• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ
ତିନି ଦିନ ପରେ ମିଳିଲା ପୂର୍ବତନ ସମିତି ସଭ୍ୟଙ୍କ ମୃତଦେହ

ତିନି ଦିନ ପରେ ମିଳିଲା ପୂର୍ବତନ ସମିତି ସଭ୍ୟଙ୍କ ମୃତଦେହ

 ଚାରପାଲି ଗ୍ରାମର ଏକ ପରିତିକ୍ତ କୂଅରୁ ଖିରେଶ୍ୱର ବିଶିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଖିରେଶ୍ୱର ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।   

मई 4, 2021, 12:16 PM IST
ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଥାନା ଭିତରେ ଆତ୍ମହତ୍ୟା (Suicide) କରିଥିବା ଅଭିଯୁକ୍ତ ଯୁବକ ରଙ୍ଗିପୁର ଗ୍ରାମର ବାସିନ୍ଦା ଗଣେଶ ଡାକୁଆ। ଗତକାଲି ଗଣେଶଙ୍କୁ ଏକ ଗଣ୍ଡଗୋଳ ମାମଲାରେ ଗୋଳନ୍ଥରା ଥାନାକୁ ଆଣି ପଚରା ଉଚରା କରିବା ସହ ଅଟକ ରଖିଥିଲା।

मई 4, 2021, 08:42 AM IST
ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ଲହୁଲୁହାଣ

ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ଲହୁଲୁହାଣ

ଗତକାଲି ବିଳମ୍ବିତ ରାତିରେ ଶରତ ଥାନା (Sarat Police) ଦେୱାନବାହାଳି ଗ୍ରାମରେ ଚଇତି ପର୍ବ ପାଳନ ହେଉଥିଲା। ସେଠାରେ କୋଭିଡ ନିୟମ (Covid guidelines) କୁ ଉଲ୍ଲଂଘନ କରି ହଜାର ହଜାର ଲୋକ ଏକଜୁଟ୍ ହୋଇଥିବାର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ପର୍ବ ବନ୍ଦ କରିବାକୁ କହିଥିଲା।

मई 2, 2021, 10:58 AM IST
IPL ଅନଲାଇନ ବେଟିଂ ଅଭିଯୋଗରେ ଦୁଇ ଗିରଫ

IPL ଅନଲାଇନ ବେଟିଂ ଅଭିଯୋଗରେ ଦୁଇ ଗିରଫ

IPL ବେଟିଂ (Online betting) ମାମଲାରେ ଦୁଇ ଗିରଫ। ଟାଉନ ଥାନା IICଙ୍କ ନେତୃତ୍ୱରେ ଗଠିତ ଏକ ଟିମ ଓ ସ୍ପେଶାଲ ସ୍କୁୱାର୍ଡର ମିଳିତ ମିଳିତ ଉଦ୍ୟମରେ ସମ୍ବଲପୁର (Sambalpur) ଓ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

मई 1, 2021, 08:54 AM IST
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବି ଅସୁରକ୍ଷିତ, ୨ ଦୁର୍ଦ୍ଦାନ୍ତଙ୍କୁ କାବୁ କରି ସେବାୟତ ସମ୍ମାନୀତ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବି ଅସୁରକ୍ଷିତ, ୨ ଦୁର୍ଦ୍ଦାନ୍ତଙ୍କୁ କାବୁ କରି ସେବାୟତ ସମ୍ମାନୀତ

ଜଣେ ସେବାୟତ ଶ୍ରୀମନ୍ଦିରରୁ ନିଜ ଘର ମଣିକର୍ଣ୍ଣିକାସାହିକୁ ଫେରୁଥିବା ବେଳେ ଗାଣ୍ଡୁଆଚୋରା ଛକ ନିକଟରେ ସ୍ନାଚିଂର ଶିକାର ହୋଇଥିଲେ। ସେବାୟତଙ୍କ ବେକରୁ ସୂନା ଚେନ୍ ଓ ହାତରୁ ମୋବାଇଲକୁ ସ୍ନାଚିଂ କରି ଚମ୍ପଟ ମାରିବାକୁ ଉଦ୍ଯମ କରିଥିଲେ ଦୁଇ ଦୁର୍ବୁତ୍ତ।

मई 1, 2021, 08:27 AM IST
କୋରୋନା କଟକଣାକୁ ନେଇ ପୋଲିସ SI-ଗ୍ରାମବାସୀ ଧସ୍ତାଧସ୍ତି, ଭିଡିଓ ଭାଇରାଲ

କୋରୋନା କଟକଣାକୁ ନେଇ ପୋଲିସ SI-ଗ୍ରାମବାସୀ ଧସ୍ତାଧସ୍ତି, ଭିଡିଓ ଭାଇରାଲ

କିଛି ସ୍ଥାନରେ ଲୋକଙ୍କ ସଚେତନା ଅଭାବରୁ ନା ରହିଛି ମହାମାରୀ କୋରୋନାକୁ ଭୟ, ନା ରହିଛି ପୋଲିସ ପ୍ରଶାସନକୁ ଭୟ। ଲୋକଙ୍କୁ ସଚେତନ ବେଳେ ଜଣେ ପୋଲିସ ଅଧିକାରୀ ଦୁର୍ବ୍ୟବହାରର ଶିକାର ହୋଇଥିବା ନେଇ ଥାନାରେ ଅଭଯୋଗ ହୋଇଛି।

Apr 30, 2021, 08:15 AM IST
ଢାବା ପାଲଟିଛି ଅପରାଧିଙ୍କ ଆଡ୍ଡା, ପୋଲିସ ଚଢାଇଲା ବୁଲଡୋଜର

ଢାବା ପାଲଟିଛି ଅପରାଧିଙ୍କ ଆଡ୍ଡା, ପୋଲିସ ଚଢାଇଲା ବୁଲଡୋଜର

ସମ୍ବଲପୁର (Sambalpur) ରେ ଅପରାଧ (crime) ଓ ଅପରାଧିଙ୍କୁ ଉତ୍ସାହିତ କରୁଛନ୍ତି ଜାତୀୟ ରାଜପଥ କଡରେ ଥିବା କିଛି ବେଆଇନ ଢ଼ାବା ମାଲିକ। ଢ଼ାବାରେ ବାହାର ରାଜ୍ୟର ଅପରାଧିମାନେ ଆଶ୍ରୟ ନିୟନ୍ତି। ରାତି ହେଲେ ଏମାନଙ୍କ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଥାଏ।

Apr 28, 2021, 02:28 PM IST
ନର୍ସଙ୍କୁ ଫ୍ୟାନ୍ ଓ ହେଲମେଟରେ ପିଟିଲେ ରୋଗୀଙ୍କ ସମ୍ପର୍କୀୟ

ନର୍ସଙ୍କୁ ଫ୍ୟାନ୍ ଓ ହେଲମେଟରେ ପିଟିଲେ ରୋଗୀଙ୍କ ସମ୍ପର୍କୀୟ

ଆଗ୍ରାସ୍ଥିତ ହରି ପର୍ବତ ଥାନା ଅନ୍ତର୍ଗତ ଲୋଟସ୍ ହସ୍ପିଟାଲ (Lotus Hospital) ରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଭାଇରାଲ ଭିଡିଓରେ ରୋଗୀର କ୍ରୋଧିତ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିବା ସହ ମହିଳା ନର୍ସଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ (nurse attacked) କରୁଥିବା ଦେଖିବାକୁ ମିଳିଛି।

Apr 28, 2021, 12:44 PM IST
ହନୁମାନ ଜୟନ୍ତୀରେ ମହାବୀର ବସରୁ ଗଞ୍ଜେଇ ଜବତ

ହନୁମାନ ଜୟନ୍ତୀରେ ମହାବୀର ବସରୁ ଗଞ୍ଜେଇ ଜବତ

ମାଲକାନଗିରିଠୁ ଆରମ୍ଭ କରି ଗଞ୍ଜାମ ପର୍ଯ୍ୟନ୍ତ, ସବୁଠି ଚାଲିଛି ମାଫିଆଙ୍କ ରାଜ। ପୋଲିସ ଯେତିକି ସକ୍ରୀୟ ହେଉଛି ଚାଲାଣକାରୀ ସେତିକି ଚାଲାକ ହେଉଛନ୍ତି। କିନ୍ତୁ ଶେଷରେ ପୋଲିସକୁ ହିଁ ସଫଳତା ମିଳୁଛି।

Apr 27, 2021, 10:55 AM IST
ସାଙ୍ଗ ପାଇଁ ଜୀବନ ଦେଲା ସ୍କୁଲ ଛାତ୍ର

ସାଙ୍ଗ ପାଇଁ ଜୀବନ ଦେଲା ସ୍କୁଲ ଛାତ୍ର

ବ୍ରିଟେନର ଏକ ସ୍କୁଲ ଛାତ୍ର କେବଳ ନିଜ ବନ୍ଧୁଙ୍କ ପାଇଁ ଅପରାଧୀଙ୍କ ସହ ଲଢେଇ କରିନଥିଲେ ବରଂ ତାଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନ ମଧ୍ୟ ହରାଇଥିଲେ। Fares Maatouଙ୍କ ଏହି ସହାସିକ କାହାଣୀକୁ ନେଇ ଏବେ ସମଗ୍ର ବ୍ରିଟେନରେ ଚର୍ଚ୍ଚା ଚାଲିଛି।  

Apr 25, 2021, 08:47 AM IST
ଫିରିଙ୍ଗିଆରୁ ୬ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ; ୪ ଚମ୍ପଟ, ଜଣେ ଗିରଫ

ଫିରିଙ୍ଗିଆରୁ ୬ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ; ୪ ଚମ୍ପଟ, ଜଣେ ଗିରଫ

ଗତ ୨୨ ତାରିଖରେ ଫିରିଙ୍ଗିଆ ପୋଲିସ (Phiringia Police) ଦ୍ୱାରା ଦୁଇଜଣ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆ (Ganja Mafia) ଗିରଫ ହୋଇଥିଲେ। ତାହାର ଦିନକ ପରେ ଅର୍ଥତ ଶୁକ୍ରବାର ଗୋଛାପଡା ପୋଲିସ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ତାଙ୍କ ପାଖରୁ ୬୧୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।

Apr 24, 2021, 12:10 PM IST
ଜେଲରେ କେମିତି ରହୁଥିଲା ହାଇଦର? ପୂର୍ବ କଏଦୀ ଖୋଲିଲେ ଗୁମର

ଜେଲରେ କେମିତି ରହୁଥିଲା ହାଇଦର? ପୂର୍ବ କଏଦୀ ଖୋଲିଲେ ଗୁମର

ବିଳାସବ୍ୟସନ ସହ ଜୀବନ ଅତିବାହିତ କରୁଥିବା ଗ୍ୟାଙ୍ଗଷ୍ଟାର ପୂର୍ବରୁ ବହୁବାର କଟକ ଚିକିତ୍ସା ପାଇଁ ଯାଇ ବିଶ୍ୱାସ ଜିତିଥିଲା ଜେଲ କର୍ମଚାରୀ, ଡାକ୍ତର ଓ ପୋଲିସ ବିଭାଗର। ତା'ପରେ କ୍ଷେତ୍ର ପ୍ରସ୍ତୁତ କରିଥିଲା ଫେରାର ପାଇଁ।

Apr 24, 2021, 11:45 AM IST
ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ଶୁକ୍ରବାର ରାତିରେ ଟ୍ରାକ୍ଟର ଏବଂ ଦ୍ରୁତ ବେଗରେ ଆସୁଥିବା ବାଇକ, କଟପଡି ଗ୍ରାମଠାରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣା (Accident) ରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

Apr 24, 2021, 11:09 AM IST
ତରଳିଲା ନାହିଁ ନକ୍ସଲଙ୍କ ହୃଦୟ; ସ୍ତ୍ରୀ ସିନ୍ଥିରୁ ପୋଛିଲେ ସିନ୍ଦୁର, ୩ ଶିଶୁଙ୍କ ମୁଣ୍ଡରୁ ଛଡାଇ ନେଲେ ବାପାର ହାତ

ତରଳିଲା ନାହିଁ ନକ୍ସଲଙ୍କ ହୃଦୟ; ସ୍ତ୍ରୀ ସିନ୍ଥିରୁ ପୋଛିଲେ ସିନ୍ଦୁର, ୩ ଶିଶୁଙ୍କ ମୁଣ୍ଡରୁ ଛଡାଇ ନେଲେ ବାପାର ହାତ

ଯାହାକୁ ନେଇ SI ମୂରଲୀ ତାତି ପରିବାର ଲୋକ ଆତଙ୍କୀତ ଥିଲେ, ତାହା ହିଁ ହେଲା। ଗୋଟିଏ ଆଦିବାସୀ ସ୍ତ୍ରୀ ଓ ୩ଟି କୁନି କୁନି ପିଲାଙ୍କ କୋହଭରା ରଦନ ନକ୍ସଲଙ୍କ କାନରେ ପଡିଲା ନାହିଁ।

Apr 24, 2021, 09:45 AM IST
୧୫ ବର୍ଷ ଅନୁପସ୍ଥିତ, ତଥାପି ପାଉଥିଲେ ବେତନ

୧୫ ବର୍ଷ ଅନୁପସ୍ଥିତ, ତଥାପି ପାଉଥିଲେ ବେତନ

ପୋଲିସ କହିଛି ଯେ, ଅଭିଯୁକ୍ତ କର୍ମଚାରୀ ୨୦୦୫ ମସିହାରେ କାମ ବନ୍ଦ କରିଦେଇଥିଲେ କିନ୍ତୁ ଏହା ସତ୍ତ୍ୱେ ସେ ବେତନ ପାଉଥିଲେ। ଏହି ୧୫ ବର୍ଷ ମଧ୍ୟରେ ଅଭିଯୁକ୍ତଙ୍କୁ ପ୍ରାୟ ୪.୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

Apr 23, 2021, 08:50 AM IST
ତିରିଶି ହଜାର ଭୁଲିଗଲା ସବୁ ପ୍ରେମ: ଟଙ୍କା ପାଇଁ ଝରାଫୁଲର ଜୀବନ ନେଲା ପ୍ରେମିକ

ତିରିଶି ହଜାର ଭୁଲିଗଲା ସବୁ ପ୍ରେମ: ଟଙ୍କା ପାଇଁ ଝରାଫୁଲର ଜୀବନ ନେଲା ପ୍ରେମିକ

ଝରାଫୁଲ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିନଥିଲା । ହେଲେ ଆଉ ଜଣେ ଅଭିଯୁକ୍ତ ଯାଜପୁର ଓ କମିଶନରେଟ ପୋଲିସ ଦ୍ୱାରା ଗିରଫ ହେବା ପରେ ସବୁ ସତ ଓଗାଳିଛି ।  

Apr 22, 2021, 05:10 PM IST
ଜମି ପାଇଁ ଘରେ ପଶି ଭକ୍ତଙ୍କୁ ହାଣିଲା ବାମୁରା !

ଜମି ପାଇଁ ଘରେ ପଶି ଭକ୍ତଙ୍କୁ ହାଣିଲା ବାମୁରା !

ଦୀର୍ଘ ଦିନରୁ ଜମିବାଡିକୁ ନେଇ ତୁମୁଡିବନ୍ଧ ଅନ୍ତର୍ଗତ ଭକ୍ତ ପାଟ ମାଝି ଓ ବାମୁରା ସୁକା ମାଝିଙ୍କ ମଧ୍ୟରେ ବିବାଦ (Land Dispute) ଲାଗିରହିଥିଲ। ଆଜି ସକାଳେ ଭକ୍ତ ଘରେ ପଶି ବାମୁରା ଏକ କଟୁରୀରେ ତାଙ୍କ ବେକକୁ ହାଣି (Murder) ଦେଇଥିଲା।

Apr 21, 2021, 03:16 PM IST
ନାଇଡୁପଲ୍ଲି ବିସ୍ଫୋରଣ ଘଟଣା: ବେଆଇନ ଭାବେ ଗଚ୍ଛିତ ଥିଲା ବିସ୍ଫୋରକ, ଜଣେ ଗିରଫ

ନାଇଡୁପଲ୍ଲି ବିସ୍ଫୋରଣ ଘଟଣା: ବେଆଇନ ଭାବେ ଗଚ୍ଛିତ ଥିଲା ବିସ୍ଫୋରକ, ଜଣେ ଗିରଫ

ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଓ ତହସିଲଦାର, ବୋମସ୍କ୍ବାଡ ଓ ସାଂଇଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।

Apr 19, 2021, 06:32 PM IST
ଉଚ୍ଚଶିକ୍ଷାର ଅହଂକାର! ପୋଲିସକୁ ଦୁର୍ବ୍ୟବହାର କରି ଦମ୍ପତି ଗିରଫ

ଉଚ୍ଚଶିକ୍ଷାର ଅହଂକାର! ପୋଲିସକୁ ଦୁର୍ବ୍ୟବହାର କରି ଦମ୍ପତି ଗିରଫ

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ (Weekend Curfew) ଚାଲିଥିବା ବେଳେ ପୋଲିସ (Delhi Police) ସ୍ଥାନୀୟ ଦରିଆଗଞ୍ଜଠାରେ ଗୋଟିଏ କାରକୁ ଅଟକାଇଥିଲା। କାରରେ ଥିବା ପୁରୁଷ ଓ ମହିଳା ମାସ୍କ ପିନ୍ଧି ନଥିଲେ କିମ୍ବା ସେମାନଙ୍କ ନିକଟରେ କୌଣସି ପାସ୍ ମଧ୍ୟ ନଥିଲା।

Apr 19, 2021, 05:56 PM IST
 ପଥର କୁଆଁରୀ ନିକଟରେ ବିସ୍ଫୋରଣ; ୨ ମୃତ, ୩ ଗୁରୁତର

ପଥର କୁଆଁରୀ ନିକଟରେ ବିସ୍ଫୋରଣ; ୨ ମୃତ, ୩ ଗୁରୁତର

କୁକୁଡ଼ା ଖଣ୍ଡି ପଥର କୁଆଁରୀ ନିକଟରେ ଆଜି ସକାଳେ ବଡ ଧରଣର ବିସ୍ଫୋରଣ (quarry blast) ଘଟିଛି। ଏହି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ ମୃତକଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇ ନାହିଁ।

Apr 19, 2021, 01:49 PM IST