ପୋଲିସରେ ଚାକିରି, ଡ୍ୟୁଟି ସରିଲେ ମାସ୍କ ତିଆରି

ଅନେକ ବେସାହାରା ଲୋକଙ୍କ ପାଖରେ ଏହି ମାସ୍କ ଯୋଗାଇବା ପାଇଁ ଏବେ ନୂଆ ବାଟ ଆପଣାଇଛନ୍ତି କଟକ ଆରପିଏଫର କନଷ୍ଟେବଳ କମଳ ଲୋଚନ ମହନ୍ତ । ନିଜ ହାତରେ ମାସ୍କ ତିଆରି କରୁଛନ୍ତି କମଲ ।

ପୋଲିସରେ ଚାକିରି, ଡ୍ୟୁଟି ସରିଲେ ମାସ୍କ ତିଆରି
Image Credit: ପ୍ରତୀକାତ୍ମକ ଫଟୋ

About the Author