ମହାନଦୀକୁ ଡେଇ ମା' ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ !

ସମ୍ବଲପୁର ମହାନଦୀ ବଢିପାଣିରେ ମା ଓ ଝିଅ ଡେଇଁଥିବା ଆତ୍ମହତ୍ୟା କରିଥିବା ସନ୍ଦେହ । ମହାନଦୀର ଦ୍ୱିତୀୟ ସେତୁ ଚାଉଁରପୁରଠାରେ ମା ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ । ଏ ବାବଦରେ ଖବର ପାଇ ସମ୍ବଲପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଛାନଭିନ କରି ଫେରିଛି । ଅନ୍ୟପକ୍ଷରେ ଟାଉନଥାନା ପୋଲିସ ଗୋଟିଏ ସ୍କୁଟି, ମୋବାଇଲ, ଚପଲ ଜବତ କରିଛି । ସୂଚନା

ମହାନଦୀକୁ ଡେଇ ମା' ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ !

About the Author