ବିଜୁ ପକ୍କା ଘର ସମ୍ପୂର୍ଣ ନକରି ଟଙ୍କା ଉଠେଇ ନେଇଛନ୍ତି ଠିକାଦାର

ଗରିବ ହିତାଧିକାରୀଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ କିଛି ଅସାଧୁ କର୍ମଚାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଇଁ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଯୋଜନା। ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକର ବୁରଡ଼ା ପଞ୍ଚାୟତରେ ବିଜୁ ପକ୍କା ଘର କାମ ସରି ନ ଥିବା ବେଳେ ଟଙ୍କା ଉଠେଇ ନେଇଛନ୍ତି ସରପଞ୍ଚଙ୍କ

ବିଜୁ ପକ୍କା ଘର ସମ୍ପୂର୍ଣ ନକରି ଟଙ୍କା ଉଠେଇ ନେଇଛନ୍ତି ଠିକାଦାର

About the Author