୪ ସହଯୋଗୀ ନିହତ ହେବା ପରେ ଗ୍ରାମବାସୀଙ୍କୁ ଧମକାଇଲେ ମାଓବାଦୀ

ଏସପିଙ୍କ ସୂଚନା ମୁତାବକ, ଶିର୍ଲା ଜଙ୍ଗଲରେ ଏବେ ଆହୁରି ୧୫ରୁ ୨୦ ଜଣ ମାଓବାଦୀ ସକ୍ରିୟ ରହିଛନ୍ତି । ସାଥୀ ମାଓବାଦୀଙ୍କୁ ହରାଇବା ପରେ ଏମାନେ ପୋଲିସ ଉପରକୁ ଗୁଳିବର୍ଷା କରୁଛନ୍ତି ।

୪ ସହଯୋଗୀ ନିହତ ହେବା ପରେ ଗ୍ରାମବାସୀଙ୍କୁ ଧମକାଇଲେ ମାଓବାଦୀ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author