ଗୋରୁ ଗାଈଙ୍କୁ ଅଜଣା ରୋଗ, ୫ ଦିନରେ ଗଲାଣି ୮ ବଳଦଙ୍କ ଜୀବନ

ଏବେ ଚାଷ ସମୟ । ବିଭିନ୍ନ ସ୍ଥାନରୁ ଋଣ ଆଣି ଚାଷ କାମ ଆରମ୍ଭ କରିଥିଲେ ଚାଷୀ । କିନ୍ତୁ ଗୋରୁ ଗାଈଙ୍କୁ ଏହି ଅଜଣା ରୋଗ ହେବା ପରେ ଚାଷ କାମ ମଧ୍ୟ ଠପ୍ ହୋଇଯାଇଛି ।

ଗୋରୁ ଗାଈଙ୍କୁ ଅଜଣା ରୋଗ, ୫ ଦିନରେ ଗଲାଣି ୮ ବଳଦଙ୍କ ଜୀବନ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author