• ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ
  • ଦ୍ୱାଦଶରେ ପାସ୍ ହାର ୯୯.୩୭ ପ୍ରତିଶତ
  • ୯୯.୧୩ପ୍ରତିଶତ ଛାତ୍ର, ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍
  • ଡେଙ୍ଗୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମଇଟିଙ୍କ ପ୍ରତିକ୍ରିୟା
  • ବସ୍ତି ନୁହେଁ ସମ୍ଭ୍ରାନ୍ତ ଅଞ୍ଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି
  • ଆପାର୍ଟମେଣ୍ଟ,ପ୍ଲାଷ୍ଟିକ୍, ଫୁଲକୁଣ୍ଡରେ ପାଣି ଜମିରହୁଛି
  • ଏସବୁରେ ପାଣି ଜମି ରହିବାରୁ ମଶା ବଢୁଛନ୍ତି
  • ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ
  • ଧାନ ଚାଷ ଆଗେଇ ନେବାକୁ ମିଳୁନି ୟୁରିୟା ସାର
  • ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡି଼ଆ ମୃତ
ସୁଇସାଇଡ୍ ସାଇଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁଇସାଇଡ୍ ସାଇଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗତ ୧୯ ତାରିଖ ଦିନ ଏହି ବ୍ରିଜରୁ ଡେଇଁ ୨ ଜଣ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଉ ଆଜି ସେହି ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

Mar 22, 2021, 03:51 PM IST
କଣ କଲୁରେ କଳିଯୁଗର ପୁଅ ?

କଣ କଲୁରେ କଳିଯୁଗର ପୁଅ ?

ସୋମବାର ସକାଳେ ପାରିବାରିକ କଳହକୁ ନେଇ ବାପ ପୁଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ନାଥ ବେହେରା ଏକ ଟାଙ୍ଗିଆରେ ବାପା କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଆକ୍ରମଣ କରିଥିଲା ।

Mar 22, 2021, 12:48 PM IST
ସୋସିଆଲ ମିଡିଆ ପାଇଁ ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ

ସୋସିଆଲ ମିଡିଆ ପାଇଁ ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ

ଦୁଇ ଦିବ୍ୟାଙ୍ଗଙ୍କ ଆଦର୍ଶ ବିବାହ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ବେଳେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିବାହରେ ସାମିଲ ହୋଇ ଦିବ୍ୟାଙ୍ଗ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

Mar 22, 2021, 11:46 AM IST
ଗୋଷ୍ଠୀ ସଙ୍ଘର୍ଷରେ ଯୁବକ ମୃତ, ଥାନା ଘେରାଉ ପରେ ଅଭିଯୁକ୍ତ ଗିରଫ

ଗୋଷ୍ଠୀ ସଙ୍ଘର୍ଷରେ ଯୁବକ ମୃତ, ଥାନା ଘେରାଉ ପରେ ଅଭିଯୁକ୍ତ ଗିରଫ

ଗତକାଲି ରାତିରେ ସମ୍ବଲପୁର (Sambalpur) ଧନୁପାଲି ଥାନା (Dhanupalli Police) ଅନ୍ତର୍ଗତ ସୁନାପାଲି ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷ (Clash) ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସରଲାକାନିର ୨୦ ବର୍ଷୀୟ ଗଣେଶ ଓରାମ ଓରଫ ବାଙ୍କେ।

Mar 21, 2021, 05:37 PM IST
ନିର୍ଭୟା ଦୋଷୀଙ୍କ ଫାଶୀକୁ ବର୍ଷେ; ଓକିଲ ଏପି ସିଂହ ଦେଲେ ଏପରି ବୟାନ

ନିର୍ଭୟା ଦୋଷୀଙ୍କ ଫାଶୀକୁ ବର୍ଷେ; ଓକିଲ ଏପି ସିଂହ ଦେଲେ ଏପରି ବୟାନ

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବାର ବର୍ଷେ ପରେ ମଧ୍ୟ ଓକିଲ ଏପି ସିଂହ (AP Singh) ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିନାହିଁ। ସେ ୩ ଥର ଫଶୀକୁ ରୋକିଥିଲେ ତଥାପି ଶେଷରେ ୪ ଦୋଷୀଙ୍କୁ ତିହାର ଜେଲରେ ଝୁଲିବା (nirbhaya convicts hanged) କୁ ପଡି଼ଲା। 

Mar 20, 2021, 06:57 PM IST
 ଦୁଷ୍କର୍ମ କରିବାକୁ ଆସିଥିବା ବ୍ୟକ୍ତିର ଯୌନାଙ୍ଗ କାଟିଲେ ମହିଳା

ଦୁଷ୍କର୍ମ କରିବାକୁ ଆସିଥିବା ବ୍ୟକ୍ତିର ଯୌନାଙ୍ଗ କାଟିଲେ ମହିଳା

ଛି ଘଟଣାରେ ଅଭିଯୁକ୍ତ ଖସି ଯାଉଥିବା ବେଳେ କିଛି କୋର୍ଟ ପର୍ଯ୍ୟନ୍ତ ଯାଏ। କିନ୍ତୁ ଗୁରୁବାର ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି। ଯାହାକୁ ଜାଣିଲେ ଯେକେହି ମହିଳାଙ୍କୁ ସାବାସି ନ ଦେଇ ରହି ପାରିବେ ନାହିଁ।

Mar 20, 2021, 04:21 PM IST
ଅଭିଯୋଗ କରି ଫସିଗଲେ ହିତେଶା

ଅଭିଯୋଗ କରି ଫସିଗଲେ ହିତେଶା

ହିତେଶାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଡେଲିଭରୀ ବୟ କାମରାଜୁଙ୍କୁ ଗିରଫ କରିଥିବା ବେଳେ ଏବେ ଖୋଦ ଅଭିଯୋଗକାରିଣୀ ହିତେଶାଙ୍କ ନାଁରେ ମାମଲା ରୁଜୁ କରିଯାଇଛି।

Mar 15, 2021, 11:23 PM IST
୩୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଦୁଷ୍କର୍ମ କରି ବୃଦ୍ଧ ଗିରଫ

୩୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଦୁଷ୍କର୍ମ କରି ବୃଦ୍ଧ ଗିରଫ

ଗୋଟିଏ କି ଦୁଇଟି ନୁହଁ ୩୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। କୁକୁରକୁ ଦୁଷ୍କର୍ମ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

Mar 15, 2021, 10:45 PM IST
ଶିକ୍ଷାନଗରୀରେ ପୁଣି ବୁଲିଲା ଖଣ୍ଡା, ଭୁଜାଲି

ଶିକ୍ଷାନଗରୀରେ ପୁଣି ବୁଲିଲା ଖଣ୍ଡା, ଭୁଜାଲି

ଉଭୟ ପକ୍ଷ ଖଣ୍ଡା, ଭୁଜାଲି ଓ ଲୁହାରଡ଼ରେ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏହି ରକ୍ତାକ୍ତ ସଂଘର୍ଷରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।

Mar 15, 2021, 06:37 PM IST
ବୋହୂକୁ ଜୀଅନ୍ତା ଜାଳିଦେଲେ ଶାଶୁଘର!

ବୋହୂକୁ ଜୀଅନ୍ତା ଜାଳିଦେଲେ ଶାଶୁଘର!

୨୦୧୬ ମସିହାରେ ଦିଗପହଣ୍ଡି ଥାନା (Digapahandi Police) ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ମାନିନୀ, ମୋହନା ଗୋଠକୋଳି ଗ୍ରାମର କୈଲାସ ବେହେରାଙ୍କ ପୁଅ ମଧୁସୂଦନଙ୍କୁ ବୈଦିକ ରିତିରେ ବିବାହ କରିଥିଲେ।

Mar 15, 2021, 04:41 PM IST
ହୋମଗାର୍ଡଙ୍କ ଆକ୍ରମଣରେ ଯୁବକ ଲହୁଲୁହାଣ

ହୋମଗାର୍ଡଙ୍କ ଆକ୍ରମଣରେ ଯୁବକ ଲହୁଲୁହାଣ

ହୋମଗାର୍ଡଙ୍କ ବିରୋଧରେ ଦାରିଙ୍ଗବାଡି ଥାନାରେ କେସ ନଂ- ୫୦/୨୧ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

Mar 15, 2021, 04:01 PM IST
ନରକଙ୍କାଳର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନରକଙ୍କାଳର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ରବିବାର ଭୁବନେଶ୍ୱର AIIMSରୁ ନରକଙ୍କାଳର ପୋଷ୍ଟମର୍ଟମ ରିପୋର୍ଟ (Post Mortem Report) ଆସିଛି। ରିପୋର୍ଟ ଅନୁସାରେ ଏହା ଏକ ମହିଳାଙ୍କ କଙ୍କାଳ। ତାଙ୍କର ବୟସ ପ୍ରାୟ ୪୫ ବର୍ଷ ହେବ।

Mar 14, 2021, 10:20 PM IST
ସମ୍ବଲପୁର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍, ୫୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସମ୍ବଲପୁର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍, ୫୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ମୋଟ ୫୮ ଜଣ ଦୁର୍ଦ୍ଦାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୨୩ ଜଣ ଅପରାଧୀ ନିଜ ଆଡୁ ଭିନ୍ନ ଭିନ୍ନ କୋର୍ଟରେ ହାଜର ହୋଇଥିବା ଏସପି ବାତୁଲା ଗଙ୍ଗାଧର (Batula Gangadhar) କହିଛନ୍ତି ।

Mar 14, 2021, 05:43 PM IST
ଗାଧୋଇ ଫେରୁଥିବା ପଞ୍ଚୁଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଗାଧୋଇ ଫେରୁଥିବା ପଞ୍ଚୁଙ୍କୁ ଗୋଡାଇ ଗୋଡାଇ ହାଣିଲେ

ବିବାର ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଛି।

Mar 14, 2021, 05:20 PM IST
Viral video; ଯୁବକ ଓ ମହିଳାଙ୍କୁ ବାନ୍ଧି, ବୁଲାଇ ୭ ଗିରଫ

Viral video; ଯୁବକ ଓ ମହିଳାଙ୍କୁ ବାନ୍ଧି, ବୁଲାଇ ୭ ଗିରଫ

ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି। ତେବେ ଏହି ଭିଡିଓଟି ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅନ୍ତର୍ଗତ କାଳିଆପଲି ଗ୍ରାମର ବୋଲି ଦାବି କରାଯାଉଛି।

Mar 12, 2021, 09:13 PM IST
Delivery Boyର ଉନ୍ମୁକ୍ତ କାଣ୍ଡ; ମୁଥ ମାରି ଫଟେଇ ଦେଲେ ଯୁବତୀଙ୍କ ନାକ

Delivery Boyର ଉନ୍ମୁକ୍ତ କାଣ୍ଡ; ମୁଥ ମାରି ଫଟେଇ ଦେଲେ ଯୁବତୀଙ୍କ ନାକ

ଡେଲିଭରି ବୟଙ୍କ ଆକ୍ରମଣର ଶୀକାର ହୋଇଥିବା ହିତେଶା ଚନ୍ଦ୍ରାଣୀ ନାମକ ଯୁବତୀ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସମ୍ପୂର୍ଣ୍ଣ ଘଟଣାବଳୀ କହିଛନ୍ତି।

Mar 10, 2021, 10:17 PM IST
ଚଢିଗଲା ଟ୍ରକ; ବାଇକରେ ଥିଲେ ବାପା ମାଆ, ଦୁଇ ଶିଶୁ

ଚଢିଗଲା ଟ୍ରକ; ବାଇକରେ ଥିଲେ ବାପା ମାଆ, ଦୁଇ ଶିଶୁ

ନିୟନ୍ତ୍ରଣ ହରାଇ ଏକ ଟ୍ରକ ସେହି ବାଇକ୍‌ ଉପରେ ମାଡି ଯାଇଥିଲା (Roas Accident) । ଯାହାଫଳରେ ୨ ଜଣ ଶିଶୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। 

Mar 10, 2021, 08:05 PM IST
 ଲୁଟିବାର ନୂଆ ତରିକା; ସବୁ ନକଲି, ଠକେଇ ଅସଲି

ଲୁଟିବାର ନୂଆ ତରିକା; ସବୁ ନକଲି, ଠକେଇ ଅସଲି

ଏଥର ନକଲି ଘିଅ କିମ୍ବା ନକଲି କୋଲଡ୍ରିଙ୍କସ୍ ନୁହେଁ ବରଂ ଖାଦ୍ୟ ଯାଞ୍ଚ କରୁଥିବା ଅଧିକାରୀ ସରକାରଙ୍କ ନକଲି କର୍ମଚାରୀ ବୋଲି ଧରାପଡିଛନ୍ତି। ଗଜପତି ଜିଲ୍ଲା ମୋହନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ମାଳ ମାଳ ନକଲି ଜନସ୍ବାସ୍ଥ୍ୟ ବିଭାଗର ଯାଞ୍ଚ କର୍ମଚାରୀ ବୁଲୁଛନ୍ତି।

Mar 10, 2021, 07:08 PM IST
 ବିବାହ ଶୋଭାଯାତ୍ରାରେ ପୋଲିସର ଫ୍ଲାଗମାର୍ଚ୍ଚ

ବିବାହ ଶୋଭାଯାତ୍ରାରେ ପୋଲିସର ଫ୍ଲାଗମାର୍ଚ୍ଚ

ଯେଉଁ ବ୍ୟକ୍ତଙ୍କ ବିବାହ ହେଲା ସେ କୌଣସି VIP କିମ୍ବା କୌଣସି ରାଜନେତା ନଥିଲେ। ସେ ହେଉଛନ୍ତି ଭାଜପୁରାର ଗୋଟିଏ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିବା ପୁଅ। 

Mar 7, 2021, 11:36 PM IST
ସଦାନନ୍ଦକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ଦିନ ଦିପ୍ରହରରେ କରିଥିଲା ଏପରି କାଣ୍ଡ

ସଦାନନ୍ଦକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ଦିନ ଦିପ୍ରହରରେ କରିଥିଲା ଏପରି କାଣ୍ଡ

ନାବାଳିକା ଦୁଷ୍କର୍ମ ମାମଲା (Minor Rape Case) ର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ (Phulbani POCSO court) ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୭୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। 

Mar 6, 2021, 04:10 PM IST