କୋରୋନା ସଂକଟ: ଭିଡ଼ କମାଇବାକୁ ଏଭଳି ପଦକ୍ଷେପ ନେଲେ ହାଇକୋର୍ଟ

କୋରନା ଭାଇରସ ମାହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଲକଡାଉନର ତୃତୀୟ ପର୍ଯ୍ୟାୟ ବଳବତ୍ତର ଥିବା ସମୟ ପର୍ଯ୍ୟନ୍ତ କୋର୍ଟ ପରିସରରେ ଭିଡ କମାଇବା ପାଇଁ ହାଇକୋର୍ଟଙ୍କ ପ୍ରୟାସ । ପୂର୍ବରୁ ଦିଆଯାଇଥିବା ସମସ୍ତ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଗୁଡିକ ୧୮ ଜୁନ ଯାଏଁ ବଳବତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

କୋରୋନା ସଂକଟ: ଭିଡ଼ କମାଇବାକୁ ଏଭଳି ପଦକ୍ଷେପ ନେଲେ ହାଇକୋର୍ଟ

About the Author