• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha State
  • /ଗଜପତିରୁ ୨୫ ନୂଆ ଆକ୍ରାନ୍ତ

ଗଜପତିରୁ ୨୫ ନୂଆ ଆକ୍ରାନ୍ତ

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୯୧।

Edited ByZee Odisha Desk
Published: Jul 11, 2020, 02:40 PM IST|Updated: Jul 11, 2020, 02:40 PM IST
joinshare
ଗଜପତିରୁ ୨୫ ନୂଆ ଆକ୍ରାନ୍ତ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Chameli Ojha:ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ,ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

    Chameli Ojha:ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ,ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

    2

    Top 10 News Today:ଆସନ୍ତାକାଲି ସୂର୍ଯ୍ୟପରାଗ,ଦିଲ୍ଲୀରେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ମନ୍

    3

    Odisha News:ମୁଖ୍ୟମନ୍ତ୍ରୀ କଲେ ଅର୍ଥ ବିଭାଗର ସମୀକ୍ଷା,ଜୁଲାଇ ସୁଦ୍ଧା ରାଜସ୍ୱ ଆଦାୟ ପୂର୍ବ ବର୍ଷ

    4

    Solar Eclipse 2026: ଆସନ୍ତାକାଲି ସୂର୍ଯ୍ୟପରାଗ,ଜାଣନ୍ତୁ ଭାରତ ଉପରେ କ'ଣ ରହିବ ପ୍ରଭାବ?

    5

    Odisha Vigilance: ବାଙ୍କୀ ପ୍ୟାକ୍ସ ଆନନ୍ଦପୁର ସମିତିର ପୂର୍ବତନ ସମ୍ପାଦକ ଗିରଫ

    ଗଜପତି:  ଜିଲ୍ଲାରେ ଆଜି ପୁଣି କୋରୋନା ସଂକ୍ରମିତଙ୍କ ତାଲିକାରେ ଯୋଡ଼ି ହେଲେ ୨୫ ଆକ୍ରାନ୍ତ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୯୧। ସଂକ୍ରମଣର ତଥ୍ୟକୁ ଅନୁଧ୍ୟାନ କଲେ ଏହାର ବିସ୍ଫୋରକ ରୂପ ନେଉଥିବା ସ୍ପଷ୍ଟ ବାରି ହେଉଛି। ଏଥିମଧ୍ୟରୁ ୧୦ ଜଣ କୋରୋନା ଯୋଦ୍ଧା ହୋଇଥିବା ବେଳେ ୧୨ ଜଣ ସ୍ଥାନୀୟଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ୩ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ହୋଇଥିବା ସୂଚନା ମିଳିଛି। 

    ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ସ୍ଥିତି ଗମ୍ଭୀର ହେବାରେ ଲାଗଛି। ସହରରେ ଆଜି ପୁଣି ୧୩ ଚିହ୍ନଟ ହୋଇଛନ୍ତି। ଏହା ଗୋଷ୍ଠୀ ସଂକ୍ରମଣର ସ୍ପଷ୍ଟ ନିଦର୍ଶନ। ଯାହାକୁ ଦେଖି ସଟଡାଉନ ସମୟରେ ଘର ଘର ବୁଲି ସକ୍ରିୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷରେ ଗ୍ରାମାଞ୍ଚଳରେ ମଧ୍ୟ ସମାନ ଭାବରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି, ଆଜି ଉଭୟ ଗୁମ୍ମା ଏବଂ ରା. ଉଦୟଗିରି ବ୍ଲକର ୬ଜଣ ଲେଖାଏଁ ଚିହ୍ନଟ ହୋଇଛି। 

    ତଥ୍ୟ ଲୁଚାଇବା ମହଙ୍ଗା ପଡୁଥିବା ଆଲୋଚନା ହେଉଥିବା ବେଳେ, ଆଜି ବିଭିନ୍ନ ସାହିରୁ ପୁଣି ପାଞ୍ଚ ଜଣ ସର୍ଭେ ସମୟରେ ଚିହ୍ନଟ ହୋଇଛନ୍ତି। ଯାହା ଗୋଷ୍ଠୀ ସଂକ୍ରମଣ ଦିଗକୁ ଗତି କରୁଛି। ତେବେ ସମସ୍ତ ଭିତରେ ଜନସାଧାରଣ ପ୍ରଶାସନର ସମସ୍ତ ପ୍ରତିଷେଧକ କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ନିଜ ଆଡୁ ବ୍ୟାପକ ସଚେତନ ହେବା ଜରୁରୀ ହୋଇପଡିଛି।

     

     

    Add Zee News as a Preferred Source
    TAGS:
    Gajapati
    Corona
    lockdown