ଜାତୀୟ ରାଜପଥରେ ଯାଉଛି ଜୀବନ; ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୨ ମୃତ

ଛାରପଡା ଛକରେ ଆମ୍ବୁଲାନ୍ସ ଦୁର୍ଘଟଣା ଘଟିବାର ଗୋଟିଏ ଦିନ ନପୁରୁଣୁ ପୁଣି ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାଜପୁରରେ ଘଟିଥିବା ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ଜାତୀୟ ରାଜପଥରେ ଯାଉଛି ଜୀବନ; ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୨ ମୃତ
Image Credit: ପ୍ରତିକାତ୍ମକ ଫଟୋ

About the Author