• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Cuttack
  • /ଲକଡାଉନ୍ ବେଳେ ରକ୍ତଦାନ କଲେ କଟକ ଡିସିପି

ଲକଡାଉନ୍ ବେଳେ ରକ୍ତଦାନ କଲେ କଟକ ଡିସିପି

ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ପରିସରରେ ସେ ରକ୍ତଦାନ କରିଥିଲେ ।

Edited By:Zee Odisha Desk
Published: Apr 19, 2020, 06:45 AM IST|Updated: Apr 19, 2020, 06:47 AM IST
joinshare
ଲକଡାଉନ୍ ବେଳେ ରକ୍ତଦାନ କଲେ କଟକ ଡିସିପି
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ତିଆରି ନୂଆ ରାଜସ୍ୱ ଭବନ, 'ବ୍ରହ୍ମୋସ' କିଣିବ ଇଣ୍ଡୋନେସିଆ ଓ ଅନ୍ୟ ଖବର

    Top 10 News: ତିଆରି ନୂଆ ରାଜସ୍ୱ ଭବନ, 'ବ୍ରହ୍ମୋସ' କିଣିବ ଇଣ୍ଡୋନେସିଆ ଓ ଅନ୍ୟ ଖବର

    top 10 news today4:30 PM IST
    2

    ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା, ୩ ପ୍ଲାଟୁନ୍‌ ପୋଲିସ ମୁତୟନ

    RD UniversityJul 07
    3

    ଭାରତଠାରୁ 'ବ୍ରହ୍ମୋସ' ଏବଂ 'ଅସ୍ତ୍ର' କ୍ଷେପଣାସ୍ତ୍ର କିଣିବ ଇଣ୍ଡୋନେସିଆ !

    Odia NewsJul 07
    4

    Odisha News: ପାରିବାରିକ କଳହ ଯୋଗୁଁ ଜୀବନ ହାରିଲେ ଯବାନ!

    Odisha newsJul 07
    5

    ଗାଧୋଇବା ବେଳେ ଭାସିଗଲେ ୨ଜଣ, ଖୋଜୁଛି ଅଗ୍ନିଶମ ବାହିନୀ

    Odia NewsJul 07

    କଟକ: କୋରୋନା ମୁକାବିଲା ପାଇଁ ଏବେ ସମଗ୍ର ଦେଶ ଲକଡାଉନ୍ ରହିଛି । ଏହି ସମୟରେ ରକ୍ତ ଭଣ୍ଡାର ଗୁଡ଼ିକରେ ରକ୍ତ ନଥିବା ଦେଖିବାକୁ ମିଳୁଛି । ଆଉ ଏସବୁ ଭିତରେ ନିଜେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂହ । ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ପରିସରରେ ସେ ରକ୍ତଦାନ କରିଥିଲେ । 

    ଶନିବାର କଟକରେ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନରେ ରକ୍ତଦାନ କରିଥିଲେ କଟକ ଡିସିପି ଅଖିଲେଶ୍ୱର୍ ସିଂ । ଏଥି ସହ ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନ ମଧ୍ୟ ରକ୍ତଦାନ କରିଛନ୍ତି । କୋରୋନା ପାଇଁ ରକ୍ତ ଅଭାବକୁ ଦୂର କରିବା ପାଇଁ କଟକରେ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ଆରମ୍ଭ କରାଯାଇଥିଲା । ତେବେ ଲକ୍ ଡାଉନ୍ ସମୟରେ ପୋଲିସର ଏପରି ଭୂମିକାକୁ ସବୁଠି ପ୍ରଶଂସା କରାଯାଉଛି । ଏବେ ଡିସିପି ଓ ଥାନା ଅଧିକାରୀଙ୍କ ଏଭଳି ରକ୍ତଦାନ ଅନେକଙ୍କୁ ଉତ୍ସାହିତ କରିବ ନିଶ୍ଚୟ । 

    Add Zee News as a Preferred Source
    TAGS:
    lockdown
    Cuttack dcp
    blood donation
    Cuttack