ଅନଲାଇନ ପାଠପଢାରେ ବାଧକ ସାଜିଛି ଅଶ୍ଲୀଳତା ଓ ଅନଲାଇନ ଗେମ, ଅଭିଭାବକ କ୍ଷୁବ୍ଧ

କିଛି ବ୍ୟକ୍ତି ବିଶେଷ ହେଉ ଅଥବା ସଂସ୍ଥା ପ୍ରମୁଖ ମନ୍ଦ ଉଦ୍ଦେଶ୍ୟ ରଖି କାମୋଦ୍ଦୀପକ, ଉତ୍ତେଜକ, ଅପ୍ରାକୃତ ଚିତ୍ର, ଦୃଶ୍ୟ ଓ ଭାଷା ଆଦି ବ୍ୟବହାର କରି ପୋଷ୍ଟ କରୁଛନ୍ତି। ଯାହାର ପ୍ରଭାବରେ କୋମଳମତି, କିଶୋର କିଶୋରୀ, ଛାତ୍ରଛାତ୍ରୀ ନକରାତ୍ମକ ଦିଗ ଆଡକୁ ମୁହାଁଉଛନ୍ତି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଉଦବେଗ ପ୍ରକାଶ ପାଉଛି।

ଅନଲାଇନ ପାଠପଢାରେ ବାଧକ ସାଜିଛି ଅଶ୍ଲୀଳତା ଓ ଅନଲାଇନ ଗେମ, ଅଭିଭାବକ କ୍ଷୁବ୍ଧ