ପଚିଶି ହଜାର ଲୁଟ କରି ତିନି ହୋମଗାର୍ଡ ଗିରଫ

ରାତିରେ ଡ୍ୟୁଟି କରିବା ସମୟରେ ଜଣେ ବ୍ୟକ୍ତି ଙ୍କ ଠାରୁ ଲୁଟ କରିବା ଅଭିଯୋଗରେ ତିନି ଜଣ ହୋମଗାର୍ଡ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବାଦାମବାଡି ଥାନା ପୋଲିସ ।

ପଚିଶି ହଜାର ଲୁଟ କରି ତିନି ହୋମଗାର୍ଡ ଗିରଫ

About the Author