କୋରୋନା ଯୋଦ୍ଧାଙ୍କୁ କାନ୍ଧ ମିଳିଲାନି, ସାହା ହେଲେ ସାମ୍ବାଦିକ

କୋରୋନା ଯୋଦ୍ଧାଙ୍କୁ ମିଳିଲାନି ଚାରି କାନ୍ଧ। ଡାକ୍ତରଖାନା ବାହାରେ ପଡ଼ିରହିଲା କୋରୋନା ଯୋଦ୍ଧାଙ୍କ ମୃତଦେହ। କୋରୋନା ସଂକଟ ସମୟରେ ମଧ୍ୟ ଦୁରେଇ ଗଲେ ସମ୍ପର୍କୀୟ। ଏପରିକି ନିଜ ପୁଅ ଓ ସ୍ତ୍ରୀ ମଧ୍ୟ ପାଖକୁ ଆସିଲେ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ପରଲୋକ

କୋରୋନା ଯୋଦ୍ଧାଙ୍କୁ କାନ୍ଧ ମିଳିଲାନି, ସାହା ହେଲେ ସାମ୍ବାଦିକ

About the Author