ନବବଧୂ ଯୌତୁକ ଜନିତ ହତ୍ୟା ଅଭିଯୋଗ

ପୁଣି ଏକ ନବବିବାହିତା ବଧୂକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗୀନ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ବି। ଶିକୁଳିପଦର ଗ୍ରାମରେ । ବିବାହର ବର୍ଷେ ନ ପୁରୁଣୁ ନବବଧୂର ମୃତ୍ୟୁକୁ ନେଇ ପରିବାର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ବି।ଶିକୁଳିପଦର ଗ୍ରାମର ରୁପେଲି ବୀରୋ । ତାଙ୍କୁ ଆଜ

ନବବଧୂ ଯୌତୁକ ଜନିତ ହତ୍ୟା ଅଭିଯୋଗ

About the Author