ଭୟଙ୍କର ରୂପ ନେଇ ସୁନ୍ଦରବନ ଉଜାଡ଼ିବ ଅମ୍ଫାନ !

ସାମୁଦ୍ରିକ ଝଡ଼ ଅମ୍ଫାନ ମହାବାତ୍ୟାର ରୂପ ନେଇଛି। ଘଣ୍ଟାକୁ ୮ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ସ୍ଥଳ ଭାଗ ଛୁଇଁବ। ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ମହାପ

ଭୟଙ୍କର ରୂପ ନେଇ ସୁନ୍ଦରବନ ଉଜାଡ଼ିବ ଅମ୍ଫାନ !

About the Author