Kalinga Ghati Bus Accident: କଳିଙ୍ଗା ଘାଟିରେ ଓଲଟିଲା ବସ୍‌, ୫୦ ଆହତ

ଆହାତ ମାନଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଆମ୍ବୁଲାନ୍ସରେ ଜି. ଉଦୟଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଆହାତ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି ।

Kalinga Ghati Bus Accident: କଳିଙ୍ଗା ଘାଟିରେ ଓଲଟିଲା ବସ୍‌, ୫୦ ଆହତ
Image Credit: ପ୍ରତୀକାତ୍ମକ ଫଟୋ

About the Author