ଖାତା ଦେଖା କାମରେ ନିୟୋଜିକ ଶିକ୍ଷକଙ୍କୁ 'କୋରୋନା ଯୋଦ୍ଧା'ରେ ସାମିଲ କରିବାକୁ ଦାବି

ଖାତା ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କୋରୋନା ଯୋଦ୍ଧାରେ ସାମିଲ କରିବା ସହିତ ୫୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା ପାଇଁ ଦାବି କରିଛି ସଂଘ ।

ଖାତା ଦେଖା କାମରେ ନିୟୋଜିକ ଶିକ୍ଷକଙ୍କୁ 'କୋରୋନା ଯୋଦ୍ଧା'ରେ ସାମିଲ କରିବାକୁ ଦାବି
Image Credit: ପ୍ରତୀକାତ୍ମକ ଫଟୋ

About the Author