ରାତି ପାହିଲେ ରଥଯାତ୍ରା, ସିଂହଦ୍ୱାର ନିକଟରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ସୁପ୍ରିମକୋର୍ଟରୁ ଗ୍ରୀନ ସିଗନାଲ ମିଳିବା ପରେ ରଥଯାତ୍ରା ନେଇ ପ୍ରସ୍ତୁତି ଆହୁରି ତ୍ୱରାନ୍ୱିତ ହୋଇଛି । ବିନା ଭକ୍ତରେ କିପରି ଶାନ୍ତିଶୃଙ୍ଖଳାର ସହ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ ହୋଇପାରିବ, ସେନେଇ ପୁରା ପ୍ରସ୍ତୁତିରେ ଲାଗିପଡ଼ିଛି ପ୍ରଶାସନ ।

ରାତି ପାହିଲେ ରଥଯାତ୍ରା, ସିଂହଦ୍ୱାର ନିକଟରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author