ଆଇଆଇସିଙ୍କୁ ବିଦା କଲେ ପୋଲିସ ଡିଜି

ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ପୋଲିସ ଡିଜିପି ବିବାଦୀୟ ଆଇଆଇସିଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଏନେଇ ଡିଜିପି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଡିଜିପି ଅଭୟ କହିଛନ୍ତି କି, ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଦୁଷ୍କର୍ମ ଘଟଣାରେ ବିବାଦୀୟ ଆଇଆଇସିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ପୀଡିତାଙ୍କୁ ନାକଟରେ ଆମେ କ୍ଷମାପ୍ରାର୍ଥନା କରୁଛୁ

ଆଇଆଇସିଙ୍କୁ ବିଦା କଲେ ପୋଲିସ ଡିଜି

About the Author