• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ନକଲି ମୃଦ୍ଯୁ ପାନୀୟ କାରଖାନା ଉପରେ ଚଢାଉ; ଜଣଙ୍କୁ ବାନ୍ଧିଲା ପୋଲିସ

 ନକଲି ମୃଦ୍ଯୁ ପାନୀୟ କାରଖାନା ଉପରେ ଚଢାଉ କରିଛି ପୋଲିସ।   

ନକଲି ମୃଦ୍ଯୁ ପାନୀୟ କାରଖାନା ଉପରେ ଚଢାଉ; ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ଲକ ଡାଉନ ସମୟରେ ଗଞ୍ଜାମ ଜିଲ୍ଲାରେ ସକ୍ରିୟ ହୋଇ ଉଠିଛି  କଳାବଜାରୀ। ଜିଲ୍ଲାର  ପାଟପୁର ଥାନା ଅନ୍ତର୍ଗତ ଖଣ୍ଡ ଦେଉଳି ଅଞ୍ଚଳ ଦୀର୍ଘ ଦିନ ଧରି ଚାଲିଥିବା ନକଲି ମୃଦ୍ଯୁ ପାନୀୟ କାରଖାନା ଉପରେ ଚଢାଉ କରିଛି ପୋଲିସ। ନାମୀ ଦାମୀ ବ୍ରାଣ୍ଡ ର ଲେବଲ ଲଗାଇ ନକଲି ମୃଦୁ ପାନୀୟକୁ ଅସଲି ଭାବେ ବଜାରକୁ ଛଡା ଯାଉଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ। 

ଚଢାଉ ବେଳେ ନିମ୍ନ ମାନର ପାଣି, କୁରକୁରେ ସହ ବିପୁଳ ପରିମାଣର ମୃଦୁ ପାନୀୟ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହା ପୂର୍ବରୁ ଜିଲ୍ଲାରେ ରହିଥିବା ଷ୍ଟେସନାରୀ ସପ୍, ମେଡିକାଲ ଷ୍ଟୋର ଠାରୁ ଆରମ୍ଭ କରି ତେଜରାତି ଦୋକାନରେ ଗଚ୍ଛିତ ରହିଥିବା ମାସ୍କ ଏବଂ ସାନିଟାଇଜର ଭଳି କୋରୋନା ସୁରକ୍ଷା କବଚର  ଯାଞ୍ଚ କରାଯାଇଥିଲା।