• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ
ବାତ୍ୟା ବେଳେ କ'ଣ କରିବେ, ଆଉ ନକରିବେ; ଜାଣନ୍ତୁ...

ବାତ୍ୟା ବେଳେ କ'ଣ କରିବେ, ଆଉ ନକରିବେ; ଜାଣନ୍ତୁ...

ଭଦ୍ରକର ଧାମରା ଠାରୁ ମାତ୍ର ୬୦ କିଲୋମିଟର ଦୂରରେ ରହିଛି ୟାସ୍ । ବର୍ତ୍ତମାନ ସମୟରେ ପାରାଦ୍ୱୀପରୁ ୯୦ କିଲୋମିଟର ଓ ବାଲେଶ୍ୱରରୁ ୧୦୫ କିଲୋମିଟର ଦୂରରେ ଏହା ରହିଛି । ସେହିପରି ପଶ୍ଚିମବଙ୍ଗର ଦୀଘାରୁ ୧୦୦ କିଲୋମିଟର ଦୂରରେ ଏହା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି ।

मई 26, 2021, 07:50 AM IST
ଧାମରାରୁ ୭୦ କିମି ଦୂରରେ ବାତ୍ୟା ୟାସ୍, ଲ୍ୟାଣ୍ଡଫଲରେ ହୋଇପାରେ ବିଲମ୍ୱ

ଧାମରାରୁ ୭୦ କିମି ଦୂରରେ ବାତ୍ୟା ୟାସ୍, ଲ୍ୟାଣ୍ଡଫଲରେ ହୋଇପାରେ ବିଲମ୍ୱ

ବାତ୍ୟା ୟାସ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ଅଞ୍ଚଳରେ ଦ୍ରୁତ ଗତିରେ ପବନ ବହିବା ସହ ମୂଷଳଧାରା ବର୍ଷା ହେବାରେ ଲାଗିଛି । 

मई 26, 2021, 06:06 AM IST
ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୪ Oxygen Concentrator ପ୍ରଦାନ

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୪ Oxygen Concentrator ପ୍ରଦାନ

ଅକ୍ସିଜେନ କନସେନଟ୍ରେଟର ଯୋଗାଇବା ପାଇଁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଅନୁରୋଧ କରାଯାଇଥିଲା। 

मई 25, 2021, 05:24 PM IST
ମାଡ଼ି ଆସୁଛି ବାତ୍ୟା: ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା 'ୟାସ୍', ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି

ମାଡ଼ି ଆସୁଛି ବାତ୍ୟା: ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା 'ୟାସ୍', ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି

ଏହା ଅନୁମାନ କରାଯାଉଛି ଯେ ଏହା ଅତି ଭୀଷଣ ବାତ୍ୟା ହେବ ଏବଂ ଘଣ୍ଟା ପ୍ରତି ୧୫୫-୧୬୫ କିଲୋମିଟର ବେଗରେ ପବନ ବହିବ । 

मई 25, 2021, 11:22 AM IST
ଆଶା ଦିଦିଙ୍କୁ Oximeter ବାଣ୍ଟିଲେ ଇଞ୍ଜିନିୟର ବିଧାୟକ

ଆଶା ଦିଦିଙ୍କୁ Oximeter ବାଣ୍ଟିଲେ ଇଞ୍ଜିନିୟର ବିଧାୟକ

ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତର ଆଶା ଦିଦିଙ୍କୁ ବିଜେଡି କାର୍ଯ୍ୟକର୍ତ୍ତାମାନେ Oximeter ବାଣ୍ଟିଛନ୍ତି। ଏନେଇ ସମ୍ବଲପୁର ରେଢ଼ାଖୋଲ ବିଧାୟକ ଇଞ୍ଜିନିୟର ରୋହିତ ପୂଜାରୀ (Rohit Pujari) ନିଜେ ସୂଚନା ଦେଇଛନ୍ତି।

मई 24, 2021, 09:51 AM IST
ନକଲି ଡାକ୍ତର ଗିରଫ: ୱାର୍ଡ ବୟରୁ ଶିଶୁ ରୋଗ ବିଶେଷଜ୍ଞ

ନକଲି ଡାକ୍ତର ଗିରଫ: ୱାର୍ଡ ବୟରୁ ଶିଶୁ ରୋଗ ବିଶେଷଜ୍ଞ

ଏହି ନକଲି ଡାକ୍ତର (Fake Doctor) ବିଷୟରେ ପୋଲିସ ଖବର ପାଇବା ପରେ କ୍ଲିନିକରେ ଚଢାଉ କରିଥିଲା । ପୋଲିସ ସମସ୍ତ କାଗଜପତ୍ର ଜବତ କରି CDMO ଙ୍କ ପାଖକୁ ତଦନ୍ତ କରିବା ପଠାଇଥିବା ବେଳେ ଏହା ନକଲି ହୋଇଥିବା CDMO ତାଙ୍କ ରିପୋର୍ଟ ରେ ଦର୍ଶାଇଥିଲେ । 

मई 23, 2021, 09:41 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୧ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୧ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬,୯୨,୩୮୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି ।

मई 23, 2021, 06:58 PM IST
ରବି ଧାନ ଚାଷୀଙ୍କ ମୁଣ୍ଡର ଚଡକ! ବିଲରେ ପଡିଛି ଧାନ, ମିଳୁନି ଟୋକନ

ରବି ଧାନ ଚାଷୀଙ୍କ ମୁଣ୍ଡର ଚଡକ! ବିଲରେ ପଡିଛି ଧାନ, ମିଳୁନି ଟୋକନ

ଚଳିତବର୍ଷ ରବି ଧାନ (Rabi Crop) ସଂଗ୍ରହରେ ଟୋକନ ନୀତି ନିୟମ ଚାଷୀଙ୍କ ପାଇଁ କାଳ ହୋଇଛି। ପାଣିପାଗ ଅନୁକୂଳ ନଥିବାରୁ ଚାଷୀ କ୍ଷେତରୁ ଧାନ ଅମଳ କରିବାରେ ବିଳମ୍ବ ହେଉଛି। ଏହି  ପରିସ୍ଥିତିରେ ଜଣେ ଚାଷୀ କିପରି ଶୀଘ୍ର ଧାନ ଅମଳ କରିବ ସେନେଇ ଚିନ୍ତାରେ ଏବେ ଚାଷୀ। 

मई 23, 2021, 09:48 AM IST
ଇଟା ବୋଝେଇ ଟ୍ରାକ୍ଟରରେ ରହିଥିଲା ଗଞ୍ଜେଇ; ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ

ଇଟା ବୋଝେଇ ଟ୍ରାକ୍ଟରରେ ରହିଥିଲା ଗଞ୍ଜେଇ; ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ

ଚୋରାଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।

मई 22, 2021, 10:35 PM IST
ଜ୍ୱର କବଳରେ ଅଶୀରୁ ଉର୍ଦ୍ଧ୍ବ ଲୋକ; ଗ୍ରାମରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଜ୍ୱର କବଳରେ ଅଶୀରୁ ଉର୍ଦ୍ଧ୍ବ ଲୋକ; ଗ୍ରାମରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ

ନିଜ ଗାଁରେ ସ୍ଥାନୀୟ ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ଏକ ଟିମ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝୁଥିବାରୁ ଗ୍ରାମର ଅନେକ ଲୋକ ଭୟରେ ନିଜ ଘରର ତାଟି କବାଟରେ ତାଲା ପକାଇ କିଏ କୁଆଡ଼େ ଚାଲିଯାଇଥିଲେ।

मई 22, 2021, 09:09 PM IST
ଗ୍ରାମାଞ୍ଚଳର ଜନସଧାରଙ୍କୁ ହାତ ପାଆନ୍ତାରେ ସେବା ଯୋଗାଉଛି ରାଜସ୍ବ ରଥ

ଗ୍ରାମାଞ୍ଚଳର ଜନସଧାରଙ୍କୁ ହାତ ପାଆନ୍ତାରେ ସେବା ଯୋଗାଉଛି ରାଜସ୍ବ ରଥ

କୋଭିଡ ସମୟରେ ଗ୍ରାମାଞ୍ଚଳର ଲୋକଙ୍କୁ ହାତ ପାଆନ୍ତାରେ ବିଭାଗୀୟ ସେବା ଯୋଗାଇବା ପାଇଁ ଅଣ୍ଟାଭିଡିଛି ରାଜସ୍ୱ ବିଭାଗ। 

मई 21, 2021, 09:56 PM IST
ବାହାଘର ଚାଲିଥିବା ବର କନ୍ୟାଙ୍କୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପୋଲିସ

ବାହାଘର ଚାଲିଥିବା ବର କନ୍ୟାଙ୍କୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପୋଲିସ

ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଦସେଇପୁର ଗ୍ରାମର ରାଜେନ୍ଦ୍ର ଦଣ୍ଡିଆଙ୍କ ଶୁକ୍ରବାର ବାହାଘର ଥିଲା। 

मई 21, 2021, 06:03 PM IST
ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା: ପୋଲିସ ତଦନ୍ତକୁ ମାସେ, ଫଳାଫଳ ଶୂନ

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା: ପୋଲିସ ତଦନ୍ତକୁ ମାସେ, ଫଳାଫଳ ଶୂନ

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି (Suicide) ଘଟଣାକୁ ଏକ ମାସ ପୁରିଛି। ହେଲେ ଆଜିସୁଦ୍ଧା ନ୍ୟାୟ ମିଳିଲା ନାହିଁ। ମୃତ ଦୀନବନ୍ଧୁ ଗତମାସ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ଠାରୁ ଅତିଷ୍ଠ ହୋଇ ଶେଷରେ ନିଜ ଜୀବନକୁ ହାରିଥିଲେ। 

मई 21, 2021, 04:35 PM IST
କ୍ବାକ କ୍ଲିନିକକୁ ସିଲ କଲା ପ୍ରଶାସନ

କ୍ବାକ କ୍ଲିନିକକୁ ସିଲ କଲା ପ୍ରଶାସନ

ଏହି କ୍ଲିନିକରେ ରୋଗୀଙ୍କୁ ମନଇଛା ସାଲାଇନ, ମେଡ଼ିସିନ ଦେଇ ଚିକିତ୍ସା କରାଯାଉଥିଲା। 

मई 20, 2021, 10:02 PM IST
 Ice cream କାଠିରେ ୧୦ ଇଞ୍ଚର କେଦାରନାଥ ମନ୍ଦିର

Ice cream କାଠିରେ ୧୦ ଇଞ୍ଚର କେଦାରନାଥ ମନ୍ଦିର

ଦୀର୍ଘ ୬ମାସ ପରେ ଅର୍ଥାତ ମେ' ୧୭ ତାରିଖରେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର (Kedarnath Temple) ଖୋଲିଛି। ଚତୁର୍ଧାମ ମଧ୍ୟରୁ କେଦାରନାଥ ଅନ୍ୟତମ। କୋଭିଡ୍ ଯୋଗୁଁ ଚାରିଧାମ ଯାତ୍ରା ବନ୍ଦ ରହିଥିବାରୁ କେବଳ ପ୍ରଭୁଙ୍କ ନୀତିକ୍ରାନ୍ତି ଓ ସେବାପୂଜା କରାଯାଉଛି।

मई 20, 2021, 09:43 AM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୦ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୦ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬,୪୪,୪୦୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୩୭୮ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

मई 19, 2021, 06:40 PM IST
ପୁରୀ ପୋଲିସର ଜୁଲମ୍! ବଡଦାଣ୍ଡରେ ଲାଠିଚାର୍ଜ, ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ଆକ୍ରମଣ

ପୁରୀ ପୋଲିସର ଜୁଲମ୍! ବଡଦାଣ୍ଡରେ ଲାଠିଚାର୍ଜ, ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ଆକ୍ରମଣ

ବେଆଇନ ଭାବେ ଉଠା ଦୋକାନୀମାନେ ବଡଦାଣ୍ଡ (Badadanda) ଉପରେ ପନିପରିବା ବିକ୍ରି କରୁଥିବା ନେଇ ନଜରକୁ ଆସିବା ପରେ ପୁରୀ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଆଉ ଏଥିରେ କିଛି ଦୋକାନୀ (Vendors) ପୋଲିସକୁ ଦେଖି ଦୌଡିବା ପରେ ପଡି ଆହତ ହୋଇଥିବା ବେଳେ ଦୋକାନୀମାନେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ।

मई 19, 2021, 05:02 PM IST
ପଟ୍ଟା ଜମିକୁ ପୁଣି ଦଖଲକୁ ନେଲେ ଗ୍ରାମବାସୀ; ଦଙ୍ଗାର ରୂପ ନେବକି ଶ୍ମଶାନ?

ପଟ୍ଟା ଜମିକୁ ପୁଣି ଦଖଲକୁ ନେଲେ ଗ୍ରାମବାସୀ; ଦଙ୍ଗାର ରୂପ ନେବକି ଶ୍ମଶାନ?

 ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସମସ୍ୟାର କୌଣସି ସମାଧାନ କରାଯାଇନାହିଁ। 

मई 17, 2021, 09:08 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୧ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୧ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ

CoronaVirus in Odisha: ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬,୨୨,୯୮୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି ।

मई 17, 2021, 07:02 PM IST
କୋରୋନା ଯୁଦ୍ଧରେ ଅଗ୍ରଣୀ ଗଜପତିର ମାତ୍ର ୧୩% ଲୋକଙ୍କୁ ମିଳିଛି ଟିକା!

କୋରୋନା ଯୁଦ୍ଧରେ ଅଗ୍ରଣୀ ଗଜପତିର ମାତ୍ର ୧୩% ଲୋକଙ୍କୁ ମିଳିଛି ଟିକା!

ଆଜି ଏକ ସମ୍ୱାଦିକ ସମ୍ମିଳନୀ କରି ଗଜପତି ଜିଲ୍ଲାପାଳ ଅନୁପମ୍ ସାହା (Anupam Saha) କହିଛନ୍ତି ଆର ସିତାପୁର କୋଭିଡ ହସ୍ପିଟାଲ ସହ ଦୁଇଟି କେୟାର ସେଣ୍ଟର ଏବଂ ଗୋଟିଏ ଡେଡିକେଟେଡ କୋଭିଡ ହେଲଥ୍ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ଯେଉଁଥିରେ ମୋଟ ୫୩୨ ଶଯ୍ୟା ରହିଥିବା ବେଳେ ସେଥିମଧ୍ୟରୁ ୧୦ଟି ICU,୫ଟି ସେମି ICU ଏବଂ ୬୪ଟି ଅକ୍ସିଜେନ ସଂଯୁକ୍ତ ବେଡ ରହିଛି।

मई 17, 2021, 03:34 PM IST