ଜଳକଷ୍ଟ ଦୂର କଲା ତିବ୍ବତୀୟ ସଂସ୍ଥା, ଯୋଗାଇଲା ପାନୀୟ ଜଳ

କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାମାଜିକ ଦୁରତା ବଜାୟ ରଖିବା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ତିଦ୍ଦତୀୟମାନେ ଆପଣେଇଛନ୍ତି ଅଭିନବ ପ୍ରୟାସ । ବିଶୁଦ୍ଧ ପାଣି ପାଇଁ ଯିବାକୁ ପଡୁନାହିଁ ମାଇଲ ମାଇଲ ଦୁର, ହାତ ପାଆନ୍ତାରେ ଖୁବ ସମୟରେ ଏଟିଏମରୁ ମିଳୁଛି ବିଶୁଦ୍ଧ ପାଣି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ପ୍ରଥମ ଥର ଆରମ୍ଭ ହୋଇଛି ମିନେ

ଜଳକଷ୍ଟ ଦୂର କଲା ତିବ୍ବତୀୟ ସଂସ୍ଥା, ଯୋଗାଇଲା ପାନୀୟ ଜଳ

About the Author