ଘାଇକୁ ନେଇ ତେଜୁଛି ରାଜନୀତି, ରାତି ଅଧରେ ଘାଇ ହେଲା କିପରି !

ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀ ଦ୍ୱାରା ବ୍ଲକ ସବୁଠାରୁ କ୍ଷତିଗ୍ରସ୍ତ ହୋଇ ପ୍ରାୟ ୮ଟି ଘାଇ ସୃଷ୍ଟି ହେବା ଫଳରେ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଥିଲା । ଆଜି ବି ଅନେକ ଗାଁରେ ବନ୍ୟା ପାଣି ଦେଖିବାକୁ ମିଳିଛି ।

ଘାଇକୁ ନେଇ ତେଜୁଛି ରାଜନୀତି, ରାତି ଅଧରେ ଘାଇ ହେଲା କିପରି !

About the Author