• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ଆଜି ଭାରତ ବନ୍ଦ
  • ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟ ସଂଗଠନ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ
  • ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ଆସନ୍ତାକାଲିଠୁ ଘଟଗାଁରେ ତାରିଣୀ ଦର୍ଶନ, ଜାଣନ୍ତୁ କ'ଣ ରହିଛି କଟକଣା...

ପ୍ରଥମେ ମନ୍ଦିର ପୂଜକଙ୍କ ପରିବାର ଦର୍ଶନ କରିବା ପରେ ସାଧାରଣ ଲୋକଙ୍କ ମା’ଙ୍କ କୃପା ଲାଭ କରିବେ। ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ପରି କିଛି କଟକଣା ଲାଗୁ କରାଯାଇଛି।  

ଆସନ୍ତାକାଲିଠୁ ଘଟଗାଁରେ ତାରିଣୀ ଦର୍ଶନ, ଜାଣନ୍ତୁ କ'ଣ ରହିଛି କଟକଣା...
ଆସନ୍ତାକାଲିଠୁ ଘଟଗାଁ ମା’ ତାରିଣୀ ଦର୍ଶନ

କେନ୍ଦୁଝର: ଦୀର୍ଘ ୧୦ ମାସ ପରେ ମା’ ତାରିଣୀଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆସନ୍ତାକାଲି ସକାଳ ୮ଟାରେ ଖୋଲିବ ଘଟଗାଁ (Ghatagaon) ର ମନ୍ଦିର। ପ୍ରଥମେ ମନ୍ଦିର ପୂଜକଙ୍କ ପରିବାର ଦର୍ଶନ କରିବା ପରେ ସାଧାରଣ ଲୋକଙ୍କ ମା’ଙ୍କ କୃପା ଲାଭ କରିବେ। ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ପରି କିଛି କଟକଣା ଲାଗୁ କରାଯାଇଛି।

କଟକଣା ଭିତରେ ତାରିଣୀ ମନ୍ଦିର (Tarini Temple)  ଖୋଲିବା ପାଇଁ ମନ୍ଦିର ଟ୍ରଷ୍ଟକୁ ଜିଲ୍ଲା (Keonjhar) ପ୍ରଶାସନ ଅନୁମତି ଦେଇଛି।

Also Read: ୨୦୨୧ରେ ତିନି ମାସ ନାହିଁ ବିବାହ ଯୋଗ, ଜଣନ୍ତୁ କେବେ ହେବ ୨ ହୃଦୟର ମିଳନ

ଦର୍ଶନ ସମୟ: 
ଦିନ ୮ଟାରୁ ୧୨ଟା ୩୦ ମିନିଟ 
ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ମିନିଟ

  • ସକାଳ ୮ଟାରୁ ୯ଟା ଯାଏ ପୁଜକ ପରିବାର କରିବେ ଦର୍ଶନ
  • ୩ ନଂ ଗେଟ ଦେଇ ଧାଡି ପ୍ରବେଶ
  • ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ମନା
  • ମନ୍ଦିର ପରିସରରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ
  • ଭକ୍ତଙ୍କୁ କରାଯିବ ସାନିଟାଇଜ୍
  • ଥରକେ ୨୫ରୁ ୩୦ ଭକ୍ତଙ୍କୁ ମନ୍ଦିର ବେଢ଼ା ଭିତରକୁ ପ୍ରବେଶ ଅନୁମତି
  • ଲାଗିବ ନାହିଁ ଭୋଗ, ନଡିଆ, ଧୂପ, ଦୀପ
  • ମା'ଙ୍କ ଚନ୍ଦନ, ସିନ୍ଦୁର ଗ୍ରହଣକୁ ବାରଣ
  • ୫ ନଂ ଗେଟରେ ହେବ ଗାଡି ପୂଜା