• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha State
  • /ଆସନ୍ତା ୩୧ ଭିତରେ ମାଟ୍ରିକ ରେଜଲ୍ଟ

ଆସନ୍ତା ୩୧ ଭିତରେ ମାଟ୍ରିକ ରେଜଲ୍ଟ

ଖାତା ଦେଖା ସରିଛି । ଟାବୁଲେସନ ଚାଲିଛି।

Edited ByZee Odisha Desk
Published: Jul 13, 2020, 01:08 PM IST|Updated: Jul 13, 2020, 01:08 PM IST
joinshare
ଆସନ୍ତା ୩୧ ଭିତରେ ମାଟ୍ରିକ ରେଜଲ୍ଟ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ପୁଣି ସକ୍ରିୟ ହେଲା ମୌସୁମୀ! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ IMDର ପର

    ପୁଣି ସକ୍ରିୟ ହେଲା ମୌସୁମୀ! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ IMDର ପର

    2

    Top 10 News: ଚୁଟକିରେ ପଢ଼ନ୍ତୁ ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    3

    IMD Red Alert: ଲଗାଣ ବର୍ଷାରେ ରାଜଧାନୀ ବେହାଲ! ଜଳମଗ୍ନ ରାସ୍ତା, ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମ୍

    4

    Subhadra Yojana 5th Installment: ଖୁସି ଖବର! ଏହି ଦିନ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ୫ମ

    5

    ସ୍ୱଚ୍ଛ ଶକ୍ତିରେ ଓଡ଼ିଶା ଲେଖିବ ନୂଆ ଇତିହାସ, ₹୬୭ ହଜାର କୋଟିର ନିବେଶକୁ ମିଳିଲା ମଞ୍ଜୁରି

    ଭୁବନେଶ୍ୱର: ଆସନ୍ତା ୩୧ ତାରିଖ ମଧ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏନେଇ ସେ ସୂଚନା ଦେଇ କହିଛନ୍ତି କି, ମାଟ୍ରିକ ଖାତା ଦେଖା ସରିଛି। ଟାବୁଲେସନ ଚାଲିଛି। ଖୁବ ଶୀଘ୍ର ତାହା ମଧ୍ୟ ସରିଯିବ। 

    ଶ୍ରୀ ଦଶ ଆହୁରି ମଧ୍ୟ କହିଛନ୍ତି କି, ଯୁକ୍ତ ଦୁଇ ଖାତା ଦେଖା ଚାଲିଛି। ୨୦ଟି ଜିଲ୍ଲାରେ କୋରୋନା ପ୍ରଭାବ ଗୁରୁତର ରହିଛି। ଖାତା ଦେଖିବାକୁ ଶିକ୍ଷକମାନେ ଆସି ପାରୁନାହାନ୍ତି। ତେବେ ସରକାରୀ ସ୍ତରରେ ଆମେ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦେବୁ। ଏହା ପରେ କିପରି ସରଳ ଭାବରେ ଖାତା ଦେଖା ହେବ  ତାହା ଉପରେ ମଧ୍ୟ ଚିନ୍ତା କରୁଛୁ ବୋଲି ସେ କହିଥିଲେ। 

     

     

    Add Zee News as a Preferred Source
    TAGS:
    Matric Result
    July
    education department
    School and mass education