• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ
 ଠକଙ୍କ ଚରାଭୂଇଁ ସାଜିଛି ଭାରତୀୟ ଡାକ ସେବା

ଠକଙ୍କ ଚରାଭୂଇଁ ସାଜିଛି ଭାରତୀୟ ଡାକ ସେବା

ସାରା ବିଶ୍ୱରେ ସୂଚନା ପହଞ୍ଚାଇବାର ଏକ ବିଶ୍ୱସନୀୟ ମାଧ୍ୟମ ହେଉଛି ଡାକସେବା। ଆଉ ଖାସ ସେଇଥିପାଇଁ ତ ଏହା ଲୋକଙ୍କର ଅତୁଟ ଭରସା ମଧ୍ୟ ହାସଲ କରିପାରିଛି। ହେଲେ ଡାକସେବାରେ ଏବେ ଯେଉଁଭଳି ଠକାମୀ ହେଉଛି। ତାହାକୁ ନେଇ ଲୋକଙ୍କ ମଧ୍ୟରେ ଭରସା ହରାଇବାରେ ଲାଗିଛି ଡାକସେବା। 

Apr 9, 2021, 10:01 PM IST
ପାଣି ପିଉଥିଲେ ବ୍ୟବସାୟୀ, ରୁପା ଭର୍ତ୍ତି ବ୍ୟାଗ ଧରି ଦୁର୍ବୃତ୍ତ ଚମ୍ପଟ

ପାଣି ପିଉଥିଲେ ବ୍ୟବସାୟୀ, ରୁପା ଭର୍ତ୍ତି ବ୍ୟାଗ ଧରି ଦୁର୍ବୃତ୍ତ ଚମ୍ପଟ

ବ୍ୟବସାୟୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁଯ

Apr 9, 2021, 09:25 PM IST
 ସାହୁ କଲୋନୀରେ ବିଷ ବେପାର

ସାହୁ କଲୋନୀରେ ବିଷ ବେପାର

ଗିରଫ ଯୂବକମାନେ ମୋତିଝରଣର ଏମଡ଼ି ଆରିଫ (୩୪), ଚାରଭାଟିର ବିକାଶ ଡୁଡ଼ୁକିଆ (୨୩) ଏବଂ ପଟ୍ଟନାୟକପଡାର ବଣ୍ଟି ପ୍ରଧାନ (୨୩) ବୋଲି ପୋଲିସ ସୂଚନା ଦେଇଛି।

Apr 9, 2021, 05:08 PM IST
 ରେଳ ଧାରଣାରେ ମୃତଦେହ: ରାତିରେ ଖବର, ସକାଳେ ଉଦ୍ଧାର

ରେଳ ଧାରଣାରେ ମୃତଦେହ: ରାତିରେ ଖବର, ସକାଳେ ଉଦ୍ଧାର

ଗତକାଲି ରାତି ପ୍ରାୟ ସେଢେ ୧୨ଟା ବେଳେ କୁର୍ଲା ଏକ୍ସପ୍ରେସ ଟ୍ରେନର ଲୋକୋ ପାଇଲଟ ମୃତଦେବ ବାବଦରେ ସୂଚନା ଦେଇଥିବା ଜଣାପଡ଼ିଛି।

Apr 9, 2021, 04:17 PM IST
Smart Lootera: ସୁଟ ବୁଟ ପିନ୍ଧି କାରରେ ଆସି ବୁଲାଇଦେଲେ କଳାକନା

Smart Lootera: ସୁଟ ବୁଟ ପିନ୍ଧି କାରରେ ଆସି ବୁଲାଇଦେଲେ କଳାକନା

 ବର୍ତ୍ତମାନ ସମୟରେ ଲୁଟପାଟ କରିବା ଲାଗି ନୂଆ ନୂଆ ଯୋଜନା କରୁଛନ୍ତି ଆଜିକାଲିର ସ୍ମାର୍ଟ ଲୁଟେରା।

Apr 7, 2021, 05:30 PM IST
ମାଓ ସଂଗଠନର ଗତି କୁଆଡ଼େ ?

ମାଓ ସଂଗଠନର ଗତି କୁଆଡ଼େ ?

ଗତ କିଛି ବର୍ଷର ରେକର୍ଡ ଦେଖିଲେ ଲାଗୁଥିଲା, ଦେଶରୁ ମାଓବାଦ କ୍ରମଶଃ ଲୋପ ପାଇବାରେ ଲାଗିଛି। କିନ୍ତୁ ଶନିବାରର ଘଟଣା ମଲା ଗଛକୁ ପାଣି ଦେଇଛି।

Apr 6, 2021, 11:02 PM IST
ପରିତ୍ୟକ୍ତ ଗଳିରୁ ଯୁବକର ଗଳିତ ମୃତଦେହ ଉଦ୍ଧାର

ପରିତ୍ୟକ୍ତ ଗଳିରୁ ଯୁବକର ଗଳିତ ମୃତଦେହ ଉଦ୍ଧାର

ମୃତଦେହରୁ ଦୁର୍ଗନ୍ଧ ବହରୁଥିବାରୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ସମ୍ବଲପୁର ପୋଲିସର ବରିଷ୍ଠ ଅଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। 

Apr 5, 2021, 11:44 PM IST
ବିଦେଶରେ ଚାକିରି ଖୋଜୁଥିଲେ ସାବଧାନ!

ବିଦେଶରେ ଚାକିରି ଖୋଜୁଥିଲେ ସାବଧାନ!

ବିଦେଶରେ ଚାକିରି ଖୋଜୁଥିଲେ ସାବାଧାନ!

Apr 3, 2021, 10:28 PM IST
 କେମିତି ମଲେ ମା'-ଝିଅ? ୪୮ ଘଣ୍ଟା ପରେ ବି ପୋଲିସ ପାଇନି ସୁରାକ୍

କେମିତି ମଲେ ମା'-ଝିଅ? ୪୮ ଘଣ୍ଟା ପରେ ବି ପୋଲିସ ପାଇନି ସୁରାକ୍

ଶନିବାର ଠାରୁ ଘର ଛାଡି ନିଜ ଶଢୁଙ୍କ ଘର ସୁନ୍ଦରଗଡ ଯାଇଥିବା ମୃତ ମହିଳାଙ୍କ ସ୍ୱାମୀ କଣ ପାଇଁ ୪ ଦିନ ଯାଏଁ ଯୋଗାଯୋଗରେ ନଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଚି ହେଉଛି।

Apr 3, 2021, 06:21 PM IST
 ଯନ୍ତାରେ ପଡିଲା ଦୁର୍ଦ୍ଦାନ୍ତ 'ମୁସା'

ଯନ୍ତାରେ ପଡିଲା ଦୁର୍ଦ୍ଦାନ୍ତ 'ମୁସା'

ଅପରାଧିକ କାର୍ଯ୍ୟକଳାପ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମୁସାକୁ ବୈଦ୍ୟନାଥ ପୁର ପୋଲିସ କାବୁ କରିଛି।

Apr 3, 2021, 05:02 PM IST
ଜଳପ୍ରପାତ ବୁଲି ଫେରିଲା ବେଳେ ଚାଲିଗଲା ଜୀବନ

ଜଳପ୍ରପାତ ବୁଲି ଫେରିଲା ବେଳେ ଚାଲିଗଲା ଜୀବନ

ମୃତକ ହେଲେ ଚନ୍ଦ୍ରଗିରି ରାଉତସାହିର ସରୋଜ ମହାଙ୍କୁଡ। ଆହାତ ଦୁଇ ଜଣ ଚନ୍ଦ୍ରଗିରି ରାଉତସାହିର ମଣ୍ଟୁ ମହାଙ୍କୁଡ ଓ କନ୍ଧମାଳ ଜିଲ୍ଲା ଗଦାପୁରୁ ଅଞ୍ଚଳର ସନିଆ ଗୌଡ।

Apr 2, 2021, 10:34 PM IST
ପ୍ରେମୀଯୁଗଳ ମୃତ୍ୟୁ ରହସ୍ୟର ଖୁଲାସା କେବେ?

ପ୍ରେମୀଯୁଗଳ ମୃତ୍ୟୁ ରହସ୍ୟର ଖୁଲାସା କେବେ?

ପ୍ରେମୀଯୁଗଳ (Couple) ଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ (Gurandi Police) , ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇ ତଦନ୍ତ ଜୋରଦାର କରିଥିଲା। ସେଥିରେ ଜିଲ୍ଲା ପୋଲିସ (Gajapati Police) ର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ପ୍ରଥମେ ଏହାକୁ ଆତ୍ମହତ୍ୟା (suicide) କୁହାଯାଉଥିବା ବେଳେ ପରେ ଜଣେ ଅନ୍ୟ ଜଣକୁ ହତ୍ୟା କରିଥିବା ନେଇ ଚର୍ଚ୍ଚା ହେଲା।

Mar 31, 2021, 04:02 PM IST
 ଗୋଟିଏ କନ୍ୟାକୁ ସାତ ବର, ଥାନା ପାଲଟିଲା ଶଶୁର ଘର

ଗୋଟିଏ କନ୍ୟାକୁ ସାତ ବର, ଥାନା ପାଲଟିଲା ଶଶୁର ଘର

ଗୋଟିଏ କନ୍ୟାକୁ ବିବାହ କରିବା ପାଇଁ ୭ ଜଣ ବର ଆସିବା ଘଟଣା ବିରଳ। ସମସ୍ତେ ଶୋଭାଯାତ୍ରା କରି କନ୍ୟା ଘରକୁ ପହଞ୍ଚିଥିଲେ। ମାତ୍ର ସମସ୍ତଙ୍କୁ ମିଳନ ଥାନାରେ ହେଲା। ଏପରି ଏକ ରୋଚକ ଘଟଣା ଶୁକ୍ରବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି। 

Mar 29, 2021, 09:35 PM IST
ଡ୍ରାଇଭର ଖେଳିଲା ରକ୍ତର ହୋଲି! ଟ୍ରକ୍ ଧକ୍କାରେ ୨ ବାଇକ ଆରୋହି ମୃତ

ଡ୍ରାଇଭର ଖେଳିଲା ରକ୍ତର ହୋଲି! ଟ୍ରକ୍ ଧକ୍କାରେ ୨ ବାଇକ ଆରୋହି ମୃତ

ଟ୍ରକ୍ ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁଖଃଦ ଦୁର୍ଘଟଣା ସମୋବାର ସମ୍ୱଲପୁର ପରମାଣପୁର ନିକଟରେ ଘଟିଛି।

Mar 29, 2021, 03:59 PM IST
ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ, ୨ ପୁଅଙ୍କ ମୃତ୍ୟୁ

ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ, ୨ ପୁଅଙ୍କ ମୃତ୍ୟୁ

ଗୁରୁତର ଅବସ୍ଥାରେ ମାଆ ଓ ତିନି ଶିଶୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ପୁଅଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

Mar 28, 2021, 03:58 PM IST
ହୋଲି ପୂର୍ବରୁ ବିପୁଳ କଫ ସିରଫ ଜବତ

ହୋଲି ପୂର୍ବରୁ ବିପୁଳ କଫ ସିରଫ ଜବତ

୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର ହୋଇଯାଇଛନ୍ତି। ବେହେରାମାଲରେ ସିଜ୍ କଫ ସିରଫକୁ ବେଆଇନ ଭାବେ ଚାଲାଣ କରାଯାଉଥିଲା ବୋଲି ଝାରସୁଗୁଡ଼ା ପୋଲିସ କହିଛି।

Mar 27, 2021, 07:17 PM IST
 ସମ୍ବଲପୁର ପୋଲିସ ପଞ୍ଝାରେ ଦିଲ୍ଲୀ ଠକ, ଲଗାଇଥିଲା ସାଢେ ୨୬ ଲକ୍ଷର ଚୂନ

ସମ୍ବଲପୁର ପୋଲିସ ପଞ୍ଝାରେ ଦିଲ୍ଲୀ ଠକ, ଲଗାଇଥିଲା ସାଢେ ୨୬ ଲକ୍ଷର ଚୂନ

ସମ୍ବଲପୁରର (Sambalpur) ମନୋଜ ବରାଳ ନାମକ ବ୍ୟବସାୟୀଙ୍କ ଠାରୁ ଦିଲ୍ଲୀର ଜଣେ ସାଇବର ଠକ (Cyber fraud) ୨୬ ଲକ୍ଷ ୫୦ ହଜ଼ାର ଟଙ୍କା ଅନଲାଇନରେ ଠକେଇ କରି ନେଇଥିବା ବେଳେ ସମ୍ବଲପୁର ସାଇବର ଥାନା ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। 

Mar 26, 2021, 06:56 PM IST
VIMSARରେ ଚୋରି; ଚୋରଙ୍କୁ ଅଡୁଆରେ ପକାଇବ ଏହି ସାମଗ୍ରୀ

VIMSARରେ ଚୋରି; ଚୋରଙ୍କୁ ଅଡୁଆରେ ପକାଇବ ଏହି ସାମଗ୍ରୀ

୨ଟି ଲାପଟପ୍, ଗୋଟେଏ ପ୍ରିଣ୍ଟର ଓ ଗୋଟେ ପ୍ରୋଜେକ୍ଟର ଚୋରି ହୋଇଛି। ଏନେଇ ତଦନ୍ତ ଜାରି ରହିଥିବା ବୁର୍ଲା ଥାନା (Burla Police) ଅଧିକାରୀ ସୂଚନା ଦେଇଛନ୍ତି।

Mar 26, 2021, 06:31 PM IST
ଶ୍ୱେତପତ୍ରରେ ଲାଲ୍ ଛିଟା

ଶ୍ୱେତପତ୍ରରେ ଲାଲ୍ ଛିଟା

୨୦୧୮ରେ ରାଜ୍ୟରେ ଲକ୍ଷେ ୭ ହଜାର ୪୦୮ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ଲକ୍ଷେ ୩ ହଜାର ୮୫୮ଟି ମାମଲାରେ ସତ୍ୟତାଥିବା ତଦନ୍ତ ବେଳେ ଜଣାପଡିଥିଲା। ସେହି ସମୟରେ ୬୯ ହଜାର ୩୧୪ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୋଲିସ ସମର୍ଥ ହୋଇଥିଲା।

Mar 26, 2021, 05:59 PM IST
ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢିଗଲା କାର, ଭାଇ-ଭଉଣୀ ସମେତ ୫ ମୃତ

ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢିଗଲା କାର, ଭାଇ-ଭଉଣୀ ସମେତ ୫ ମୃତ

ଭୟାନକ ଦୁର୍ଘଟଣା ରାଜସ୍ଥାନ (Rajasthan) ର ଜାଲୋର ଜିଲ୍ଲା ରାନୀୱାରା ଅଞ୍ଚଳରେ ଘଟିଛି। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ କାର ଧକ୍କାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି।

Mar 24, 2021, 10:00 PM IST