ବିଷାକ୍ତ ଖାଦ୍ୟଖାଇ ୨୦ରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଅସୁସ୍ଥ, ୭ ଗୁରୁତର
topStories0hindi612418

ବିଷାକ୍ତ ଖାଦ୍ୟଖାଇ ୨୦ରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଅସୁସ୍ଥ, ୭ ଗୁରୁତର

ବିଷାକ୍ତ ଖାଦ୍ୟଖାଇ ୨୦ରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଅସୁସ୍ଥ । ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘଟିଛି ଏଭଳି ଅଘଟଣ । ୨୦ ଅସୁସ୍ଥଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ଅଛି । ସମସ୍ତଙ୍କୁ ମାଧପୁର ମେଡିକାଲ ଓ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । 

ବିଷାକ୍ତ ଖାଦ୍ୟଖାଇ ୨୦ରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଅସୁସ୍ଥ, ୭ ଗୁରୁତର

ଆଠଗଡ଼: ବିଷାକ୍ତ ଖାଦ୍ୟଖାଇ ୨୦ରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଅସୁସ୍ଥ । ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘଟିଛି ଏଭଳି ଅଘଟଣ । ୨୦ ଅସୁସ୍ଥଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ଅଛି । ସମସ୍ତଙ୍କୁ ମାଧପୁର ମେଡିକାଲ ଓ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଗତକାଲି ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ବଣଭୋଜି କରିବାକୁ ଯାଇଥିଲେ । ଆଉ ସେଠାରୁ ଫେରିବା ପରଠାରୁ ୨୦ଜଣ ଅସୁସ୍ଥ ଅଛନ୍ତି । ତେବେ ବଣଭୋଜୀରେ ହୋଇଥିବା ଖାଦ୍ୟ ବିଷାକ୍ତ ଥିଲା ନା ଖାଦ୍ୟ ସଠିକ୍ ଭାବେ ରନ୍ଧା ଯାଇ ନ ଥିଲା, ଅବା ଅନ୍ୟ କେଉଁ କାରଣ ଅଛି ସେନେଇ ଅଧିକ ସୂଚନା ହସ୍ତାନ୍ତର ହୋଇ ନାହିଁ ।
। 

Trending news