ଆସନ୍ତା ୧୯ ପର୍ଯ୍ୟନ୍ତ VIMSARର ସମସ୍ତ OPD ବନ୍ଦ

ଆସନ୍ତା ୧୯ ପର୍ଯ୍ୟନ୍ତ VIMSARର ସମସ୍ତ OPD ବନ୍ଦ

ବୁର୍ଲା ମେଡ଼ିକାଲରେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ VIMSARର କେତେକ ବିଭାଗକୁ ସାନିଟାଇଜ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । 

Jul 15, 2020, 09:12 AM IST
ଦିନକରେ ୧୫ ପଜିଟିଭ, ଅନୁଗୋଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି

ଦିନକରେ ୧୫ ପଜିଟିଭ, ଅନୁଗୋଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି

କିଶୋରନଗର ବ୍ଲକ୍ ଅଞ୍ଚଳରୁ ବାହାରିଥିବା ୬ ଜଣ ପଜିଟିଭଙ୍କ ମଧ୍ୟରୁ ପଞ୍ଜାବ ଫେରନ୍ତା ୪ ଜଣ ଓ ଏସ୍ ସି ବି ମେଡିକାଲ କଲେଜ ଫେରନ୍ତା ୨ ଜଣ ଅଟନ୍ତି ।

Jul 15, 2020, 07:22 AM IST
ନବବଧୂ ଯୌତୁକ ଜନିତ ହତ୍ୟା ଅଭିଯୋଗ

ନବବଧୂ ଯୌତୁକ ଜନିତ ହତ୍ୟା ଅଭିଯୋଗ

ପୁଣି ଏକ ନବବିବାହିତା ବଧୂକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗୀନ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ବି। ଶିକୁଳିପଦର ଗ୍ରାମରେ । ବିବାହର ବର୍ଷେ ନ ପୁରୁଣୁ ନବବଧୂର ମୃତ୍ୟୁକୁ ନେଇ ପରିବାର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ବି।ଶିକୁଳିପଦର ଗ୍ରାମର ରୁପେଲି ବୀରୋ ।  ତାଙ୍କୁ ଆଜ

Jul 14, 2020, 03:26 PM IST
ବୁର୍ଲା ବଡ଼ ଡାକ୍ତରଖାନାକୁ ଛୁଇଁଲା କୋରୋନା

ବୁର୍ଲା ବଡ଼ ଡାକ୍ତରଖାନାକୁ ଛୁଇଁଲା କୋରୋନା

ବୁର୍ଲା VIMSAR କୁ ଛୁଇଁଲା କୋରୋନା। ବୁର୍ଲା ମେଡିକାଲରେ ଜଣେ ବି କୋରୋନା ପଜିଟିଭ ନଥିବା ବେଳେ ଜଣେ ଆଇସିୟୁ ଡାକ୍ତର କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଡାକ୍ତରଖାନାରେ ଜଣେ ବି କୋରୋନା ରୋଗୀ ନଥିବା ବେଳେ ଡାକ୍ତର ଜଣକ କିପରି କୋରୋନା ସଂକ୍ରମିତ ହେଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଭିସୁଟ(V

Jul 14, 2020, 01:27 PM IST
ଦିଲ୍ଲୀରେ ପ୍ରେମ, ଓଡ଼ିଶାରେ ହକ୍ ଦାବି...

ଦିଲ୍ଲୀରେ ପ୍ରେମ, ଓଡ଼ିଶାରେ ହକ୍ ଦାବି...

ଅଭିଯୁକ୍ତ ପ୍ରେମିକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଗଡ଼ପଦା ପଞ୍ଚାୟତ ଓଡ଼ିଆ ଶାସନ ଗାଁର ମନୋରଞ୍ଜନ ବିଶ୍ଵାଳଙ୍କ ପୁଅ ବିଶ୍ୱଜିତ ବିଶ୍ୱାଳ ଓରଫ ତପୁ । ନୋଏଡ଼ାର ଏକ କମ୍ପାନୀରେ ଚାକିରି କରନ୍ତି ତପୁ ।

Jul 14, 2020, 11:14 AM IST
ଜିଲ୍ଲାବାସୀଙ୍କ ଉପରେ ପ୍ରଶାସନର ଜୁଲୁମ, ପାଚେରୀ ଭାଙ୍ଗି ଜବରଦସ୍ତ ଡ୍ରେନ ନିର୍ମାଣ

ଜିଲ୍ଲାବାସୀଙ୍କ ଉପରେ ପ୍ରଶାସନର ଜୁଲୁମ, ପାଚେରୀ ଭାଙ୍ଗି ଜବରଦସ୍ତ ଡ୍ରେନ ନିର୍ମାଣ

ଡ୍ରେନ ନିର୍ମାଣ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନର ଦାଦାଗିରି । ଜୋର ଜବରଦସ୍ତ ଘରର ପାଚେରୀ ଭାଙ୍ଗି ଡ୍ରେନ ନିର୍ମାଣ କରିଛି ଜିଲ୍ଲା ପ୍ରଶାସନ। ସାଧାରଣ ଲୋକଙ୍କ ଉପରେ ଅତ୍ୟଚାର କରୁଛି ଜିଲ୍ଲା ପ୍ରଶାସନ । ସମ୍ବଲପୁର ସହର ଶାନ୍ତି ନଗରସ୍ଥିତ ଚୋପଦାର ପରିବାର ଘର ସମ୍ମୁଖରେ ଡ୍ରେନ ରହିଛି । ବର୍ଷା ସମୟରେ ଡ୍ରେନରେ ଅଧିକ ପାଣି ଜମି ରହିଥାଏ । ଏହାକ

Jul 14, 2020, 10:33 AM IST
ଅନୁଗୋଳର ୬ ପଞ୍ଚାୟତ ସଟଡାଉନ୍

ଅନୁଗୋଳର ୬ ପଞ୍ଚାୟତ ସଟଡାଉନ୍

କୋରୋନା ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଓ ପଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ସଟଡାଉନ ଘୋଷଣା କରାଯାଇଛି ।

Jul 14, 2020, 10:12 AM IST
କ୍ୱାରେଣ୍ଟାଇନ ସେଣ୍ଟରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ

କ୍ୱାରେଣ୍ଟାଇନ ସେଣ୍ଟରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ

ମଦ୍ୟପ ଯୁବକର ଆକ୍ରମଣରେ ରୋଷେୟା ଅନନ୍ତ ପ୍ରସାଦ ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

Jul 14, 2020, 08:52 AM IST
ଆସନ୍ତା ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଆସନ୍ତା ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

 ଏପରି ପରିସ୍ଥିତିରେ କୌଣସି କର୍ମଚାରୀ ହେଡ କ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । 

Jul 14, 2020, 08:32 AM IST
କୋଭିଡ କେୟାର ସେଣ୍ଟରରୁ ଚମ୍ପଟ ମାରିଲେ ୨ କଏଦୀ

କୋଭିଡ କେୟାର ସେଣ୍ଟରରୁ ଚମ୍ପଟ ମାରିଲେ ୨ କଏଦୀ

ଉଭୟ କଏଦୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ।

Jul 14, 2020, 08:12 AM IST
ଥାନାରୁ ଖସି ପଳାଉଥିଲା ଆସାମୀ, ଧକ୍କା ଦେଲା ଟ୍ରକ...

ଥାନାରୁ ଖସି ପଳାଉଥିଲା ଆସାମୀ, ଧକ୍କା ଦେଲା ଟ୍ରକ...

 ସାଇନଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖୋଦ୍ ରାୟଗଡ଼ା ଏସପି ଘଟଣାର ଅନୁଧ୍ୟାନ କରିଛନ୍ତି ।

Jul 14, 2020, 07:54 AM IST
ଜୁରାବନ୍ଦ ସ୍କୁଲରୁ କମ୍ପ୍ୟୁଟର ଚୋରି

ଜୁରାବନ୍ଦ ସ୍କୁଲରୁ କମ୍ପ୍ୟୁଟର ଚୋରି

ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Jul 14, 2020, 06:33 AM IST
ଫାଇନାନ୍ସ କମ୍ପାନୀର ଅସହ୍ୟ ଜୁଲୁମ ! ଦେହରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଫାଇନାନ୍ସ କମ୍ପାନୀର ଅସହ୍ୟ ଜୁଲୁମ ! ଦେହରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବଙ୍ଗୋମୁଣ୍ଡା ଅଞ୍ଚଳରେ ଫାଇନାନ୍ସ କମ୍ପାନୀଗୁଡ଼ିକ ଏଭକି ଜୁଲୁମ କରୁଥିବା ଅଭିଯୋଗ ହେଉଛି । ଏନେଇ ସ୍ଥାନୀୟ ଲୋକେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Jul 14, 2020, 06:17 AM IST
ବିଜୁ ପକ୍କା ଘର ସମ୍ପୂର୍ଣ ନକରି ଟଙ୍କା ଉଠେଇ ନେଇଛନ୍ତି ଠିକାଦାର

ବିଜୁ ପକ୍କା ଘର ସମ୍ପୂର୍ଣ ନକରି ଟଙ୍କା ଉଠେଇ ନେଇଛନ୍ତି ଠିକାଦାର

ଗରିବ ହିତାଧିକାରୀଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ କିଛି ଅସାଧୁ କର୍ମଚାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଇଁ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଯୋଜନା।  ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକର ବୁରଡ଼ା ପଞ୍ଚାୟତରେ ବିଜୁ ପକ୍କା ଘର କାମ ସରି ନ ଥିବା ବେଳେ ଟଙ୍କା ଉଠେଇ ନେଇଛନ୍ତି ସରପଞ୍ଚଙ୍କ

Jul 13, 2020, 01:51 PM IST
ଆସନ୍ତା ୩୧ ଭିତରେ ମାଟ୍ରିକ ରେଜଲ୍ଟ

ଆସନ୍ତା ୩୧ ଭିତରେ ମାଟ୍ରିକ ରେଜଲ୍ଟ

ଖାତା ଦେଖା ସରିଛି । ଟାବୁଲେସନ ଚାଲିଛି।

Jul 13, 2020, 01:08 PM IST
ବେଣ୍ଟପଦା ଗୋଷ୍ଠୀ ସଂଘର୍ଷ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମହେନ୍ଦ୍ର

ବେଣ୍ଟପଦା ଗୋଷ୍ଠୀ ସଂଘର୍ଷ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମହେନ୍ଦ୍ର

ଗତ ୩ ତାରିଖରେ  ଆଠଗଡ ଥାନା ବେଣ୍ଟପଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।

Jul 13, 2020, 08:18 AM IST
ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ

ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ

ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ତଥା ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୂ ହେଉଛନ୍ତି ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ । 

Jul 13, 2020, 07:46 AM IST
ଚାଷ କରୁଥିଲେ, ଟ୍ରାକ୍ଟର ଓଲଟି ଚାଳକ ମୃତ

ଚାଷ କରୁଥିଲେ, ଟ୍ରାକ୍ଟର ଓଲଟି ଚାଳକ ମୃତ

ରବିବାର ଅପରାହ୍ନ ୫ଟାରେ ଏହି ଅଭାବନୀୟ ଘଟଣା ଘଟିଛି l 

Jul 13, 2020, 07:16 AM IST
ଗୋରୁ ଗାଈଙ୍କୁ ଅଜଣା ରୋଗ, ୫ ଦିନରେ ଗଲାଣି ୮ ବଳଦଙ୍କ ଜୀବନ

ଗୋରୁ ଗାଈଙ୍କୁ ଅଜଣା ରୋଗ, ୫ ଦିନରେ ଗଲାଣି ୮ ବଳଦଙ୍କ ଜୀବନ

ଏବେ ଚାଷ ସମୟ । ବିଭିନ୍ନ ସ୍ଥାନରୁ ଋଣ ଆଣି ଚାଷ କାମ ଆରମ୍ଭ କରିଥିଲେ ଚାଷୀ । କିନ୍ତୁ ଗୋରୁ ଗାଈଙ୍କୁ ଏହି ଅଜଣା ରୋଗ ହେବା ପରେ ଚାଷ କାମ ମଧ୍ୟ ଠପ୍ ହୋଇଯାଇଛି । 

Jul 12, 2020, 12:19 PM IST
ମାଓ ସଙ୍ଗଠନକୁ ବଡ଼ ଝଟକା, କାନା ମାଡ଼ି ଓ ଲାକେ ପୁନେମ କଲେ ଆତ୍ମସମର୍ପଣ

ମାଓ ସଙ୍ଗଠନକୁ ବଡ଼ ଝଟକା, କାନା ମାଡ଼ି ଓ ଲାକେ ପୁନେମ କଲେ ଆତ୍ମସମର୍ପଣ

ଆତ୍ମସମର୍ପଣ କଲେ, ତେଲଗୁ କ୍ୟାଡରଙ୍କ ପୋଲ୍ ଖୋଲିଲେ

Jul 12, 2020, 11:48 AM IST