ରେଢାଖୋଲରେ ହାତୀ ଉତ୍ପାତ, ଲୋକ ଭୟଭୀତ

ରେଢାଖୋଲରେ ହାତୀ ଉତ୍ପାତ, ଲୋକ ଭୟଭୀତ

ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗିରହିଛି । ଏହି ବନଖଣ୍ଡରେ ଥିବା ଗ୍ରାମାଞ୍ଚଳରେ ବଣୁଆ ହାତୀଙ୍କ ପାଇଁ ଲୋକେ ସଦାସର୍ବଦା ଆତଙ୍କିତ ହୋଇ ଜୀବନ ବିତାଉଛନ୍ତି। କେତେବେଳେ ଯେ ବଣୁଆ ହାତୀ ଆସି ଗ୍ରାମର ଲୋକଙ୍କ ଉପରେ ଆକ୍ରମଣ କରିବା ସହ ଘର ଦ୍ୱାର ଭାଙ୍ଗି ଦେବେ ତାହା କହିହେବନି ।  ଗତ ଦୁଇ ଦିନ ତଳେ ରାତ

Jul 28, 2020, 01:46 PM IST
ସ୍ୱାଭିମାନ ଅଞ୍ଚଳରେ ଏନକାଉଣ୍ଟର, ମାଓ ସାମଗ୍ରୀ ଜବତ

ସ୍ୱାଭିମାନ ଅଞ୍ଚଳରେ ଏନକାଉଣ୍ଟର, ମାଓ ସାମଗ୍ରୀ ଜବତ

ମାଲକାନଗିରିରେ ଏନକାଉଣ୍ଟର, ଜଣେ ମାଓବାଦୀ ମୃତ...

Jul 27, 2020, 09:36 AM IST
ଭାଲୁ ଆକ୍ରମଣରେ ଛଟପଟ ହେଉଥିଲେ ବୃଦ୍ଧ, କାଦୁଅ ରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ

ଭାଲୁ ଆକ୍ରମଣରେ ଛଟପଟ ହେଉଥିଲେ ବୃଦ୍ଧ, କାଦୁଅ ରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ

ବୌଦ୍ଧ ହରଭଙ୍ଗା ଥାନା ସଙ୍କୁଲେଇ ପଞ୍ଚାୟତ ବିଶିପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଆଉ ଏହି ଦୃଶ୍ୟ ହିଁ କହୁଛି ଜିଲ୍ଲାର ଡିଣ୍ଡିମ ପିଟା ବିକାଶର ନଗ୍ନଚିତ୍ର । 

Jul 26, 2020, 12:29 PM IST
କୋରୋନା ଯୋଦ୍ଧାଙ୍କୁ କାନ୍ଧ ମିଳିଲାନି, ସାହା ହେଲେ ସାମ୍ବାଦିକ

କୋରୋନା ଯୋଦ୍ଧାଙ୍କୁ କାନ୍ଧ ମିଳିଲାନି, ସାହା ହେଲେ ସାମ୍ବାଦିକ

କୋରୋନା ଯୋଦ୍ଧାଙ୍କୁ ମିଳିଲାନି ଚାରି କାନ୍ଧ। ଡାକ୍ତରଖାନା ବାହାରେ ପଡ଼ିରହିଲା କୋରୋନା ଯୋଦ୍ଧାଙ୍କ ମୃତଦେହ। କୋରୋନା ସଂକଟ ସମୟରେ ମଧ୍ୟ ଦୁରେଇ ଗଲେ ସମ୍ପର୍କୀୟ। ଏପରିକି ନିଜ ପୁଅ ଓ ସ୍ତ୍ରୀ ମଧ୍ୟ ପାଖକୁ ଆସିଲେ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ପରଲୋକ

Jul 25, 2020, 02:39 PM IST
ରାଜ୍ୟ ପାଇଁ ଗୌରବ ଆଣିଲେ ସମ୍ବଲପୁରର ଅର୍ପିତା

ରାଜ୍ୟ ପାଇଁ ଗୌରବ ଆଣିଲେ ସମ୍ବଲପୁରର ଅର୍ପିତା

ଦିଲ୍ଲୀର ଏମଆଇଏଚଏମ ସଂସ୍ଥା ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା । 

Jul 24, 2020, 02:03 PM IST
ଲଭ, ସେକ୍ସ, ଧୋକା: ଯୁବତୀଙ୍କ ଗର୍ଭପାତ କରାଇ ହରଡଘଣାରେ ଯୁବକ

ଲଭ, ସେକ୍ସ, ଧୋକା: ଯୁବତୀଙ୍କ ଗର୍ଭପାତ କରାଇ ହରଡଘଣାରେ ଯୁବକ

କନ୍ଧମାଳରେ ଅଭାବନୀୟ ଘଟଣା...

Jul 23, 2020, 09:39 AM IST
ବହଳ ହେଉଛି କୋରୋନା ସଙ୍କଟ

ବହଳ ହେଉଛି କୋରୋନା ସଙ୍କଟ

ବଡ ମୁଣ୍ଡ ନେଉଛି କୋରନା। ପୁର୍ବରୁ ଜଣେ ବରିଷ୍ଠ ସାମ୍ବାଦିକ, ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀଙ୍କ ମୁଣ୍ଡ ନେଇଥିବା କୋରୋନା ଏବେ ରାଜ୍ୟର ପ୍ରଥମ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ମୁଣ୍ଡ ଗିଳିଛି କୋରୋନା। ଆଗଧାଡିର କୋରୋନା ଯୋଦ୍ଧା ପରିଗଣିତ କୋଭିଡ କେୟାର ସେଣ୍ଟରର ପରିଚାଳନା ଦାୟିତ୍ୱ ତୁଲାଉଥିବା ପ୍ରଶାସନିକ ଅଧିକାର

Jul 22, 2020, 05:40 PM IST
ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ, ବିଜେପିର ଅଭିଯୋଗ

ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ, ବିଜେପିର ଅଭିଯୋଗ

ପଶ୍ଚିମ ଓଡିଶାର ସ୍ଵାସ୍ଥ୍ୟ ସେବା ଉପରେ ଅବହେଳା କରୁଛନ୍ତି ରାଜ୍ୟ ସରକାର । ଜିଲ୍ଲାମାନଙ୍କର କୋଭିଡ ହସ୍ପିଟାଲରେ ଥିଲେ ମଧ୍ୟ ଠିକ ଭାବେ ସ୍ୱାସ୍ଥ୍ୟ ସେବା ମିଳୁନାହିଁ । ପଶ୍ଚିମ ଓଡିଶାର ଡାକ୍ତରଙ୍କୁ କାହିଁକି ଅନ୍ୟତ୍ର ନିଆଯାଉଛି । 

Jul 22, 2020, 02:46 PM IST
 ଉପାନ୍ତ ଅଞ୍ଚଳର ଅଭାବନୀୟ ଚିତ୍ର: ଛୁଆଙ୍କୁ ମଦ ବାଣ୍ଟିଲେ, ପରମ୍ପରାକୁ ବଜାୟ ରଖିଲେ

ଉପାନ୍ତ ଅଞ୍ଚଳର ଅଭାବନୀୟ ଚିତ୍ର: ଛୁଆଙ୍କୁ ମଦ ବାଣ୍ଟିଲେ, ପରମ୍ପରାକୁ ବଜାୟ ରଖିଲେ

ଏ ଦୃଶ୍ୟ ମାଲକାନଗିରି ଜିଲ୍ଲା ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପ୍ରସନପାଲି ଗାଁର । ଏଠି କାହାର ବାହାଘର ହେଲେ ଆଦିବାସୀ ପରମ୍ପରା ଅନୁଯାୟୀ ମଦ ପରଷାଯାଏ । ଆଉ ଏଠି ତାହା ହିଁ ହୋଇଛି । 

Jul 21, 2020, 12:16 PM IST
ଜୁଲାଇ ୨୨ରୁ ୩୧ ଯାଏ ସଟଡାଉନ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଜୁଲାଇ ୨୨ରୁ ୩୧ ଯାଏ ସଟଡାଉନ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ପୂର୍ବରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଜୁଲାଇ 20 ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିଲା । ତେବେ ପରିସ୍ଥିତିକୁ ଦେଖି ସଟଡାଉନ ଅବଧିକୁ ପୁଣି ଜୁଲାଇ ୨୨ ରୁ ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି ।

Jul 21, 2020, 08:52 AM IST
ଗାଁ ପୁଅକୁ ହରାଇ ଏମିତି କାନ୍ଦୁଛି ପାଣ୍ଡିରି

ଗାଁ ପୁଅକୁ ହରାଇ ଏମିତି କାନ୍ଦୁଛି ପାଣ୍ଡିରି

ଗତକାଲି ରାତିରେ ଯେତେବେଳେ ବର୍ଷିୟାନ୍ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ନେଇ ଖବର ଆସିଲା, ଏ ହେଉଛି ତା ପରର ଦୃଶ୍ୟ । ଏ ଦୃଶ୍ୟ ବିଜୟଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଣ୍ଡିରି ଗାଁର ।

Jul 21, 2020, 07:56 AM IST
ଆଜି ଚିତାଲାଗି ଅମାବାସ୍ୟା, ହେବ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି

ଆଜି ଚିତାଲାଗି ଅମାବାସ୍ୟା, ହେବ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି

ଆଜି ହେଉଛି ଚିତାଲାଗି ଅମାବାସ୍ୟା । ପରମ୍ପରା ମୁତାବକ ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି କରାଯାଇଛି।  ସେପଟେ ଗତବର୍ଷ ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି ହୋଇଥିଲା। ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରେ ପୁର୍ବରୁ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚ

Jul 20, 2020, 03:30 PM IST
ଅନ୍ଧବିଶ୍ୱାସ: ଘୁଷୁରି ବିଷ୍ଠା ଖୁଆଇ ସ୍ୱାସ୍ଥ୍ୟ ଚିକିତ୍ସା

ଅନ୍ଧବିଶ୍ୱାସ: ଘୁଷୁରି ବିଷ୍ଠା ଖୁଆଇ ସ୍ୱାସ୍ଥ୍ୟ ଚିକିତ୍ସା

ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମାଲକାନଗିରିର ମଣିଷ । 

Jul 20, 2020, 09:50 AM IST
ବେଙ୍ଗାଲୁରୁରେ ଗ୍ୟାସ ବିସ୍ଫୋରଣ ଘଟଣା, ଆଉ ଦୁଇ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁରେ ଗ୍ୟାସ ବିସ୍ଫୋରଣ ଘଟଣା, ଆଉ ଦୁଇ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରରେ ଅଘଟଣ। ବେଙ୍ଗାଲୁରୁରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ କନ୍ଧମାଳର ଦୁଇ ଜଣ ଯୁବତୀ ଓ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୁବତୀଙ୍କ ଚିକିତ୍ସା ଜାରି ରହିଛି। ବେଙ୍ଗାଲୁରସ୍ଥିତ ଭିକ୍ଟୋରିଆ ମେମୋରିଆଲ ମେଡ଼ିକାଲରେ ଦୁଇ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

Jul 17, 2020, 01:31 PM IST
BSNL ଅଧିକାରୀଙ୍କୁ ତାଲା ପକାଇଲେ ଅସ୍ଥାୟୀ କର୍ମଚାରୀ

BSNL ଅଧିକାରୀଙ୍କୁ ତାଲା ପକାଇଲେ ଅସ୍ଥାୟୀ କର୍ମଚାରୀ

ସମ୍ବଲପୁରରେ ବିଏସଏନଏଲ ଅଫିସରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ । 

Jul 17, 2020, 09:04 AM IST
କଣ୍ଟେନମେଣ୍ଟ ଜୋନ ସମୟ ସୀମା ବଢିବା ନେଇ ଦ୍ଵନ୍ଦ୍ୱ, ସମସ୍ୟାରେ ଜିଲ୍ଲାବାସୀ

କଣ୍ଟେନମେଣ୍ଟ ଜୋନ ସମୟ ସୀମା ବଢିବା ନେଇ ଦ୍ଵନ୍ଦ୍ୱ, ସମସ୍ୟାରେ ଜିଲ୍ଲାବାସୀ

ମାଲକାନଗିରି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ସମୟ ସୀମା ବଢିବା ନେଇ ଦ୍ଵନ୍ଦ୍ୱ ।  ଅସୁବିଧାର ସମ୍ମୁଖୀନ ହେଲେ ନ୍ୟାୟିକ ବିଭାଗର ଅଧିକାରୀ ଓ କର୍ମଚାରୀ । ପ୍ରଶାସନର ସାମାନ୍ୟ ଭୁଲ ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହିଲେ । ମାଲକାନଗିରି ଜିଲ୍ଲାର ବାଲିମେଳା ଛକ ପରିସର କୁ ପ୍ରଶାସନ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଗତକ

Jul 16, 2020, 02:00 PM IST
ବୁର୍ଲାରେ ପୁଣି ୪ କୋରୋନା ଯୋଦ୍ଧା ସଂକ୍ରମିତ

ବୁର୍ଲାରେ ପୁଣି ୪ କୋରୋନା ଯୋଦ୍ଧା ସଂକ୍ରମିତ

ଗୁରୁବାର ଜିଲ୍ଲାରେ ୪ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪ ଜଣ ବୁର୍ଲା ଭୀମସାର କୋଭିଡ ଯୋଦ୍ଧା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବୁର୍ଲା ଭୀମସାର ମେଡିକାଲରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏହାର ସମସ୍ତ ଓପିଡିକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏପରିକି ସମ୍ବଲପୁର ସହରର କେତ

Jul 16, 2020, 01:12 PM IST
ସିଲିଣ୍ଡର ବିସ୍ଫୋରଣ, ଜଣେ ମୃତ

ସିଲିଣ୍ଡର ବିସ୍ଫୋରଣ, ଜଣେ ମୃତ

ବେଙ୍ଗାଲୁର ଅଘଟଣ। ବେଙ୍ଗାଲୁରୁ ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ କନ୍ଧମାଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ମହିଳା ଗୁରୁତର ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ସ୍ଥାନୀୟ ଭିକ୍ଟୋରିଆ ମେମୋରିଆଲ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। 

Jul 16, 2020, 10:08 AM IST
ବୌଦ୍ଧରେ କାୟା ମେଲାଉଛି କୋରୋନା, ଦିନ ୨ଟାରୁ ସକାଳ ୭ ଟା ଯାଏଁ କର୍ଫ୍ୟୁ

ବୌଦ୍ଧରେ କାୟା ମେଲାଉଛି କୋରୋନା, ଦିନ ୨ଟାରୁ ସକାଳ ୭ ଟା ଯାଏଁ କର୍ଫ୍ୟୁ

ଗତକାଲି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ମଧ୍ୟରୁ ୬ଟି ଲୋକାଲ କେସ୍ ରହିଥିଲା । 

Jul 15, 2020, 12:44 PM IST