• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର ସ୍ଥାନାନ୍ତର ବେଳେ କୋରୋନା ରୋଗୀ ଚମ୍ପଟ, ନାକେଦମ ପ୍ରଶାସନ

ଭୁବନେଶ୍ୱର ସ୍ଥାନାନ୍ତର ବେଳେ କୋରୋନା ରୋଗୀ ଚମ୍ପଟ, ନାକେଦମ ପ୍ରଶାସନ

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରସ୍ଥିତ ଘରୋଇ କୋଭିଡ ହସ୍ପଟାଲକୁ ସ୍ଥାନାନ୍ତରିତ କରାଯାଉଥିଲା।

Jun 13, 2021, 11:09 AM IST
ଲଘୁଚାପ ଓ ମୌସୁମୀ ସକ୍ରିୟ, ଆସନ୍ତା ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ଓ ମୌସୁମୀ ସକ୍ରିୟ, ଆସନ୍ତା ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ ଆହୁରି ଅଂଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ଦିନ ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

Jun 12, 2021, 04:24 PM IST
କୋରୋନା ଟିକାକୁ ଗ୍ରାମବାସୀଙ୍କ ନା

କୋରୋନା ଟିକାକୁ ଗ୍ରାମବାସୀଙ୍କ ନା

ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ୧୦୦ଟି ଡୋଜ ନେଇ ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। କିନ୍ତୁ ଜଣେ ବି ଟିକା ଗ୍ରହଣ କରିବାକୁ ଆସିଲେ ନାହିଁ।

Jun 12, 2021, 02:18 PM IST
Oximeter ପରେ Oxygen Concentrator ବାଣ୍ଟିଲେ ରେଢାଖୋଲ ବିଧାୟକ

Oximeter ପରେ Oxygen Concentrator ବାଣ୍ଟିଲେ ରେଢାଖୋଲ ବିଧାୟକ

ସାରା ରାଜ୍ୟରେ କୋଭିଡ ଯୋଗୁଁ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ବଢିଥିବା ବେଳେ ବିଭିନ୍ନ ସମୟରେ ଏହାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଲୋଟସ ପେଟାଲ ଫାଉଣ୍ଡେସନର ସହାୟତା ଏବଂ ନିଜସ୍ୱ ଉଦ୍ୟମରେ Oxygen Concentrator ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେଇଛନ୍ତି।

Jun 12, 2021, 08:54 AM IST
ଏଥର ଶୀତଳଷଷ୍ଠୀ ପାଇଁ ନାହିଁ ସରକାରୀ ପାଣ୍ଠି,  କ୍ଷୋଭ ପ୍ରକାଶ କଲା କ୍ରିୟାନୁଷ୍ଠାନ କମିଟି

ଏଥର ଶୀତଳଷଷ୍ଠୀ ପାଇଁ ନାହିଁ ସରକାରୀ ପାଣ୍ଠି, କ୍ଷୋଭ ପ୍ରକାଶ କଲା କ୍ରିୟାନୁଷ୍ଠାନ କମିଟି

ଚଳିତବର୍ଷ ମଧ୍ୟ କୋଭିଡ ପାଇଁ ଫିକା ପଡିବ ଶୀତଳଷଷ୍ଠୀ (sital sasthi) । ସମ୍ବଲପୁର (Sambalpur) ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ମୁଦିପଡା ଜାଗେଶ୍ଵର ବାବାଙ୍କ ସହ ନିଜ ଝିଅ ପାର୍ବତୀଙ୍କୁ ବାହା ଦେବେ ଗୁରୁପଡାର ସୁମନ୍ତ ସ୍ୱାଇଁ ଆଉ ତାଙ୍କର ଧର୍ମ ପତ୍ନୀ ବନ୍ଦିତା ସ୍ୱାଇଁ। ବହୁଦିନର ଆଶା ଆଜି ସଫଳ ହୋଇଥିବା ବେଳେ ପରିବାର ସମସ୍ତେ ବାହାଘର ପ୍ରସ୍ତୁତିରେ ଲାଗିପଡିଛନ୍ତି।

Jun 11, 2021, 11:28 AM IST
ଏମିତି ହେଉଛି ସରକାରୀ ଯୋଜନାର ଲକ୍ଷ୍ୟ ପୂରଣ; ଶ୍ରମିକଙ୍କ ବଦଳରେ ପୋଖରୀ ଖୋଳୁଛି ଯନ୍ତ୍ର

ଏମିତି ହେଉଛି ସରକାରୀ ଯୋଜନାର ଲକ୍ଷ୍ୟ ପୂରଣ; ଶ୍ରମିକଙ୍କ ବଦଳରେ ପୋଖରୀ ଖୋଳୁଛି ଯନ୍ତ୍ର

ଗୋଟିଏ ପଟେ ପୋଖରୀ ଖୋଳା ସରିନଥିବା ବେଳେ ଏପଟେ କିନ୍ତୁ ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ପୂର୍ବରୁ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇସାରିଲାଣି।

Jun 10, 2021, 08:01 PM IST
ବାତ୍ୟା 'ୟାସ' ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର

ବାତ୍ୟା 'ୟାସ' ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର

ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Jun 10, 2021, 03:20 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮,୩୧,୧୨୯ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩,୧୨୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

Jun 9, 2021, 07:36 PM IST
କାଲିଠୁ ବଦଳିବ ପାଗ: ବଢିବ ବର୍ଷାର ପରିମାଣ, ୧୪ ଯାଏଁ ବର୍ଷିବ!

କାଲିଠୁ ବଦଳିବ ପାଗ: ବଢିବ ବର୍ଷାର ପରିମାଣ, ୧୪ ଯାଏଁ ବର୍ଷିବ!

ଆସନ୍ତାକାଲି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ଭାବେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୩ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗୁପର, ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, କେଉଁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Jun 9, 2021, 06:13 PM IST
କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍

କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍

ଆଜି ସକାଳେ କେସିଙ୍ଗା ରେଳ ଷ୍ଟେସନ (Kesinga Railway Station) ନିକଟରେ ଅକ୍ସିଜେନ୍ ଲିକ୍ (Oxygen leak) ହୋଇଥିବାର ସୂଚନା ମିଳିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

Jun 9, 2021, 01:22 PM IST
 ଅଟୋ ଡ୍ରାଇଭରଙ୍କ ମହାନତା; ଫେରାଇଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଅଟୋ ଡ୍ରାଇଭରଙ୍କ ମହାନତା; ଫେରାଇଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଘରକୁ ଫେରିବା ପରେ ଅଜିମ ଦେଖିଲେ ଯେ ତନ୍ମମଧ୍ୟରୁ କୌଣସି ଏକ ଯାତ୍ରୀ ଦଳ ବ୍ୟାଗ ଛାଡିଛନ୍ତି। ତେବେ ସେ ଖୋଜ ଖବର ନେଇ ଦମ୍ପତି ନିଜର ବ୍ୟାଗ ଛାଡିଥିବା ଜାଣି ଯୋଗାଯୋଗ କରି ବ୍ୟାଗଟିକୁ ଫେରେଇ ଦେଇଛନ୍ତି।

Jun 9, 2021, 11:42 AM IST
କେ.କୃଷ୍ଣ ପ୍ରସାଦ ରାଓଙ୍କ ସ୍ମୁତିଚାରଣ କଲେ ସାଥୀ ସାମ୍ୱାଦିକ

କେ.କୃଷ୍ଣ ପ୍ରସାଦ ରାଓଙ୍କ ସ୍ମୁତିଚାରଣ କଲେ ସାଥୀ ସାମ୍ୱାଦିକ

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓ। ଗତ ଜୁନ ୫ ତାରିଖରେ ତାଙ୍କର ପରଲୋକ ହୋଇଯାଇଥିଲା। ଆଜି ସାଥୀ ସାମ୍ବାଦିକମାନେ ତାଙ୍କର ସ୍ମୃତିଚାରଣ କରିଛନ୍ତି।

Jun 9, 2021, 07:21 AM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୮୮୩୬ କୋରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୮୮୩୬ କୋରୋନା ଆକ୍ରାନ୍ତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮,୨୫,୧୧୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩,୦୮୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୭,୫୬,୬୪୧ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

Jun 8, 2021, 06:38 PM IST
ପଶ୍ଚିମ ଓଡ଼ିଶାରେ ନ୍ୟାୟିକ ବ୍ୟବସ୍ଥା ଠପ୍, ଜାମିନ ପରେ ବି କାଳ କୋଠରୀରେ ଅନ୍ତେବାସୀ

ପଶ୍ଚିମ ଓଡ଼ିଶାରେ ନ୍ୟାୟିକ ବ୍ୟବସ୍ଥା ଠପ୍, ଜାମିନ ପରେ ବି କାଳ କୋଠରୀରେ ଅନ୍ତେବାସୀ

ପଶ୍ଚିମ ଓଡିଶା (Western Odisha) ପରିପ୍ରେକ୍ଷୀରେ ଯଦି ଦେଖାଯାଏ କୋର୍ଟ କଚେରୀ ବନ୍ଦ ଯୋଗୁଁ ଲକ୍ଷାଧିକ ମାମଲା ଗଡୁଛି। ବିଗତ କିଛି ବର୍ଷରେ ଅନେକ ଥର ଅଦାଳତ ବନ୍ଦ ହେବାରୁ ପାହାଡ ପରି ଗଡୁଛି ମାମଲା। ପଶ୍ଚିମ ଓଡିଶାର ୧୦ ଜିଲ୍ଲାର ବିଭିନ୍ନ ଅଦାଲତରେ ପ୍ରାୟ ସାଢେ ୩ ଲକ୍ଷରୁ ଅଧିକ ମାମଲା ପଡିରହିଛି।

Jun 8, 2021, 10:48 AM IST
 ପୋଲିସ-ବେପାରୀ ମଧୂଚନ୍ଦ୍ରିକା! କେବେ ବନ୍ଦ ହେବ ଗୋହତ୍ୟା?

ପୋଲିସ-ବେପାରୀ ମଧୂଚନ୍ଦ୍ରିକା! କେବେ ବନ୍ଦ ହେବ ଗୋହତ୍ୟା?

 ଗୋରୁ ଚୋରା ଚାଲାଣ ଓ ଗୋରୁ ଚମଡ଼ା ଚାଲାଣ, ଏମିତି ଅଭିଯୋଗ ସମ୍ବଲପୁର ଜିଲ୍ଲାର ହନୁମାନ ଜୟନ୍ତୀ ସମନ୍ବୟ ସମିତି ଆଣିଛି। ଗତକାଲି(ସୋମବାର) ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି ଅଭିଯୋଗ ଆଣିଛି ସମନ୍ବୟ ସମିତି।

Jun 8, 2021, 09:25 AM IST
ଭଲ ଖବର: ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୮ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୮ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮,୧୯,୨୧୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । 

Jun 7, 2021, 08:43 PM IST
ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ

ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ

ରାସ୍ତା ଘାଟ, ପାଣି ଆଉ ପ୍ରାକୃତିକ ସମ୍ପଦକୁ ନେଇ ବିଭିନ୍ନ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟିହୋଇଛି। 

Jun 6, 2021, 08:50 PM IST
 ଚାରି ଦଶନ୍ଧିରୁ ଜଳ କଷ୍ଟ ଭୋଗୁଛନ୍ତି ବାଲପୁରବାସୀ

ଚାରି ଦଶନ୍ଧିରୁ ଜଳ କଷ୍ଟ ଭୋଗୁଛନ୍ତି ବାଲପୁରବାସୀ

ପାନୀୟ ଜଳ ପାଇଁ ୨ କିଲୋମିଟର ଚାଲି ଚାଲି ଲମ୍ବା ଲାଇନ ଲଗାଇ ପାାଣି ଆଣିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ବାଲପୁର ଗ୍ରାମବାସୀ। ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ। ଜିଲ୍ଲା ପ୍ରଶାସନ ତଥା ନେତା ମନ୍ତ୍ରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ ଟୋପାଏ ପାନୀୟ ଜଳ।  

Jun 6, 2021, 01:47 PM IST
ବୁଲେଟ ଧକ୍କାରେ ମଇଁଷି ମୃତ, ଚାଳକ ଗୁରୁତର

ବୁଲେଟ ଧକ୍କାରେ ମଇଁଷି ମୃତ, ଚାଳକ ଗୁରୁତର

ଆଜି ସନ୍ଧ୍ୟା ସମୟରେ ବୁଲେଟ (Bullet) ରେ ଦୁଇଜଣ ବ୍ୟକ୍ତି ପ୍ରସନ୍ନ ପଣ୍ଡା ଛକରୁ ବମ୍ବେ ଛକ ପଟକୁ ଆସୁଥିବା ବେଳେ ବିଟିଏମ ଛକ ନିକଟରେ ଦୁଇଟି ମଇଁଷି କୁ ଧକ୍କା (Accident) ଦେଇଥିଲା। ଦୁର୍ଘଟଣା ପରେ ବୁଲେଟରେ ଥିବା ଜଣେ ବ୍ୟକ୍ତି ଅଚେତ ହୋଇଯାଇଥିଲେ।

Jun 5, 2021, 11:24 PM IST
କୋରୋନାର ଗୋଷ୍ଠୀ ସଂକ୍ରମଣକୁ ହାତ ଠାରି ଡାକୁଛି ପ୍ରଶାସନ

କୋରୋନାର ଗୋଷ୍ଠୀ ସଂକ୍ରମଣକୁ ହାତ ଠାରି ଡାକୁଛି ପ୍ରଶାସନ

କୋଭିଡ ମେଡିକାଲ (Covid Hospital) ଆବର୍ଜନାକୁ ପରିଚାଳନା ପାଇଁ ନିୟମ ରହିଥିବା ବେଳେ ତାହାର ଖୋଲାଖୋଲି ଉଲଂଘନ ହୋଇଛି। ତେଣୁ କିଭଳି ଭାବେ ପରିବେଶକୁ ପ୍ରଦୂଷିତ (Pollution) କରୁଛନ୍ତି ତାହା ଆଜି ପରିବେଶ ଦିବସରେ ସ୍ପଷ୍ଟ ହୋଇଯାଇଛି।

Jun 5, 2021, 08:57 PM IST