିସ୍ରା ବାହାନାରେ ଚମ୍ପଟ ମାରିବା ବେଳେ ହାଇଦରକୁ Encounter

ଏହି ସମୟରେ ବାଲେଶ୍ୱର ନିକଟରେ ପରିସ୍ରା ଯିବା ନେଇ ଜିଦ୍ ଧରିଥିଲା ହାଇଦର । ପରେ କୌଶଳ କ୍ରମେ ପୋଲିସର ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । 

Jul 24, 2021, 05:32 PM IST
ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ: ଜେରା ବେଳେ କଣ କହିଲେ DFO ?

ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ: ଜେରା ବେଳେ କଣ କହିଲେ DFO ?

ସୌମ୍ୟଙ୍କ ପରିବାର ଲୋକଙ୍କ ଦାବି ଓ ଅଭିଯୋଗ ଆଧାରରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କରାଯାଇଛି ପଚରାଉଚରା । ଜେରା ନେଇ ଶୁକ୍ରବାର ସକାଳୁ ତାଙ୍କୁ ଯାଇଥିଲା ପୋଲିସ କଲ୍ ।

Jul 23, 2021, 10:30 PM IST
Raj Kundra ଙ୍କ ବଢିଲା ଅଡ଼ୁଆ, Umesh Kamat ଙ୍କ  ସହ କଣ କଥା ହୋଇଥିଲେ କୁନ୍ଦ୍ରା ?

Raj Kundra ଙ୍କ ବଢିଲା ଅଡ଼ୁଆ, Umesh Kamat ଙ୍କ ସହ କଣ କଥା ହୋଇଥିଲେ କୁନ୍ଦ୍ରା ?

ଏହାର ଉତ୍ତରରେ ଉମେଶ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜାନୁଆରୀ ୨୦୨୦ ପାଇଁ ଇନଭଏସରେ କନ୍ସଲଟାନ୍ସର ଚାର୍ଜ ରହିଛି ଏବଂ ଜର୍ଜଙ୍କୁ ୩୫k ଚାର୍ଜ କରାଯାଇଛି ଏବଂ ଟଙ୍କା ଆସିବା ପରେ ମେଘାଙ୍କୁ ମଧ୍ୟ ୫k ଦେବାକୁ ପଡିବ । 

Jul 22, 2021, 11:18 PM IST
ଝିଅ Jeans Tops ପିନ୍ଧିବାକୁ କଲା ଜିଦ୍, ବାପା କଲା ଏମିତି କାଣ୍ଡ ପୋଲିସ ବି ଜାଣି ଆଶ୍ଚର୍ଯ୍ୟ

ଝିଅ Jeans Tops ପିନ୍ଧିବାକୁ କଲା ଜିଦ୍, ବାପା କଲା ଏମିତି କାଣ୍ଡ ପୋଲିସ ବି ଜାଣି ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶର ଦେଓରିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପିତା ନିଜ ଝିଅକୁ ପିଟିପିଟି ହତ୍ୟା କରିଦେଇଛନ୍ତି କାରଣ ସେ ଜିନ୍ସ-ଟପ୍ ପିନ୍ଧିବାକୁ ଜିଦ୍ ଧରୁଥିଲେ ।

Jul 22, 2021, 10:40 PM IST
କାନର କୁଣ୍ଡଳୀ କହିବ ଜରିପାଟଣା ହତ୍ୟାକାଣ୍ଡର କିଏ ସେହି ଯୁବକ ?

କାନର କୁଣ୍ଡଳୀ କହିବ ଜରିପାଟଣା ହତ୍ୟାକାଣ୍ଡର କିଏ ସେହି ଯୁବକ ?

ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ସହର ଉପକଣ୍ଠ ନଦୀପଠା ଏବେ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ପୂର୍ବରୁ ଏହି ଅଞ୍ଚଳରେ ୨ଟି ହତ୍ୟାକାଣ୍ଡ ଘଟି ଯାଇଥିଲେ ବି ଏ ଯାଏ ଧରା ପଡ଼ିନି ହତ୍ୟାକାରୀ ।

Jul 22, 2021, 10:32 PM IST
ଚିଠି ଖୋଲିବ ଗୁମର: ସୌମ୍ୟ-ବିଦ୍ୟାଙ୍କ ସମ୍ପର୍କର Hatestory

ଚିଠି ଖୋଲିବ ଗୁମର: ସୌମ୍ୟ-ବିଦ୍ୟାଙ୍କ ସମ୍ପର୍କର Hatestory

ସୌମ୍ୟଙ୍କ ମୃତ୍ୟୁପରଠାରୁ ପୋଲିସ ଯେଉଁ କ୍ୱାର୍ଟର୍ସକୁ ମୁକୁଳା ଛାଡ଼ି ଦେଇଥିଲା, ପ୍ରାୟ ୧୦ଦିନ ପରେ ସେଠି ପହଞ୍ଚିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ୨ ଘଣ୍ଟା ଧରି ତନତନ ଯାଞ୍ଚ କରି ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରିଛି ।

Jul 22, 2021, 10:11 PM IST
୯ ହାଇୱେ ଲୁଟେରାଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

୯ ହାଇୱେ ଲୁଟେରାଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ଲୁଟେରାଙ୍କ ଠାରୁ ୩୨ଟି ମୋବାଇଲ୍, ୩ଟି ଖଣ୍ଡାଧାର, ୩ଟି ଅଫୁଟା ବୋମା, ଗୋଟିଏ ବନ୍ଧୁକ, ୩ଟି ଅଫୁଟା ଗୁଳିକୁ ଜବତ କରାଯାଇଛି। 

Jul 21, 2021, 06:31 PM IST
'ଶିଳ୍ପା ଶେଟ୍ଟୀ ସବୁକିଛି ଜାଣନ୍ତି, ସେ ରାଜ କୁନ୍ଦ୍ରା କମ୍ପାନୀର ଡିରେକ୍ଟର'

'ଶିଳ୍ପା ଶେଟ୍ଟୀ ସବୁକିଛି ଜାଣନ୍ତି, ସେ ରାଜ କୁନ୍ଦ୍ରା କମ୍ପାନୀର ଡିରେକ୍ଟର'

ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଥିଲା ​​ଯେ ଶିଳ୍ପା ଶେଟ୍ଟୀଙ୍କ ଏହି ମାମଲାରେ କୌଣସି ଭୂମିକା ଅଛି କି? ପୋଲିସ ଏପର୍ଯ୍ୟନ୍ତ ଯାଞ୍ଚରେ ଶିଳ୍ପାଙ୍କ ଭୂମିକା ଉପରେ କିଛି କହିନାହିଁ । କିନ୍ତୁ ମଡେଲ ସାଗାରିକା ଶୋନା ସୁମନ ଦାବି କରିଛନ୍ତି ଯେ ଏହି ମାମଲାରେ ଶିଳ୍ପା ସବୁକିଛି ଜାଣିଛନ୍ତି ।

Jul 21, 2021, 03:12 PM IST
ଚୋରି ଅଭିଯୋଗର ନାବାଳକକୁ ନିସ୍ତୁଡ ମାଡ଼; ୨ ଗିରଫ

ଚୋରି ଅଭିଯୋଗର ନାବାଳକକୁ ନିସ୍ତୁଡ ମାଡ଼; ୨ ଗିରଫ

ନାବାଳକକୁ ମାଡ଼ ମାରୁଥିବାର ଭିଡ଼ିଓ ଦୁଇ ଦିନ ପୂର୍ବେ ଭାଇରାଲ ହୋଇଥିଲା।  

Jul 20, 2021, 11:11 PM IST
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: 'ଭଗବାନ'ଙ୍କ ନାଁରେ ପରକୀୟା ପ୍ରୀତି ଅଭିଯୋଗ

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: 'ଭଗବାନ'ଙ୍କ ନାଁରେ ପରକୀୟା ପ୍ରୀତି ଅଭିଯୋଗ

ମୃତ୍ୟୁର ବଳୟ ଡେଇଁ ହତ୍ୟା ଅଭିଯୋଗ ମାମଲା ପରକୀୟା ପ୍ରୀତି ଦିଗରେ ମୁହାଁଇଲାଣି। କାହାରି ବୟାନରେ ତାଳମେଳ ରହୁନାହିଁ। ସ୍ତ୍ରୀ ବିଦ୍ୟାଭାରତୀ ମୃତ ସ୍ୱାମୀଙ୍କୁ ବ୍ୟଭିଚାରୀ ଭଳି ଆଖ୍ୟା ଦେଉଥିବା ବେଳେ ତାଙ୍କର ବାପା ଜ୍ୱାଇଁକୁ ଦେବତା ବୋଲି କହିଛନ୍ତି।

Jul 20, 2021, 01:15 PM IST
ACF ସୌମ୍ୟରଞ୍ଜନ Death ମିଷ୍ଟ୍ରି: ୩ଦିନ ପୂର୍ବରୁ ସ୍ତ୍ରୀ ସହ ହୋଇଥିଲା କି କଣ୍ଟ୍ରାକ୍ଟ ?

ACF ସୌମ୍ୟରଞ୍ଜନ Death ମିଷ୍ଟ୍ରି: ୩ଦିନ ପୂର୍ବରୁ ସ୍ତ୍ରୀ ସହ ହୋଇଥିଲା କି କଣ୍ଟ୍ରାକ୍ଟ ?

ସୌମ୍ୟଙ୍କ ମୃତ୍ୟୁର ମାତ୍ର ୩ଦିନ ପୂର୍ବରୁ ଏହି ରାଜିନାମା କରାଯାଇଥିଲା । ରାଜିନାମା ପରେ କ'ଣ ସୌମ୍ୟଙ୍କୁ ରାସ୍ତାରୁ ହଟାଇ ଦିଆଗଲା ? 

Jul 19, 2021, 09:53 PM IST