ପ୍ରବାସୀଙ୍କ ପାଇଁ ବସ ପଠାଇଲେ ସବ୍ୟ

ରାଜସ୍ଥାନରେ ଫସି ରହିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀଙ୍କ ନିକଟକୁ ବସ ପଠାଇଲେ ଅଭିନେତା ସବ୍ୟସାଚୀ। ରାଜସ୍ଥାନର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ର ସାହାଯ୍ୟର ହାତ ବଢାଇଛନ୍ତି। ଏପରିକି ସବ୍ୟସାଚୀ ମିଶ୍ର ନିଜ ଉଦ୍ୟମରେ ସମସ୍ତ ବ୍ୟବସ୍ଥା କରିଥିବା ନେଇ ଜଣାପଡି଼ଛି

ପ୍ରବାସୀଙ୍କ ପାଇଁ ବସ ପଠାଇଲେ ସବ୍ୟ

About the Author