• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର
 Love Jihad ଓ ଗୋ-ହତ୍ୟା ସମସ୍ୟା ନେଇ SP ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା

Love Jihad ଓ ଗୋ-ହତ୍ୟା ସମସ୍ୟା ନେଇ SP ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା

ବିଭିନ୍ନ ସମୟରେ ସହରରେ ଲଭ ଜିହାଦ, ଗୋହତ୍ୟା, ଗୋରୁ ଚାଲାଣ ହେଉଛି, ସେ ବାବଦରେ ମଧ୍ୟ ପୋଲିସକୁ ଅବଗତ କରାଗଲେ ମଧ୍ୟ ପୋଲିସ ନିରବ ରହୁଥିବା ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନିର୍ଭୟରେ ତାଙ୍କର କଳା କାରନାମା ଜାରି ରଖିଛନ୍ତି ବୋଲି ଅଭିଯୋଗ ହୋଇଛି।

मई 17, 2021, 02:46 PM IST
କୋରୋନା ମୃତକଙ୍କ ଅନ୍ତିମ ସଂସ୍କାରକୁ ନେଇ ଲଙ୍କାକଣ୍ଡ; ପୋଲିସକୁ ଆକ୍ରମଣ, ୭ ଗ୍ରାମବାସୀ ଗିରଫ

କୋରୋନା ମୃତକଙ୍କ ଅନ୍ତିମ ସଂସ୍କାରକୁ ନେଇ ଲଙ୍କାକଣ୍ଡ; ପୋଲିସକୁ ଆକ୍ରମଣ, ୭ ଗ୍ରାମବାସୀ ଗିରଫ

 ଜଣେ କୋରୋନା ମୃତକଙ୍କ ଶବଦାହ ପାଇଁ ପୋଲିସ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ମୟୂରଭଞ୍ଜର ଏକ ଗ୍ରାମରେ ପହଞ୍ଚିଥିଲେ। ଯେଉଁଠି ସେମାନଙ୍କୁ ଗ୍ରାମବାସୀ ଆକ୍ରମଣ କରିଥିବା ଅଭିଯୋଗ ହେଇଛି।

मई 17, 2021, 12:32 PM IST
ଆଉ ମାସେ ଜଗା ଦର୍ଶନ ବନ୍ଦ

ଆଉ ମାସେ ଜଗା ଦର୍ଶନ ବନ୍ଦ

ରାଜ୍ୟରେ କୋରୋନା (Coronavirus) ସଂକ୍ରମଣ ବଢିବା ସହ ଭକ୍ତ ଓ ଭଗବାନ ମଧ୍ୟରେ ଦୂରତା ମଧ୍ୟ ବୃଦ୍ଧି ପାଉଛି। ପ୍ରଥମେ ୨୦ ଦିନ ଆଉ ଏବେ ମାସେ ପାଇଁ ଶ୍ରୀମନ୍ଦିର (Srimandir) ରେ ଭକ୍ତଙ୍କ ପ୍ରବେଶ ନିଷିଧ କରାଯାଇଛି।

मई 17, 2021, 09:56 AM IST
ଚାରି ଦଶନ୍ଧି ପରେ ରାସ୍ତାରେ ବୁଲିଲା କଣ୍ଟା ବାଡ଼, ପ୍ରଶାସନର ଅନୁରୋଧ ରଖିଲେନି ମାଲିକ

ଚାରି ଦଶନ୍ଧି ପରେ ରାସ୍ତାରେ ବୁଲିଲା କଣ୍ଟା ବାଡ଼, ପ୍ରଶାସନର ଅନୁରୋଧ ରଖିଲେନି ମାଲିକ

ବୁର୍ଲା ଥାନା ଅନ୍ତର୍ଗତ ଧନକଉଡା ବ୍ଲକ ଚାରପାଲି ଠାରୁ ତୁଲଣ୍ଡି ଯାଇଥିବା ରାସ୍ତା ଭଳିଆପାଲି ଗ୍ରାମର ମୁଖ୍ୟ ରାସ୍ତାକୁ କେହି ଜଣେ ତାରବାଡ ଦେଇ ରାସ୍ତା ଅବରୋଧ କରିଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ଉପରେ ତୁଲୁଣ୍ଡି ଓ କୁଦଗୁଣ୍ଡେରପୁର ଗ୍ରାମପାୟତର ପ୍ରାୟ ୬ଟି ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ଏହି ରାସ୍ତାଟି ବରଗଡ଼ ଜିଲ୍ଲାକୁ ସଂଯୋଗ କରୁଛି।

मई 16, 2021, 01:13 PM IST
 ମହାମାରୀରେ ମହାନାଟକ! କୋରୋନା ନିୟମ ଭାଙ୍ଗି ବାହାଘର, ସହର ବୁଲିଲା ଶୋଭାଯାତ୍ରା

ମହାମାରୀରେ ମହାନାଟକ! କୋରୋନା ନିୟମ ଭାଙ୍ଗି ବାହାଘର, ସହର ବୁଲିଲା ଶୋଭାଯାତ୍ରା

ଗତକାଲି ବିଳମ୍ବିତ ରାତ୍ରିରେ ସହରରେ ଚାଲିଥିଲା ଦୁଇ ଦୁଇଟି ବାହାଘର। ଶହ ଶହ ଲୋକଙ୍କ ଭିଡରେ ବରଯାତ୍ରୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଆଉ ଜମିଥିଲା ନାଚ ଗୀତର ଆସର। କୋରୋନା କଟକଣା, ସାମାଜିକ ଦୂରତା ଏବଂ ମାସ୍କ ପରିଧାନକୁ କାହାରି ଖାତିର ନଥିଲା।

मई 16, 2021, 12:11 PM IST
ଢ଼ିଲା ପ୍ରଶାସନକୁ ଅମାନିଆ ପ୍ରବାସୀ; ଫେରାର କୋରୋନା ଆକ୍ରାନ୍ତଙ୍କ ପତ୍ତା ପାଉନି ପୋଲିସ

ଢ଼ିଲା ପ୍ରଶାସନକୁ ଅମାନିଆ ପ୍ରବାସୀ; ଫେରାର କୋରୋନା ଆକ୍ରାନ୍ତଙ୍କ ପତ୍ତା ପାଉନି ପୋଲିସ

ପୂର୍ବ ଫେରାର ଦୁଇ ଜଣ ପୋଜିଟିଭ ଥିବା ବେଳେ ଏ ଯାଏଁ ଟେର ପାଉନି ପ୍ରଶାସନ, ସେପଟେ ଅନ୍ୟ ଦୁଇ ଜଣ ପ୍ରବାସୀ ଗତକାଲି ରାତିରେ କେଉଁଆଡେ ଫେରାର ହୋଇଯାଇଛନ୍ତି । ଏନେଇ ପୃଥକ ପୃଥକ ଭାବେ ମୋହନା ଥାନାରେ ଏତଲା ଦେଇଛନ୍ତି ସଂଘରୋଧ କେନ୍ଦ୍ର ନୋଡାଲ ଅଫିସର ଦୟାନିଧି ନାୟକ ।

मई 16, 2021, 09:19 AM IST
Corona Terror: Quarantine Center ପରିସରରୁ ଚମ୍ପଟ ମାରିଲେ ୨ Migrant

Corona Terror: Quarantine Center ପରିସରରୁ ଚମ୍ପଟ ମାରିଲେ ୨ Migrant

କୋରୋନା ଆକ୍ରାନ୍ତ ହେବା ଭୟରେ ସଙ୍ଗରୋଧ କେନ୍ଦ୍ରରୁ ଚମ୍ପଟ ମାରିଛନ୍ତି ଦୁଇ ପ୍ରବାସୀ।    

मई 15, 2021, 10:35 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୦ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୦ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬,୦୦,୪୯୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । 

मई 15, 2021, 06:11 PM IST
ବୌଦ୍ଧରେ କୋରୋନା ସ୍ଥିତି ସଙ୍ଗୀନ, ଲଗାତର ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା

ବୌଦ୍ଧରେ କୋରୋନା ସ୍ଥିତି ସଙ୍ଗୀନ, ଲଗାତର ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା

ଗତ ୫ ଦିନର ଦୈନିକ କୋରୋନା ଆକ୍ରାନ୍ତ (COVID-19 Positives) ଙ୍କ ସଂଖ୍ୟା ଯଦି ଦେଖିବା ସୋମବାର ଜିଲ୍ଲାରୁ ସମୁଦାୟ ୧୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଙ୍କଲା,ତାଳବାହାଲ,ଧଳପୁର,ସାକୁସିଙ୍ଗା ଏବଂ ଭେଜିଗୋରା ଗ୍ରାମରୁ ସର୍ବାଧିକ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

मई 15, 2021, 12:17 PM IST
ଯୁବଶିଳ୍ପୀଙ୍କ ଅଭିନବ ଉଦ୍ୟମ, ଦିଆସିଲ କାଠିରେ ପ୍ରସ୍ତୁତ କଲେ ମହାପ୍ରଭୁଙ୍କ ଚାପ

ଯୁବଶିଳ୍ପୀଙ୍କ ଅଭିନବ ଉଦ୍ୟମ, ଦିଆସିଲ କାଠିରେ ପ୍ରସ୍ତୁତ କଲେ ମହାପ୍ରଭୁଙ୍କ ଚାପ

ଏହି ସମୟରେ କେବଳ ଭକ୍ତଙ୍କ ପାଇଁ ଘରେ ଲକଡାଉନରେ ରହି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ନନ୍ଦା ଚାପ । 

मई 14, 2021, 11:23 PM IST
ରାସନ କାର୍ଡ ଥିବା ସତ୍ତ୍ୱେ ୬ ମାସ ହେଲା ମିଳୁନି ଚାଉଳ

ରାସନ କାର୍ଡ ଥିବା ସତ୍ତ୍ୱେ ୬ ମାସ ହେଲା ମିଳୁନି ଚାଉଳ

ଏହି ଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ (Kandhamal) ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ (Daringbadi Block) ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ । 

मई 14, 2021, 08:57 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ପୁଣି ୯,୩୨୯ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ପୁଣି ୯,୩୨୯ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୮୮,୬୮୭ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୨୭୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

मई 14, 2021, 07:14 PM IST
ଆଉ ୨୪ ଘଣ୍ଟା କାଳବୈଶାଖୀ, ପୁଣି ବଢିବ ତାତି

ଆଉ ୨୪ ଘଣ୍ଟା କାଳବୈଶାଖୀ, ପୁଣି ବଢିବ ତାତି

ବର୍ଷା ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ଗାଙ୍ଗେୟ ଉପତ୍ୟକା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ଦେଖାଦେଇଛି ।

मई 14, 2021, 03:45 PM IST
ମଲା ପରେ ପର କରିଦେଲା କୋରୋନା ଡର

ମଲା ପରେ ପର କରିଦେଲା କୋରୋନା ଡର

ଜନୈକ ବ୍ୟକ୍ତିଙ୍କ କୋରୋନା (Coronavirus) ରେ ମୃତ୍ୟୁ ହେବା ପରେ ସମ୍ପୃକ୍ତ ମୃତକର ଅନ୍ତିମ ସଂସ୍କାର କରିବାକୁ କେହି ରାଜି ହୋଇନଥିଲେ। ଏପରିକି ପରିବାର ଲୋକେ ମଧ୍ୟ ଛୁଇଁ ନଥିଲେ।

मई 14, 2021, 01:06 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୮,୬୬୫ କୋରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୮,୬୬୫ କୋରୋନା ଆକ୍ରାନ୍ତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୭୬,୨୯୭ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୨୫୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

मई 13, 2021, 06:31 PM IST
ଟିକା ପାଇଁ କସରତ; ଗଜପତିରେ ଘର, ବ୍ରହ୍ମପୁରରେ ପଞ୍ଜିକରଣ

ଟିକା ପାଇଁ କସରତ; ଗଜପତିରେ ଘର, ବ୍ରହ୍ମପୁରରେ ପଞ୍ଜିକରଣ

କୋରୋନାକୁ ପ୍ରତିହତ କରିବାପାଇଁ ଟିକା ହିଁ ଏକ ମାତ୍ର ସଞ୍ଜିବନୀ (Corona vaccine) କୁହାଯାଉଥିବା ବେଳେ ସେହି ଟିକାକୁ ନେଇ ଗଜପତିବାସୀ ଦ୍ୱନ୍ଦରେ ରହିଛନ୍ତି । ଜିଲ୍ଲାର ସମସ୍ତ ୭ଟି ବ୍ଳକ ଓ ଗୋଟିଏ ମୁନିସପାଲଟିରେ ମୋଟ ୨୭ଗୋଟି ଟିକାଦାନ କେନ୍ଦ୍ର ଅଛି।

मई 13, 2021, 02:52 PM IST
ପୁଣି କେନ୍ଦ୍ରକୁ କୋରୋନା ଟିକା ମାଗିଲା ରାଜ୍ୟ

ପୁଣି କେନ୍ଦ୍ରକୁ କୋରୋନା ଟିକା ମାଗିଲା ରାଜ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କୋଭିଡ୍‌ ପରିଚାଳନାରେ ସରକାର ବହୁମାତ୍ରାରେ ସଫଳତା ହାସଲ କରିଥିବା ନେଇ ମନ୍ତ୍ରୀ କହିଥିଲେ ଯେ, ସର୍ବଭାରତୀୟ ସ୍ତରରେ କୋରୋନା ମୃତ୍ୟୁହାର ୧.୦୮ ଥିବା ବେଳେ ଓଡ଼ିଶାରେ ଏହା ୦.୩୯ ପ୍ରତିଶତ ରହିଛି। ସୁସ୍ଥତା ହାର ମଧ୍ୟ ୮୨.୨୩ ରହିଛି।

मई 13, 2021, 10:24 AM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୫୪୭ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୫୪୭ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୬୫,୬୪୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୨୩୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

मई 12, 2021, 07:59 PM IST
କୋରନାକୁ ମାତ ଦେବ କଳାହାଣ୍ଡି; ଦ୍ୱିତୀୟ କୋଭିଡ୍ ହସ୍ପିଟାଲକୁ ମିଳିଲା ଅନୁମତି

କୋରନାକୁ ମାତ ଦେବ କଳାହାଣ୍ଡି; ଦ୍ୱିତୀୟ କୋଭିଡ୍ ହସ୍ପିଟାଲକୁ ମିଳିଲା ଅନୁମତି

ଜିଲ୍ଲାର ଭବାନୀପାଟଣା (Bhabanipatna) ସହର ବାନ୍ଦୋପଲା ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରତିଷ୍ଠା କରାଯିବ ଜିଲ୍ଲାର ଏହି ଦ୍ବିତୀୟ କୋଭିଡ ହସ୍ପିଟାଲ। ଆଉ ଏହି ମେଡ଼ିକାଲର ପରିଚାଳନା କରିବ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା (Vedanta Alumina) ।

मई 12, 2021, 09:23 AM IST
 କୋଭିଡ଼ ନିୟମ ଉଲଘଂନ କରିବା ଅଭିଯୋଗରେ ୨ ଦୋକାନ ସିଲ

କୋଭିଡ଼ ନିୟମ ଉଲଘଂନ କରିବା ଅଭିଯୋଗରେ ୨ ଦୋକାନ ସିଲ

ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। 

मई 11, 2021, 10:18 PM IST