• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ସାଂସଦଙ୍କ ନାଁରେ ଫେକ ଆକାଉଣ୍ଟ

ସାଂସଦ ନିତେଶ ଗଙ୍ଗଦେବ ( MP Nitesh Ganga Dev) ଙ୍କ ନାଁରେ ଖୋଲାଯାଇଛି ଫେକ୍ ଫେସବୁକ ଆକାଉଣ୍ଟ (Facebook Fake Account)। ଏହି ଫେକ୍ ଆକାଉଣ୍ଟ (Fake Account) ରୁ କେହି ଜଣେ ଅସାମାଜିକ ଲୋକ ବିଭିନ୍ନ ଲୋକଙ୍କୁ ଟଙ୍କା ବରାଦ କରୁଥିବା ଅଭିଯୋଗ ହୋଇଛି ।

ସାଂସଦଙ୍କ ନାଁରେ ଫେକ ଆକାଉଣ୍ଟ

ସମ୍ବଲପୁର: ସାଂସଦ ନିତେଶ ଗଙ୍ଗଦେବ (Nitesh Ganga Dev) ଙ୍କ ନାଁରେ ଖୋଲାଯାଇଛି ଫେକ୍ ଫେସବୁକ ଆକାଉଣ୍ଟ (Facebook Fake Account)। ଏହି ଫେକ୍ ଆକାଉଣ୍ଟ (Fake Account) ରୁ କେହି ଜଣେ ଅସାମାଜିକ ଲୋକ ବିଭିନ୍ନ ଲୋକଙ୍କୁ ଟଙ୍କା ବରାଦ କରୁଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ସାଂସଦ (Sambalpur MP) ନିତେଶ ଗଙ୍ଗଦେବ (Nitish Gangadev) ଙ୍କ ନାଁରେ ଖୋଲାଯାଇଛି ଫେକ୍ ଫେସବୁକ ଆକାଉଣ୍ଟ । ଏହି ଫେକ୍ ଆକାଉଣ୍ଟରୁ କେହି ଜଣେ ଅସାମାଜିକ ଲୋକ ବିଭିନ୍ନ ଲୋକଙ୍କୁ ଟଙ୍କା ବରାଦ କରୁଥିବା ଅଭିଯୋଗ ହୋଇଛି ।ଏନେଇ ସମ୍ବଲପୁର ସାଂସଦ ନିତେଶ ଗଙ୍ଗ ଦେବଙ୍କ ସମ୍ବଲପୁର ମହାନଗର ନିଗମର ସାଂସଦ ପ୍ରତିନିଧି ମୋହନ ଦାସ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି । 

ସମ୍ବଲପୁର ସାଂସଦଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ, ସାଇବର ଥାନାରେ ଏତଲା।ଏନେଇ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ପ୍ରତିନିଧି ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ସାଂସଦଙ୍କ ତରଫରୁ ଝାରସୁଗୁଡା ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ସମ୍ବଲପୁର ସାଇବର ଥାନାରେ ଏତଲା ଦିଆଯିବା ପରେ ସାଇବର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।