ସ୍କୁଲ ଗେଟ୍ ପାଚେରୀ ପଡି ଜଣେ ଛାତ୍ରୀ ମୃତ, ୨ ଗୁରୁତର

ମୃତ ଛାତ୍ରୀ ଜଣକ ବେଲକଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ୮ ବର୍ଷୀୟା ଝିଅ ରିସିକା ପ୍ରଧାନ। ଗୁରୁତର ରିତେଶ ପ୍ରଧାନ, ଶୁଭଶ୍ରୀ ପ୍ରଧାନଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସ୍କୁଲ ଗେଟ୍ ପାଚେରୀ ପଡି ଜଣେ ଛାତ୍ରୀ ମୃତ, ୨ ଗୁରୁତର
Image Credit: ସ୍କୁଲ ଗେଟ୍ ପାଚେରୀ ପଡି ଜଣେ ଛାତ୍ରୀ ମୃତ, ୨ ଗୁରୁତର

About the Author