• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ
ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ NGO ସଂଚାଳକ ଗିରଫ

ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ NGO ସଂଚାଳକ ଗିରଫ

 ପୀଡିତାଙ୍କ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳାଙ୍କୁ ଗିରଫ କରିଥିଲା। ପୋଲିସ POCSO ଆକ୍ଟ ଏବଂ ଆଇପିସିର ଧାରା ୩୭୭ ଏବଂ ୫୦୬ ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି।

Jun 13, 2021, 09:00 AM IST
ଗୋଟିଏ ଅନ୍ଧବିଶ୍ୱାସ ନେଇଗଲା ୯୦୦ ଜୀବନ, ଏମିତି ପଡିଥିଲା ଲୋକଙ୍କ ମୃତଦେହ

ଗୋଟିଏ ଅନ୍ଧବିଶ୍ୱାସ ନେଇଗଲା ୯୦୦ ଜୀବନ, ଏମିତି ପଡିଥିଲା ଲୋକଙ୍କ ମୃତଦେହ

ଜିମ ଜୋନ୍ସ ୧୯୫୬ ମସିହାରେ 'ଲୋକମାନଙ୍କ ମନ୍ଦିର' (People's Temple)  ନାମକ ଏକ ଚର୍ଚ୍ଚ ନିର୍ମାଣ କରିଥିଲେ। ଏହା ଲୋକମାନଙ୍କ ମଧ୍ୟରେ ତାଙ୍କର ଅନୁଗ୍ରହକୁ ବଢାଇବାରେ ସାହାଯ୍ୟ କରିଥିଲା। ନିଜ ଧାର୍ମିକ ବାର୍ତ୍ତା ଏବଂ ଅନ୍ଧବିଶ୍ୱାସ ଆଧାରରେ ସେ ହଜାର ହଜାର ଲୋକଙ୍କୁ ଅନୁଗାମୀ କରିଥିଲେ। 

Jun 13, 2021, 08:23 AM IST
ତିନି ମାସ ମରି ପଡିଥିଲେ କୋରୋନା ଆକ୍ରାନ୍ତ, ବିଲେଇ ଖାଇଗଲେ ଅଧା ଶରୀର

ତିନି ମାସ ମରି ପଡିଥିଲେ କୋରୋନା ଆକ୍ରାନ୍ତ, ବିଲେଇ ଖାଇଗଲେ ଅଧା ଶରୀର

ସ୍ପେନ (Spain) ର ମେଦିଦସ୍ଥିତ ଏକ ଫ୍ଲାଟରୁ ପ୍ରବଳ ଦୁଗନ୍ଧ ଆସୁଥିବାରୁ ପଡୋଶୀମାନେ ସୋମବାର ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ସହାୟତାରେ କବାଟ ଭାଙ୍ଗି ପୋଲିସ ଯାହା ଦେଖିଲା ତାହାକୁ ବିଶ୍ୱସ କରିହେବ ନାହିଁ।

Jun 8, 2021, 12:04 PM IST
 ଘରେ ଶୋଇଥିବା ନବଜାତକୁ ଝୁଣି ଖାଇଲା କୁକୁର

ଘରେ ଶୋଇଥିବା ନବଜାତକୁ ଝୁଣି ଖାଇଲା କୁକୁର

ଦି ସନର ରିପୋର୍ଟ ଅନୁଯାୟୀ, ଏହି ମାମଲା ଆୟର୍ଲାଣ୍ଡର ୱାଟରଫୋର୍ଡର (Waterford) ଏକ ଗାଁର ଅଟେ। ସେଠାରେ ସୋମବାର କୁକୁର ଆକ୍ରମଣ (Dog attack) ରେ ଜଣେ ନିରୀହ ଶିଶୁକନ୍ୟା ଗୁରୁତର ଆହତ ହୋଇଥିଲେ।

Jun 8, 2021, 08:42 AM IST
 ପଡିଶାରେ ପିଶାଚ! ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ପଡିଶାରେ ପିଶାଚ! ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ବୁର୍ଲା (Burla) ଥାନା ଭକ୍ତିମଣ୍ଡପ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଲଜ୍ୟାଜନକ ଘଟଣା। ମହିଳାଙ୍କ କହିବା ଅନୁସାରେ ପଡୋଶୀ ଅଜୟ ନାମକ ଜଣେ ଯୁବକ ମହିଳାଙ୍କ ଘରକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ।

Jun 7, 2021, 12:37 PM IST
ସ୍ମାର୍ଟ ସିଟିର ବିକୃତ ମଣିଷ! ୫ଟି କୁକୁର ଛୁଆ ଉପରେ କାର ଚଢାଇ ଦେଲେ ଯୁବକ

ସ୍ମାର୍ଟ ସିଟିର ବିକୃତ ମଣିଷ! ୫ଟି କୁକୁର ଛୁଆ ଉପରେ କାର ଚଢାଇ ଦେଲେ ଯୁବକ

କାର ଚଢିବା ଫଳରେ ୫ଟି କୁକୁର ଛୁଆ (puppy) ଙ୍କର ମୃତ୍ୟୁ ଘଟିଛି। ଲିଙ୍ଗରାଜ ଥାନା (Lingaraj Police) ରେ ଏ ନେଇ ଏତଲା ପରେ ବିଳମ୍ବିତ ରାତିରେ ପ୍ରଫୁଲ ରାଉତଙ୍କୁ ନାମକ ଗାଡି ଚାଳକକୁ ଗିରଫ କରାଯାଇଛି। 

Jun 6, 2021, 12:48 PM IST
ବିଜେପି ଜିଲ୍ଲା ପ୍ରଭାରୀଙ୍କୁ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ

ବିଜେପି ଜିଲ୍ଲା ପ୍ରଭାରୀଙ୍କୁ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ

ଗତକାଲି କପ୍ତିପଦା ଥାନା (Kaptipada Police) ନୂଆସାହି ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗାଡି ସାଇଡ ମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ବାଡେଇ ବାଡେଇ ରଞ୍ଜିତ ପ୍ରଧାନଙ୍କୁ ମାରିଦେଲେ।

Jun 6, 2021, 12:05 PM IST
 ଚୋରଙ୍କ ଭୂସ୍ୱର୍ଗ ଭିମସାର! ବାରମ୍ବାର ଚୋରି ପରେ ବି ଚୁପ୍ କର୍ତ୍ତୃପକ୍ଷ

ଚୋରଙ୍କ ଭୂସ୍ୱର୍ଗ ଭିମସାର! ବାରମ୍ବାର ଚୋରି ପରେ ବି ଚୁପ୍ କର୍ତ୍ତୃପକ୍ଷ

ଭିମସାରରେ ବାରମ୍ବାର ଚୋରି ହେଉଥିବା ବେଳେ ଆଜକୁ ତିନି ଦିନ ହେବ ଚୋର ଧରାପଡି ନାହାନ୍ତି। ସୁରକ୍ଷା କର୍ମଚାରୀଙ୍କର ଅପାରଗତା ନା କର୍ତ୍ତୃପକ୍ଷ ଓ ସୁରକ୍ଷା ବିଭାଗର ମିଲିଭଗତ ତାହା ତଦନ୍ତ ସାପେକ୍ଷ।

Jun 5, 2021, 09:40 PM IST
 କେନାଲରେ ପଡିଥିବା ବିଷାକ୍ତ ମଦ ପିଇ ୬ ଶ୍ରମିକ ମୃତ

କେନାଲରେ ପଡିଥିବା ବିଷାକ୍ତ ମଦ ପିଇ ୬ ଶ୍ରମିକ ମୃତ

ପୋଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଜାୱାନ ଅଞ୍ଚଳର ରୋହେରା ଗ୍ରାମ ନିକଟ ଏକ କେନାଲରେ ମିଳିଥିବା ଦେଶ ମଦ ପିଇବା ପରେ ଇଟାଭାଟିର କର୍ମଚାରୀମାନେ ଅସୁସ୍ଥ ହୋଇପଡିଥିଲେ।

Jun 4, 2021, 06:30 PM IST
ମହାନଦୀ ଉପରେ ଗଡୁଛି ମୁଣ୍ଡ! ଅଧପନ୍ତରିଆ ଦ୍ୱିତୀୟ ପୋଲ, ନିୟମିତ ଘଟୁଛି ଦୁର୍ଘଟଣା

ମହାନଦୀ ଉପରେ ଗଡୁଛି ମୁଣ୍ଡ! ଅଧପନ୍ତରିଆ ଦ୍ୱିତୀୟ ପୋଲ, ନିୟମିତ ଘଟୁଛି ଦୁର୍ଘଟଣା

ବୁର୍ଲା ମହାନଦୀ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦିନକରେ ସଡକ ଦୁର୍ଘଟଣା ଯୋଗୁଁ ତିନି ଜଣ ପ୍ରାଣ ହରାଇଛନ୍ତି।

Jun 4, 2021, 12:00 PM IST
ନାବାଳିକାଙ୍କ ସହ ଦୁଷ୍କର୍ମ, ଗିରଫ ହେଲା ମୌଲବୀ

ନାବାଳିକାଙ୍କ ସହ ଦୁଷ୍କର୍ମ, ଗିରଫ ହେଲା ମୌଲବୀ

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଉପରେ ଆଇପିସି ଏବଂ ପୋକସୋ ଆକ୍ଟର ସମ୍ୱନ୍ଧିତ ଧାରା ଲଗାଯାଇଛି ।

Jun 3, 2021, 11:31 AM IST
ଗାଡି ସିଟ୍ କଭର ଚିରି ଦେଲେ ବୋଲି ୬ଟି କୁକୁରଙ୍କୁ ବିଷ ଦେଇ ମାରିଲେ ମହିଳା!

ଗାଡି ସିଟ୍ କଭର ଚିରି ଦେଲେ ବୋଲି ୬ଟି କୁକୁରଙ୍କୁ ବିଷ ଦେଇ ମାରିଲେ ମହିଳା!

ବିଷ ଦେଇ ଏକାଧିକ କୁକୁରକୁ ହତ୍ୟା କରଯାଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି। ପିପୁଲସ ଫର ଏନିମଲ ପକ୍ଷରୁ ଏ ନେଇ ଅଭିଯୋଗ ଦାୟର ହୋଇଛି।

Jun 2, 2021, 04:26 PM IST
ଯୁବବଙ୍କ ଖଣ୍ଡା ଆକ୍ରମଣରେ ଶିଶୁ ମୃତ

ଯୁବବଙ୍କ ଖଣ୍ଡା ଆକ୍ରମଣରେ ଶିଶୁ ମୃତ

ଦୁଇ ଜଣ ଶିଶୁ ବାରଣ୍ଡାରେ ଉଚ୍ଚ ସ୍ବରରେ ଖେଳୁଥିବା ବେଳେ ପଡୋଶୀ ଯୁବକ ଏହାକୁ ନେଇ ଉତକ୍ଷିପ୍ତ ହୋଇପଡିଥିଲେ। 

Jun 1, 2021, 05:09 PM IST
୧୦ ମାସର ଶିଶୁକୁ ଛୁରୀ ଭୁସି ହତ୍ୟା କଲା ମା', ତା’ପରେ ସ୍ୱାମୀଙ୍କ ଫୋନକୁ ପଠାଇଲା ଏହି ମେସେଜ୍

୧୦ ମାସର ଶିଶୁକୁ ଛୁରୀ ଭୁସି ହତ୍ୟା କଲା ମା', ତା’ପରେ ସ୍ୱାମୀଙ୍କ ଫୋନକୁ ପଠାଇଲା ଏହି ମେସେଜ୍

Mother Stabbed Infant Son To Death: ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ଶିଶୁ ରକ୍ତରେ ଜୁଡୁବୁଡୁ ହୋଇ ଘରେ ପଡ଼ି ରହିଥିଲେ । ଏହା ପରେ ତାଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଚିକିତ୍ସା କରାଯାଉଛି । ତେବେ ୧୦ ମାସର ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

मई 29, 2021, 10:55 AM IST
ବଳିଗଲା ପାରିବାରିକ ବିବାଦ; ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ବାପଘର

ବଳିଗଲା ପାରିବାରିକ ବିବାଦ; ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ବାପଘର

ମହିଳାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସ୍ବାମୀକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରାକରୁଛି।

मई 27, 2021, 06:11 PM IST
ଫାର୍ମ ହାଉସ ହତ୍ୟା ଘଟଣା; ଦୁଇ ଅଭିଯୁକ୍ତକୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ

ଫାର୍ମ ହାଉସ ହତ୍ୟା ଘଟଣା; ଦୁଇ ଅଭିଯୁକ୍ତକୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ

ଗତ ୧୩ ତାରିଖରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନରହରିପୁର ନିକଟରେ ରହିଥିବା ଫାର୍ମ ହାଉସସ୍ଥିତ ନିର୍ମାଣଧିନ କୋଠା ନିକଟରେ ଜଣେ ଆଦିବାସୀ ମହିଳାଙ୍କ କ୍ଷତାକ୍ତ ଶବ ପଡିରହିଥିବା ଦେଖିବାକୁ ମିଳିଥଲା। 

मई 21, 2021, 04:27 PM IST
ମାତାଲ ପୋଲିସ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ! ଡ୍ୟୁଟି ବାହାନାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର, ନାବାଳକକୁ ଚାପୁଡ଼ା ମାଡ଼

ମାତାଲ ପୋଲିସ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ! ଡ୍ୟୁଟି ବାହାନାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର, ନାବାଳକକୁ ଚାପୁଡ଼ା ମାଡ଼

ଦୁଇ କନେଷ୍ଟବଳ (Police Constable) ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନି ଡ୍ୟୁଟି ଶେଷ ପରେ ମଧ୍ୟ ସେମାନଙ୍କ ଉତ୍ପାତ ଚଳାଇଥିଲେ। ସକାଳ ୭ ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଉଭୟଙ୍କ ଡ୍ୟୁଟି ସମୟ ହୋଇଥିଲେ ମଧ୍ୟ ଉଭୟ ମଦ୍ୟପାନ କରି ୨ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଥିଲେ। ଆଉ ଯାଞ୍ଚ ନାଁରେ ଲୋକଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ନାଲି ଆଖି ଦେଖାଉଥିଲେ।

मई 21, 2021, 04:07 PM IST
ମହଙ୍ଗା ପଡିଲା ନାବାଳିକା ପ୍ରେମ, ଅପହରଣ ଅଭିଯୋଗରେ ଯୁବକ ଗିରଫ

ମହଙ୍ଗା ପଡିଲା ନାବାଳିକା ପ୍ରେମ, ଅପହରଣ ଅଭିଯୋଗରେ ଯୁବକ ଗିରଫ

ଦାରିଙ୍ଗବାଡ଼ି (Daringibadi) ଥାନା ଅଂଚଳର ଜନୈକ ନାବାଳିକାଙ୍କୁ ମାନସ ଦିଗାଲ ପ୍ରଥମେ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇଥିଲେ। ପରେ ସେ ଉକ୍ତ ନାବାଳିକାଙ୍କୁ ଗତ ମାସ ୨୦ ତାରିଖ ଦିନ ଅପହରଣ (Kidnap) କରିଥିଲେ।

मई 20, 2021, 08:32 AM IST
ଲୁଚି ଲୁଚି ଯୁବତୀଙ୍କ ଫଟୋ ଉଠାଉଥିଲେ ବୃଦ୍ଧ, ଦେଖିଦେଲା ପରେ...

ଲୁଚି ଲୁଚି ଯୁବତୀଙ୍କ ଫଟୋ ଉଠାଉଥିଲେ ବୃଦ୍ଧ, ଦେଖିଦେଲା ପରେ...

ମହିଳା ଜଣକ ଫ୍ଲୋରିଡା ବିଚ୍ (Florida beach) ଘଟିଥିବା ଘଟଣାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓରେ ଜଣେ ମହିଳା ୨ ପୁରୁଷଙ୍କ ନିକଟକୁ ଯାଉଥିବା ଦେଖିବାକୁ ମିଳୁଛି। ସେମାନେ ପରସ୍ପର କଥାବାର୍ତ୍ତା କରନ୍ତି। 

मई 19, 2021, 04:03 PM IST
ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ଡକାୟତି ଘଟଣା; ନାବାଳକ ସହ ୨ ଗିରଫ, ୨ ଫେରାର

ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ଡକାୟତି ଘଟଣା; ନାବାଳକ ସହ ୨ ଗିରଫ, ୨ ଫେରାର

ସମ୍ବଲପୁର (Sambalpur) ଅଇଁଠାପାଲି ଥାନା ଅନ୍ତର୍ଗତ SRIT କଲୋନୀ ଅଞ୍ଚଳରେ ବନ୍ଧୁକ ଦେଖାଇ ଲୁଟ ହୋଇଥିଲା। ଏହି ମାସ ୩ ତାରିଖ (ସୋମବାର) ଦିନ ପ୍ରାୟ ତିନିଟା ସମୟରେ ଚାରି ଜଣ ଡକାୟତ SRIT କଲୋନୀରେ ଥିବା ଆଲୋକ ସୁପକାରଙ୍କ ଘରେ ପଶି ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସୁନା ଗହଣା, ନଗଦ ଟଙ୍କା ଲୁଟ (Loot) କରିଥିଲେ।

मई 18, 2021, 11:34 AM IST