• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ଦୁଇ ଦିନ ପାଇଁ ଭବାନୀପାଟଣା ସଟଡାଉନ

ଦୁଇ ଦିନ ପାଇଁ ଭବାନୀପାଟଣା ସହର ସଟ୍ ଡାଉନ୍ । ଏବେ କାଳାହାଣ୍ଡିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଦୁଇ ଦିନ ପାଇଁ ଭବାନୀପାଟଣା ସଟଡାଉନ
ପ୍ରତୀକାତ୍ମକ ଫଟୋ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କୋରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁ ଜିଲ୍ଲାପାଳ ଡା. ପରାଗ ଗାଭାଲି ହର୍ଷଦ ଦୁଇ ଦିନ ପାଇଁ ଭବାନୀପାଟଣା ସହରକୁ ସଟ୍ ଡାଉନ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭବାନୀପାଟଣା ସହରର ୨୦ ଟି ୱାର୍ଡରେ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏହା ସହ ସ୍ୱାସ୍ଥ୍ୟ କର୍ମୀ ଓ ଶିକ୍ଷକମାନେ ଘର ଘର ବୁଲି ଥର୍ମାଲ ଟେଷ୍ଟ ସହ କରୋନା ସନ୍ଦେହ ଥିଲେ ସ୍ୱାବ ସଂଗ୍ରହ କରିବାକୁ ଜିଲ୍ଲାପାଳ    ନିର୍ଦ୍ଦେଶ ଦେଇଛନ୍ତି । 

ଦୁଇ ଦିନ ପାଇଁ ଭବାନୀପାଟଣା ସହର ସଟ୍ ଡାଉନ୍ । ଏବେ କାଳାହାଣ୍ଡିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କେବଳ ଏତିକି ନୁହେଁ, ଏବେ ଘର ଘର ବୁଲି ଥର୍ମାଲ ଟେଷ୍ଟ କରିବେ ସ୍ୱାସ୍ଥ୍ୟ କର୍ମଚାରୀ । କୋରୋନାର ସାମାନ୍ୟ ଲକ୍ଷଣ ଥିଲେ ସ୍ୱାବ ଟେଷ୍ଟ ହେବ । ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଏପ୍ରକାର ପଦକ୍ଷେପ ନିଆଯାଇଛି ।