ଗୋବର ବିଦ୍ୟା! କଅଁଳ କଢ଼ଙ୍କ ଖତରେ ଫୁଟୁଛି ସରଗୀଫୁଲ

ଆଶ୍ରମ ବିଦ୍ୟାଳୟରେ ପାଠପଢିବା ବଦଳରେ ପିଲାମାନେ ରାଜରାସ୍ତାରେ ଚାଲି ଚାଲି ଗୋବର ଆଣୁଛନ୍ତି। ବିଦ୍ୟାଳୟରୁ ଅଧକିମି ଦୂରରୁ ହାତରେ ଗୋବର ଭର୍ତ୍ତି ବାଲ୍ଟିକୁ ବହୁ କଷ୍ଟରେ ବୋହି ବୋହି ନେଉଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଆର ଉଦୟଗିରି ବ୍ଳକ ସଣ୍ଡରବା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

ଗୋବର ବିଦ୍ୟା! କଅଁଳ କଢ଼ଙ୍କ ଖତରେ ଫୁଟୁଛି ସରଗୀଫୁଲ
Image Credit: ଡିଜାଇନ୍ ଫଟୋ

About the Author