• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର
ଦିନ ବେଳା ସନ୍ଧ୍ୟା ବେଳର ଭ୍ରମ: ଘୋଟି ଆସିଲା କଳା ବାଦଲ, ବଦଳିଗଲା ପାଗ

ଦିନ ବେଳା ସନ୍ଧ୍ୟା ବେଳର ଭ୍ରମ: ଘୋଟି ଆସିଲା କଳା ବାଦଲ, ବଦଳିଗଲା ପାଗ

ରାଜ୍ୟରେ କାଳବୈଶାଖୀ ପ୍ରଭବାରେ ଆଜି ଏପରି ସ୍ଥିତି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଫୁଲବାଣୀ ଓ ସୁବର୍ଣ୍ଣପୁର ଆଦି ସ୍ଥାନରେ ଏହାର ପ୍ରଭାବ ଅଧିକ ଦେଖାଦେଇଛି । 

मई 11, 2021, 07:04 PM IST
ସମ୍ବଲପୁରରେ କୋରୋନା ଦମନ ଅଭିଯାନ; 24x7 Helpline No ଜାରି, ବିଶୋଧନ ହେଲା ପୁରା ସହର

ସମ୍ବଲପୁରରେ କୋରୋନା ଦମନ ଅଭିଯାନ; 24x7 Helpline No ଜାରି, ବିଶୋଧନ ହେଲା ପୁରା ସହର

ସମ୍ବଲପୁର ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ। ଦୈନିକ ସଂକ୍ରମିତ ସଂଖ୍ୟା ୫୦୦ ଟପୁଛି। ଏଥିପାଇଁ ଏବେ ସମ୍ବଲପୁର (Sambalpur) ଜିଲ୍ଲା ପ୍ରଶାସନ କୋଭିଡ ରୋଗ ପ୍ରତିକାର ପାଇଁ ସଚେତନତା କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲ (Covid Hospital) ଗୁଡିକ ପାଇଁ ନିର୍ଦ୍ଧିଷ୍ଟ ଟୋଲ ଫ୍ରି ନମ୍ବର ସବୁ ଜାରି କରିଛି।

मई 11, 2021, 02:23 PM IST
ସୀମା ଡ୍ୟୁଟିରୁ ଶ୍ମଶାନ; ବିବାହ ଦିନ ଆଖିବୁଜିଲେ କୋରୋନା ଯୋଦ୍ଧା

ସୀମା ଡ୍ୟୁଟିରୁ ଶ୍ମଶାନ; ବିବାହ ଦିନ ଆଖିବୁଜିଲେ କୋରୋନା ଯୋଦ୍ଧା

ଯେଉଁଦିନ ଗାଁରୁ ବର ବେଶରେ ବାହାରିଥାନ୍ତେ, ସେହିଦିନ ହିଁ ଯୁବ ଶିକ୍ଷକ ନେପାଳ ପ୍ରଧାନଙ୍କ ବିୟୋଗ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ୧୯ଖଣ୍ଡ ମୌଜାର କଣ୍ଢେଇକେଲା ଗ୍ରାମରେ। ଗାଁରେ ଖେଳି ଯାଇଛି ଶୋକର ଛାୟା।

मई 11, 2021, 01:24 PM IST
 ମହାପ୍ରଭୁଙ୍କ ଜଳକ୍ରୀଡା ଓ ଅକ୍ଷୟ ତୃତୀୟକୁ ନେଇ ବଡ ନିଷ୍ପତି

ମହାପ୍ରଭୁଙ୍କ ଜଳକ୍ରୀଡା ଓ ଅକ୍ଷୟ ତୃତୀୟକୁ ନେଇ ବଡ ନିଷ୍ପତି

କୋଭିଡ୍ କଟକଣା ଭିତ୍ତିରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ପୂର୍ବବର୍ଷ ଭଳି ଏଥର ଶ୍ରୀମନ୍ଦିର (Puri Jagannath Temple) ଭିତରେ ଅକ୍ଷୟ ତୃତୀୟା ନୀତି ସହ ବାହାର ଚନ୍ଦନ ଯାତ୍ରା ହେବନାହିଁ। ବିନାଭକ୍ତରେ ଚନ୍ଦନ ଯାତ୍ରା କରାଯିବ।

मई 11, 2021, 11:10 AM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୯,୭୦୬ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୯,୭୦୬ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୪୪,୮୭୩ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି ।

मई 10, 2021, 05:58 PM IST
 Lockdownରେ ଜମୁଛି ବେଆଇନ୍ ମଦ କାରବାର, ବେପାରୀ ଗିରଫ

Lockdownରେ ଜମୁଛି ବେଆଇନ୍ ମଦ କାରବାର, ବେପାରୀ ଗିରଫ

ସିଙ୍ଗିପୁର ଠାରୁ ବେଆଇନ ଭାବରେ ଏକ କାରରେ ଦେଶୀ ମଦ ଚୋରାଚାଲାଣ ହେବାର ଖବର ପାଇ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଅପେକ୍ଷା କରି ରହିଥିଲେ। କାରର ପିଛା କରି ମଦ ମାଫିଆଙ୍କ ଘର ପାଖରେ ପହଞ୍ଚି କାର ତନଖି କରିବାକୁ ଚେଷ୍ଟା କରିବା ବେଳେ ଅବକାରୀ ଟିମ ଉପରେ ଆକ୍ରମଣ କରି ଅଭିଯୁକ୍ତ ଖସି ପଳାଇବାରେ ସଫଳ ହୋଇଥିଲା।

मई 10, 2021, 12:54 PM IST
ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ବିରୋଧରେ ପ୍ରବାସୀଙ୍କ ପ୍ରତିବାଦ

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ବିରୋଧରେ ପ୍ରବାସୀଙ୍କ ପ୍ରତିବାଦ

ସଙ୍ଗରୋଧ କେନ୍ଦ୍ରରେ ଖାଇବା ପିଇବା ଠିକ ଭାବରେ ମିଳୁନଥିବା ଅଭିଯୋଗ କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ।

मई 9, 2021, 05:32 PM IST
ଆଉ ତିନି ଦିନ ଜାରି ରହିବ କାଳବୈଶାଖୀ! ୨୪ ଘଣ୍ଟାରେ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଉ ତିନି ଦିନ ଜାରି ରହିବ କାଳବୈଶାଖୀ! ୨୪ ଘଣ୍ଟାରେ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Odisha Weather Update: ଆଉ ତିନି ଦିନ କାଳବୈଶାଖୀ କଣ୍ଟା, ୨୪ ଘଣ୍ଟା ରେ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ତ୍ତମାନ ପୂର୍ବ ଉତ୍ତର ପ୍ରଦେଶ ଓ ଆଖପାଖ ବିହାର ଏବଂ ଗାଙ୍ଗେୟଟିକ୍ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଝାଡଖଣ୍ଡ-ବିହାର ମଧ୍ୟରେ ଗୋଟିଏ ଲେଖାଏଁ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନରୁ ଲମ୍ୱିଛି । ଏହାସହ ଏକ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ

मई 8, 2021, 06:37 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୭,୬୬୪ କୋରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୭,୬୬୪ କୋରୋନା ଆକ୍ରାନ୍ତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୨୪,୨୦୭ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୧୬୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

मई 8, 2021, 06:22 PM IST
ଆଈ ଓ ନାତୁଣୀଙ୍କୁ ଦଳି ମାରିଲା ହାତୀ

ଆଈ ଓ ନାତୁଣୀଙ୍କୁ ଦଳି ମାରିଲା ହାତୀ

ବିଶୋଇ ରେଞ୍ଜ (Bishoi Range) ଦୁଧକୁଣ୍ଡି ଗାଁର ୩ ଜଣ ନିକଟ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ଆକ୍ରମଣ (Elephant Attack) ରେ ଆଈ ଓ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ସଂକଟାପନ୍ନ ଅବସ୍ଥାରେ ଅଛନ୍ତି।

मई 8, 2021, 02:01 PM IST
କୋରୋନା ଆକ୍ରାନ୍ତଙ୍କ 'ଆଶାର ଆଲୋକ' ଡାକ୍ତର ଲତିଫ୍

କୋରୋନା ଆକ୍ରାନ୍ତଙ୍କ 'ଆଶାର ଆଲୋକ' ଡାକ୍ତର ଲତିଫ୍

ହସ୍ପିଟାଲରେ ରୋଗୀଙ୍କ ଭିଡ ଯୋଗୁଁ ଅନେକ କୋରୋନା ଆକ୍ରାନ୍ତଙ୍କୁ ବେଡ଼ କମ୍ବା ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ଫଳରେ ଅନେକ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି। ଏପରି ସଙ୍କଟ ସମୟରେ କୋରୋନା ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜିଛନ୍ତି ଡାକ୍ତର ଲତିଫ୍।

मई 8, 2021, 10:14 AM IST
ପୋଲିସ ଆଖିରେ ଧୂଳି ଦେଇ ଓଡିଶା କନ୍ୟାକୁ ନେଇ ଆନ୍ଧ୍ର ବର ଛୁ

ପୋଲିସ ଆଖିରେ ଧୂଳି ଦେଇ ଓଡିଶା କନ୍ୟାକୁ ନେଇ ଆନ୍ଧ୍ର ବର ଛୁ

ଏବେ ବି ଅନେକ ଗଳା ବାଟ ମୁକୁଳା ପଡି ରହିଛି। ଫଳରେ ଆନ୍ଧ୍ରରୁ ବରଯାତ୍ରୀ ଆସି ଓଡିଶାରେ ବାହା ହୋଇ କନ୍ୟାକୁ ନେଇ ଚାଲି ଯାଇଥିବା ବେଳେ ପୋଲିସ (Ganjam Police) ଓ ପ୍ରଶାସନ କିନ୍ତୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛି।

मई 8, 2021, 07:33 AM IST
ଜାରି ରହିବ କାଳବୈଶାଖୀ! ଆସନ୍ତା ୪ ଦିନ ପାଇଁ ସତର୍କ ସୂଚନା

ଜାରି ରହିବ କାଳବୈଶାଖୀ! ଆସନ୍ତା ୪ ଦିନ ପାଇଁ ସତର୍କ ସୂଚନା

ଏହାସହ ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେପଟେ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

मई 7, 2021, 07:47 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୪୦୧ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୪୦୧ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୧୨,୪୦୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୧୪୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

मई 7, 2021, 06:15 PM IST
କୋରୋନା ଯୁଦ୍ଧରେ ଲଢେଇ ପାଇଁ ଲୋକଙ୍କ ସହାୟତା ଲୋଡିଲେ ଜିଲ୍ଲାପାଳ

କୋରୋନା ଯୁଦ୍ଧରେ ଲଢେଇ ପାଇଁ ଲୋକଙ୍କ ସହାୟତା ଲୋଡିଲେ ଜିଲ୍ଲାପାଳ

କୋରୋନା ମହାମାରୀକୁ ରୋକିବା ପାଇଁ ଲକଡାଉନ ଆରମ୍ଭ ହୋଇଥିବାବେଳେ ସମ୍ବଲପୁରବାସୀଙ୍କୁ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି।

मई 7, 2021, 10:19 AM IST
 କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା; ଭିଡିଓ ଜାରି କରି ସହାୟତା ମାଗିଲେ ରୋଗୀ

କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା; ଭିଡିଓ ଜାରି କରି ସହାୟତା ମାଗିଲେ ରୋଗୀ

ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବିଜୟ, ଗଜପତି ଜିଲ୍ଲାପାଳ, ତଥା ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବାକୁ ଗୁହାରି କରିଛନ୍ତି।

मई 7, 2021, 08:10 AM IST
Lockdownର ବିକଳ ଦୃଶ୍ୟ; ଡ଼ଷ୍ଟବିନରେ ଭୋକିଲା ମଣିଷର ଖାଦ୍ୟ ସନ୍ଧାନ

Lockdownର ବିକଳ ଦୃଶ୍ୟ; ଡ଼ଷ୍ଟବିନରେ ଭୋକିଲା ମଣିଷର ଖାଦ୍ୟ ସନ୍ଧାନ

ସମ୍ବଲପୁର (Sambalpur) ସହରର ମୁଖ୍ୟ ରାସ୍ତା ବୁଢ଼ାରାଜା ଅଞ୍ଚଳର କ୍ରୀଷ୍ଣା ସୁଇଟ୍ସର ରାସ୍ତା ଅପର ପାର୍ଶ୍ଵରେ ଥିବା ଏକ ଡ଼ଷ୍ଟବିନରୁ ଗୁରୁବାର ଜଣେ ଲୋକ ଖାଦ୍ୟ ଅନ୍ୱେଷଣ କରି ଖାଉଥିବାର ଦେଖାଯାଇଥିଲା।

मई 7, 2021, 07:34 AM IST
କୋରୋନା ସଂକ୍ରମଣରେ ମୃତକଙ୍କୁ କୋଭିଡ୍ ଶ୍ମଶାନରେ କବର

କୋରୋନା ସଂକ୍ରମଣରେ ମୃତକଙ୍କୁ କୋଭିଡ୍ ଶ୍ମଶାନରେ କବର

କୋରୋନା ପରୀକ୍ଷା କରିବା ପୂର୍ବରୁ ପ୍ରାଣବାୟୁ ଚାଲିଯାଇଥିଲା। 

मई 6, 2021, 10:38 PM IST
ରୋଗୀସେବା ନାମରେ ଶୋଷଣ; ବିନା ପ୍ରମାଣ ପତ୍ରରେ ଚାଲିଛି ଆତ୍ମଘୋଷିତ ଡାକ୍ତରଙ୍କ କ୍ବାକ୍ ଚିକିତ୍ସା

ରୋଗୀସେବା ନାମରେ ଶୋଷଣ; ବିନା ପ୍ରମାଣ ପତ୍ରରେ ଚାଲିଛି ଆତ୍ମଘୋଷିତ ଡାକ୍ତରଙ୍କ କ୍ବାକ୍ ଚିକିତ୍ସା

ତଥାପି ରାସ୍ତା କଡରେ ଅନାୟସରେ କ୍ଲିନିକ ଖୋଲି ସମସ୍ତ ପ୍ରକାର ଚିକିତ୍ସା କରାଯାଉଥିବା ନେଇ ଏହି କ୍ଲିନକରେ ଲଗାଯାଇଛି ବୋର୍ଡ।

मई 6, 2021, 06:39 PM IST
ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୬୮୫୪ କୋରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୬୮୫୪ କୋରୋନା ଆକ୍ରାନ୍ତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୦୦,୧୬୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି ।

मई 6, 2021, 06:12 PM IST