ଜିଲ୍ଲାବାସୀଙ୍କ ଉପରେ ପ୍ରଶାସନର ଜୁଲୁମ, ପାଚେରୀ ଭାଙ୍ଗି ଜବରଦସ୍ତ ଡ୍ରେନ ନିର୍ମାଣ

ଡ୍ରେନ ନିର୍ମାଣ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନର ଦାଦାଗିରି । ଜୋର ଜବରଦସ୍ତ ଘରର ପାଚେରୀ ଭାଙ୍ଗି ଡ୍ରେନ ନିର୍ମାଣ କରିଛି ଜିଲ୍ଲା ପ୍ରଶାସନ। ସାଧାରଣ ଲୋକଙ୍କ ଉପରେ ଅତ୍ୟଚାର କରୁଛି ଜିଲ୍ଲା ପ୍ରଶାସନ । ସମ୍ବଲପୁର ସହର ଶାନ୍ତି ନଗରସ୍ଥିତ ଚୋପଦାର ପରିବାର ଘର ସମ୍ମୁଖରେ ଡ୍ରେନ ରହିଛି । ବର୍ଷା ସମୟରେ ଡ୍ରେନରେ ଅଧିକ ପାଣି ଜମି ରହିଥାଏ । ଏହାକ

ଜିଲ୍ଲାବାସୀଙ୍କ ଉପରେ ପ୍ରଶାସନର ଜୁଲୁମ, ପାଚେରୀ ଭାଙ୍ଗି ଜବରଦସ୍ତ ଡ୍ରେନ ନିର୍ମାଣ

About the Author