ସମ୍ବଲପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ: ଡ୍ରଗ୍ସକୁ ନା, ଜୀବନକୁ ହଁ

ସମ୍ବଲପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ: ଡ୍ରଗ୍ସକୁ ନା, ଜୀବନକୁ ହଁ

ଆଜି ହେଉଛି ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚାଲାଣ ବିରୋଧ ଦିବସ (International Day Against Drug Abuse and Illicit Trafficking)।

Jun 26, 2020, 12:34 PM IST
ଦୁଇଟି ଅଟୋ ସହ ୧୫୭ କେଜି ଗଞ୍ଜେଇ ଜବତ, ବାପାପୁଅ ଗିରଫ

ଦୁଇଟି ଅଟୋ ସହ ୧୫୭ କେଜି ଗଞ୍ଜେଇ ଜବତ, ବାପାପୁଅ ଗିରଫ

ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ଅଞ୍ଚଳରୁ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ଦେଢ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଓଜନର ଗଞ୍ଜେଇ ପୋଲିସ ଜବତ କରିଛି। ଏହା ସହିତ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ସମ୍ପର୍କରେ ବାପା  ପୁଅ ବୋଲି ପୋଲିସ ସୂଚନା ଦେଇଛନ୍ତି।  ଗିରଫ ଅଭିଯୁକ୍ତ ମାନେ ହେଲେ ଅଡବା ଥାନା କଟାମା

Jun 25, 2020, 03:25 PM IST
୧୨ଟି ଗାଁରେ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

୧୨ଟି ଗାଁରେ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

କୋରୋନା ପଜିଟିଭ ଜଣାପଡ଼ିବା ପରେ ସଟଡାଉନ ହେଲା ଝାରସୁଗୁଡ଼ା

Jun 25, 2020, 09:42 AM IST
ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଯାହା କୁହାଯାଉଛି, ମୃତ ମହିଳା ଜଣକ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ତେବେ ଗତକାଲି ରାତିରୁ ସେ ନିଖୋଜ ହୋଇଯାଇଥିଲେ । 

Jun 24, 2020, 09:37 PM IST
ସନ୍ଦେହଜନକ ଭାବେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

ସନ୍ଦେହଜନକ ଭାବେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

ଅଭିଯୋଗ ପରେ ପୋଲସରା ପୋଲିସ ଏକ ମାମଲା ରୁଜୁ କରିଛି । ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ଅଧିକ ତଦନ୍ତ ଜାରିରହିଛି । 

Jun 24, 2020, 09:25 PM IST
ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନଙ୍କୁ ମିଳିଲା ପାରୋଲ ଅନୁମତି, କାହିଁକି ଜାଣନ୍ତୁ...

ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନଙ୍କୁ ମିଳିଲା ପାରୋଲ ଅନୁମତି, କାହିଁକି ଜାଣନ୍ତୁ...

ମାଆର ଶୁଦ୍ଧକ୍ରିୟାରେ ଯୋଗଦେବା ପାଇଁ ପାରୋଲରେ ଆସିଲା ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ଅବଦୁର ରେହମାନ। ପାରୋଲରେ ଆସି ଗାଁରେ ୪ ଘଣ୍ଟା ରହିଥିଲା ଅବଦୁର ରେହମାନ । 

Jun 24, 2020, 03:59 PM IST
କାଲି ଖୋଲିବ ହୀରାକୁଦ ଗେଟ, ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି

କାଲି ଖୋଲିବ ହୀରାକୁଦ ଗେଟ, ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି

ମୌସୁମୀ ଛୁଇଁବା ପରେ ବଦଳୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହିରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା କାଲି ଦିନ ୧୦ଟା ପରେ ଯେ ଯେକୌଣସି ସମୟରେ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ। ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ତଳିଆ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଖାଲି ପାଇଁ ସତର୍କ ସୂଚନା ଜାରି କରିଛି।

Jun 24, 2020, 01:42 PM IST
ଉଦାହରଣ ପାଲଟିଲେ ସମ୍ବଲପୁର ଯୁବଗୋଷ୍ଠୀ, ନିଜ ଉଦ୍ୟମ କଲେ ରାସ୍ତା ମରାମତି

ଉଦାହରଣ ପାଲଟିଲେ ସମ୍ବଲପୁର ଯୁବଗୋଷ୍ଠୀ, ନିଜ ଉଦ୍ୟମ କଲେ ରାସ୍ତା ମରାମତି

ନିଜସ୍ୱ ଉଦ୍ୟମ ରେ ଯୁବକ ମାନେ ମରାମତି କଲେ ରାସ୍ତା। ବର୍ଷା ସମୟ ଆସିବାରୁ ସବୁବେଳେ ରାସ୍ତାରେ କାଦୁଅ ଓ ପାଣି ଜମି ରହୁଥିବା କାରଣରୁ ଲୋକଙ୍କର ଯିବା ଆସିବାରେ ଅସୁବିଧା ହେଉଥିଲା।ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଅନେକ ଗାଡି ମଟର ଯାଉଥିବା ବେଳେ ଗ୍ରାମବାସୀ ସମ୍ବଲପୁର ସହରକୁ ତଥା ଅନ୍ୟତ୍ର ଯିବା ଆସିବା ପାଇଁ ଏହି ରାସ୍ତାର ବ୍ୟବହାର କରିଥାନ୍ତି।

Jun 24, 2020, 11:42 AM IST
ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ, ଅପରାହ୍ନ ୪ଟାରୁ ଆରମ୍ଭ ହେବ ପହଣ୍ଡି

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ, ଅପରାହ୍ନ ୪ଟାରୁ ଆରମ୍ଭ ହେବ ପହଣ୍ଡି

ଆଜି ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ନୀତି ରହିଛି । ସେହିପରି ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ  ମଧ୍ୟ ଦିଆଯିବ । ଏ ତମାମ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ମହାବାହୁ । 

Jun 24, 2020, 08:07 AM IST
୫ କୁଇଣ୍ଟାଲ ଗଞ୍ଜାଇ ଜବତ , ଦୁଇ ଗିରଫ

୫ କୁଇଣ୍ଟାଲ ଗଞ୍ଜାଇ ଜବତ , ଦୁଇ ଗିରଫ

ସୁବର୍ଣ୍ଣପୁର ପୋଲିସ ଦ୍ୱାରା ଗଞ୍ଜେଇ ଜବତ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟ୍ରକରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୁବର୍ଣ୍ଣପୁର ପୋଲିସ ।  ଏକ ମାଲବାହୀ ଟ୍ରକ ଯୋଗେ ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ସୋନପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ପିଛା କରିଥି

Jun 23, 2020, 04:48 PM IST
କନ୍ଧମାଳରେ କ୍ଷମତା ଲଢେଇ, ସରପଞ୍ଚଙ୍କ ଜିଲାପାଳ କ୍ଷମତାକୁ ନେଇ ଦ୍ୱନ୍ଦ୍ୱରେ ପ୍ରଶାସନ

କନ୍ଧମାଳରେ କ୍ଷମତା ଲଢେଇ, ସରପଞ୍ଚଙ୍କ ଜିଲାପାଳ କ୍ଷମତାକୁ ନେଇ ଦ୍ୱନ୍ଦ୍ୱରେ ପ୍ରଶାସନ

ଦାରିଙ୍ଗବାଡିରେ ଏବେ  ଘଡିକେ ଘୋଡ଼ା ଛୁଟୁଛି। ୧୨ ଘଣ୍ଟା ନ ପୁରୁଣୁ ଚାପରେ ଜିଲ୍ଲାପାଳ କ୍ଷମତା ପ୍ରତ୍ୟାହାର କ‌ଲେ ସରପଞ୍ଚ, ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣାକୁ ପ୍ରତ୍ୟାହାର କଲେ।ଆଉ ଏବେ ରାତି ନପାଉଣୁ ସଂକ୍ରମଣ ଆଶଙ୍କା ଏରିଆ ଘୋଷଣା କରି ଦାରିଙ୍ଗବାଡି ବଜାରର ସମସ୍ତ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି।

Jun 23, 2020, 12:44 PM IST
ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର, ସକାଳ ସୁଦ୍ଧା ରହିଛି ୬୧୫.୫୪ ଫୁଟ

ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର, ସକାଳ ସୁଦ୍ଧା ରହିଛି ୬୧୫.୫୪ ଫୁଟ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତରରେ ବୃଦ୍ଧି ଘଟିଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୫.୫୪ ଫୁଟ ରହିଛି । ଭଲ ବର୍ଷା ଏବଂ ଉପର ମୁଣ୍ଡରୁ ଜଳ ପ୍ରବାହିତ ହେବା ଫଳରେ ଏଥର ନିର୍ଦିଷ୍ଟ ସମୟ ପୂର୍ବରୁ ହୀରାକୁଦ ନଦୀ ବନ୍ଧର ପ୍ରଥମ ବନ୍ୟାଜଳ ନିଷ୍କାସନ କର

Jun 23, 2020, 10:22 AM IST
ଏଥର ମାସକୁ ପୂର୍ବରୁ ନିଷ୍କାସିତ ହୋଇପାରେ ହୀରାକୁଦର ପ୍ରଥମ ବନ୍ୟାଜଳ

ଏଥର ମାସକୁ ପୂର୍ବରୁ ନିଷ୍କାସିତ ହୋଇପାରେ ହୀରାକୁଦର ପ୍ରଥମ ବନ୍ୟାଜଳ

ଏହି ଭାବରେ ଯଦି ଉପର ମୁଣ୍ଡରୁ ଜଳପ୍ରବାହ ଜାରି ରୁହେ, ତାହା ହେଲେ ଆଗାମୀ କିଛି ଦିନ ମଧ୍ୟରେ ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ ହୋଇଯାଇପାରେ ବୋଲି ବିଶେଷଜ୍ଞଙ୍କ ଠାରୁ ଜଣାପଡିଛି । 

Jun 23, 2020, 10:17 AM IST
ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି, ୧୨ଟାରେ ରଥ ଟଣା

ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି, ୧୨ଟାରେ ରଥ ଟଣା

ଭୋର ୩ଟାରୁ ମଙ୍ଗଳ ଆଳତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସକାଳ ୭ଟାରୁ ପହଣ୍ଡି ଚାଲିଛି । ଦିନ ୧୦ଟାରେ ପହଣ୍ଡି ସରିବ ।

Jun 23, 2020, 08:14 AM IST
ପ୍ରତ୍ୟେକ ରଥରେ କେତେ ଜଣ ଲେଖାଏଁ ସେବାୟତ ରହିବେ ?

ପ୍ରତ୍ୟେକ ରଥରେ କେତେ ଜଣ ଲେଖାଏଁ ସେବାୟତ ରହିବେ ?

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ହଁ କହିବା ପରେ ଆଜି ଛତିଶା ନିଯୋଗ ବୈଠକ ବସିଥିଲା । ବୈଠକରେ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । 

Jun 22, 2020, 09:15 PM IST
ରାତି ପାହିଲେ ରଥଯାତ୍ରା, ସିଂହଦ୍ୱାର ନିକଟରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ରାତି ପାହିଲେ ରଥଯାତ୍ରା, ସିଂହଦ୍ୱାର ନିକଟରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ସୁପ୍ରିମକୋର୍ଟରୁ ଗ୍ରୀନ ସିଗନାଲ ମିଳିବା ପରେ ରଥଯାତ୍ରା ନେଇ ପ୍ରସ୍ତୁତି ଆହୁରି ତ୍ୱରାନ୍ୱିତ ହୋଇଛି । ବିନା ଭକ୍ତରେ କିପରି ଶାନ୍ତିଶୃଙ୍ଖଳାର ସହ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ ହୋଇପାରିବ, ସେନେଇ ପୁରା ପ୍ରସ୍ତୁତିରେ ଲାଗିପଡ଼ିଛି ପ୍ରଶାସନ । 

Jun 22, 2020, 08:21 PM IST
ଅକ୍ସଫୋର୍ଡରେ ଚାଲିଛି କୋରୋନା ଟୀକା ପ୍ରସ୍ତୁତି, ନିଜ ଶରୀରରେ ପରୀକ୍ଷା କରାଇଲେ ଓଡ଼ିଆ ପୁଅ ଅଙ୍କନ

ଅକ୍ସଫୋର୍ଡରେ ଚାଲିଛି କୋରୋନା ଟୀକା ପ୍ରସ୍ତୁତି, ନିଜ ଶରୀରରେ ପରୀକ୍ଷା କରାଇଲେ ଓଡ଼ିଆ ପୁଅ ଅଙ୍କନ

UK ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମଧ୍ୟ ବର୍ତ୍ତମାନ ଏହି ଟୀକା ତିଆରି ପାଇଁ ଗବେଷଣା କରୁଛନ୍ତି । ଯାହାର ସଫଳତା ପାଇଁ ପରୀକ୍ଷାମୂଳକ ଭାବେ ଅନେକ ଲୋକଙ୍କୁ ଏହି ଟୀକା ଦିଆଯାଉଛି ।

Jun 22, 2020, 02:41 PM IST
ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଏନଏସିର ଜେଇ

ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଏନଏସିର ଜେଇ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ ବିଲ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ ବୋଲି ଜଣାପଡ଼ିଛି । 

Jun 22, 2020, 01:34 PM IST
ପୁରୀରେ ବୁଲିଲା ପ୍ରଚାର ଗାଡ଼ି

ପୁରୀରେ ବୁଲିଲା ପ୍ରଚାର ଗାଡ଼ି

ଏବେ କେବଳ ସୁପ୍ରିମକୋର୍ଟଙ୍କ ହଁ କୁ ଅପେକ୍ଷା । ରାଜ୍ୟ ଓ କେନ୍ଦ୍ର ସରକାର ରାଜି । ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠ ଦାଖଲ ହୋଇସାରିଛି । 

Jun 22, 2020, 12:39 PM IST
ଆଜି ରଥଯାତ୍ରା ନେଇ ଶୁଣାଣି

ଆଜି ରଥଯାତ୍ରା ନେଇ ଶୁଣାଣି

ଆଜି ଦିନ ୧୧ଟାରେ ଏହାର ଶୁଣାଣି ହେବ । ଜଣିକିଆ ଚାମ୍ବର ବେଞ୍ଚ ଏହି ଶୁଣାଣି କରିବେ । ଜଷ୍ଟିସ ଏସ୍ ରବିନ୍ଦ୍ର ଭଟ୍ଟ ଏହି ଶୁଣାଣି କରିବେ ବୋଲି ଜଣାପଡ଼ିଛି । 

Jun 22, 2020, 09:13 AM IST