ଉପାନ୍ତ ଅଞ୍ଚଳର ଅଭାବନୀୟ ଚିତ୍ର: ଛୁଆଙ୍କୁ ମଦ ବାଣ୍ଟିଲେ, ପରମ୍ପରାକୁ ବଜାୟ ରଖିଲେ

ଏ ଦୃଶ୍ୟ ମାଲକାନଗିରି ଜିଲ୍ଲା ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପ୍ରସନପାଲି ଗାଁର । ଏଠି କାହାର ବାହାଘର ହେଲେ ଆଦିବାସୀ ପରମ୍ପରା ଅନୁଯାୟୀ ମଦ ପରଷାଯାଏ । ଆଉ ଏଠି ତାହା ହିଁ ହୋଇଛି ।

 ଉପାନ୍ତ ଅଞ୍ଚଳର ଅଭାବନୀୟ ଚିତ୍ର: ଛୁଆଙ୍କୁ ମଦ ବାଣ୍ଟିଲେ, ପରମ୍ପରାକୁ ବଜାୟ ରଖିଲେ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author